ନମସ୍କାର ବନ୍ଧୁଗଣ ଦେଶ ବର୍ତ୍ତମାନ ବହୁତ ଭୟଙ୍କର ପରିସ୍ଥିତି ରେ ରହୁଛି ଏବଂ ପ୍ରତିଦିନ କୌଣସି ନା କୌଣସି ଦୁଃଖଦ ଖବର ଶୁଣିବାକୁ ମିଳୁଛି । ତେବେ ଗତ ବର୍ଷ ଯେପରି ବଲିଉଡ ଜଗତର ଅନେକ ନାମୀ ଦାମି କଳାକାରମାନେ ଏହି ଦୁନିଆ ରୁ ବିଦାୟ ନେଇଥିଲେ ।
ଯେପରି ଋଷି କପୂର, ସୁଶାନ୍ତ ସିଂହ ଆଦି ଏହି ବର୍ଷ ମଧ୍ୟ ବଲିଉଡ ପାଇଁ ଅନେକ ଅନ୍ଧକାର ନେଇ ଆସିଛି ତେବେ ଆଜି ‘ଟ୍ରେଜେଡି କିଙ୍ଗ’ ଦିଲ୍ଲୀପ କୁମାର ଙ୍କ ମୃତ୍ୟୁ ଘଟିଛି । ତେବେ ଏହି ଖବର ସମସ୍ତ ଙ୍କ ହୃଦୟ କୁ ଏବଂ ବଲିଉଡ କୁ ମର୍ମାହତ କରିଦେଇଛି । ଏହା ବଲିଉଡ ପାଇଁ ଅପୁରଣୀୟ କ୍ଷତି । ତେବେ ଆପଣ ମାନେ କଁଣ ଜାଣିଛନ୍ତି କି ରାଜକୁମାର ଏବଂ ଦିଲ୍ଲୀପି କୁମାରଙ୍କ ଭିତରେ ଶତ୍ରୁତା ଥିଲା ଏହି ଶତ୍ରୁତା ଦୀର୍ଘ ୩୨ ବର୍ଷ ପର୍ଯ୍ୟନ୍ତ ରହିଥିଲା । ତେବେ ଆସନ୍ତୁ ଜାଣିନେବା ଏହି ଶତ୍ରୁତା ର କାରଣ ।
ରାଜକୁମାର ଏବଂ ଦିଲ୍ଲୀପ କୁମାର ଦୁଇଜଣ ବଲିଉଡ ର ଦିଗଜ୍ଜ କଲାକାର । ସେମାନେ ଅନେକ ସିନେମା ହିଟ ସିନେମା ବଲିଉଡ କୁ ପ୍ରଦାନ କରିଛନ୍ତି କିନ୍ତୁ ପେଗାମ ସିନେମା ସୁଟ ବେଳେ କିଛି କଥା ରେ ଯୁକ୍ତି ତର୍କ ହୋଇଥିଲା ଏବଂ ସେବେଠାରୁ ସେମାନେ କେବେବି ଅନ୍ୟ କୌଣସି ସିନେମା ରେ ଏକାଠି କାମ କରି ନାହାନ୍ତି ।
କିନ୍ତୁ ଦିଗଜ୍ଜ ସିନେମା ନିର୍ଦେଶକ ସୁଭାଷ ଘାଇ ଏହି ଦୁଇ ଜଣ ବଡ଼ କଳାକାର ଙ୍କୁ ଏକାଠି ଏକ ସିନେମା ରେ ପୁନଃବାର ଆଣିବା ପାଇଁ ଚାହୁଁଥିଲେ ତେଣୁ ସେ ୧୯୯୧ ମସିହା ସୌଦାଗର ସିନେମା ପାଇଁ ସେ ଏହି ଦୁଇ ଜଣଙ୍କୁ କାଷ୍ଟ କରାଗଲା । ତେବେ ଦିଲ୍ଲୀପ ଙ୍କୁ ବୁଝାଇବା ଯେତେ ସହଜ ରାଜକୁମାର ଙ୍କୁ ବୁଝାଇବା ସେତେ କଷ୍ଟ ।
ଏହା ପରେ ସେମାନେ ସୁଟିଂ ପାଇଁ ଆସିଲେ କିନ୍ତୁ ରାଜକୁମାର ଜାଣିବାକୁ ପାଇଲେ କି ଡାଇଲଗ ସବୁ ଭୋଜପୁରୀ କିମ୍ବା ବିହାରୀ ରେ କହିବା କୁ ପଡିବ ତେବେ ଏଥିରେ ରାଜକୁମାର ରାଗି ଫେରିବା ପାଇଁ ଯାଉଥିଲେ କିନ୍ତୁ ସୁଭାଷ ଘାଇ ତାଙ୍କୁ ବୁଝାଇ ଦେଇ କହିଲେ କି ଆପଣ ଧନୀ ଏବଂ ଦିଲ୍ଲୀପ କୁମାର ଗରିବ ଚରିତ୍ର କରୁଛନ୍ତି ତେବେ ଏହା ଶୁଣି ରାଜକୁମାର ରାଜି ହେଲେ ଏବଂ ଏକାଠି କାମ କଲେ ।
ସୁଭାଷ ଘାଇ ରାଜକୁମାର ଙ୍କୁ ଦିଲ୍ଲୀପ ତମ ପ୍ରଶଂସା କରୁଥିଲେ ଏବଂ ଦିଲ୍ଲୀପ କୁମାର ଙ୍କୁ ରାଜକୁମାର ତମ ପ୍ରଶଂସା କରୁଛି ବୋଲି କହିଥାନ୍ତି ତେବେ ଏହି ଭଳି ଭାବେ ତାଙ୍କର ୩୨ ବର୍ଷ ର ଶତ୍ରୁତା କୁ ଭୁଲି ଫୁଣି ମିତ୍ର ହୋଇ ଯାଇଥିଲେ । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ