ସ୍କୁଲ ଯିବା ରାସ୍ତାରେ ଏମିତି କାମ କଲେ ଏହି ପୁଅ ଝିଅ, ଯାହା ଏବେ ସୋସିଆଲ ମିଡିଆରେ ହେଉଛି ନିଆଁ ପରି ଭାଇରାଲ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆ ରେ ପୁଣିଥରେ ଭା-ଇ-ରା-ଲ ହୋଇଛି ଏକ ଆକର୍ଷଣୀୟ ଭିଡିଓ । ଲୋକମାନେ ଏହି ଭିଡିଓ କୁ ବହୁତ ମାତ୍ରାରେ ସେୟାର କରିବା ସହିତ କ୍ରୀଡ଼ା ମନ୍ତ୍ରଣାଳୟ କୁ ଅନୁରୋଧ କରି କହିଛନ୍ତି, ଏହି ଦୁଇଟି ପିଲା ଙ୍କୁ ଯଦି ବିଶେଷ ଧ୍ୟାନ ଦିଆଯିବ ।

ଏହା ସହିତ ଯଦି ଏମାନଙ୍କୁ ପ୍ରଫେସ୍ନାଲ ଟ୍ରେନିଂ ଦିଆଯିବ ତେବେ ଏମାନେ ଅଲମ୍ପିକ ରେ ଭାରତ ପାଇଁ ସମ୍ମାନ ପଦକ ଆଣି ପାରନ୍ତି । ଗତ କିଛି ଦିନ ହେବ ସ୍କୁଲ ପିଲା ଙ୍କ ଏହି ଭିଡିଓ ଇଣ୍ଟରନେଟ ରେ ଭା-ଇ-ରା-ଲ ହେବାରେ ଲାଗିଛି । ଯେଉଁଥିରେ ପିଲା ଦୁଇ ଜଣ ରାସ୍ତା ରେ ଚାଲୁଥିବା ସମୟରେ ନିଜର ଜିମ୍ନାଷ୍ଟିକ ସ୍କିଲ ଦେଖାଉଛନ୍ତି । ଯାହାକି ୟୁଜର୍ସ ମାନଙ୍କ ଦ୍ଵାରା ବେଶ ଆଦୃତ ହୋଇପାରିଛି ।


ଏହି ଭିଡିଓ ରେ ଆପଣ ମାନେ ଦେଖି ପାରୁଥିବେ ଯେ, ପ୍ରଥମେ ପୁଅ ଟି କିପରି ନିର୍ଭୁଲ ଭାବରେ ଏଭଳି ଉ-ତ-ଙ୍ଗ ପ-ତ-ଙ୍ଗ କରୁଛି । ଯାହା ଦେଖିବାକୁ ବହୁତ ଆକର୍ଷଣୀୟ ଲାଗୁଛି । ଏହା ପରେ ଝିଅ ଟି ମଧ୍ୟ ବହୁତ ସାହାସିକତା ର ସହିତ ସନ୍ତୁଳନ ରକ୍ଷା କରି ଦୁଇ ଗୁଣ ଉ-ତ-ଙ୍ଗ ପ-ତ-ଙ୍ଗ କରୁଥିବାର ଦେଖିବାକୁ ମିଳୁଛି ।

ସବୁଠାରୁ ଆଶ୍ଚର୍ଯ୍ୟ ର କଥା ହେଉଛି, ସ୍କୁଲ ୟୁନିଫର୍ମ ରେ ନିଜ କାନ୍ଧ ରେ ସ୍କୁଲ ବ୍ୟାଗ ଧରି ଏଭଳି ଜିମ୍ନାଷ୍ଟିକ୍ କରୁଛନ୍ତି ଏହି ଦୁଇ ଜଣ ପିଲା । କାନ୍ଧ ରେ ଏତେ ଭାରୀ ବ୍ୟାଗ ଥିବା ସତ୍ତ୍ୱେ ନିଜର ଭାରସାମ୍ୟ ରକ୍ଷା କରି ଏଭଳି କାମ କରିଛନ୍ତି ଏହି ଦୁଇ ଜଣ ।

ବର୍ତ୍ତମାନ ଏହି ଭିଡିଓ କୁ ସୋ-ସି-ଆ-ଲ ମି-ଡି-ଆ ରେ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *