ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ବଲିଉଡ ଅଭିନେତ୍ରୀ ମାନେ ଏହି ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ପାଇବା ପାଇଁ ବହୁତ କଷ୍ଟ ଓ ସଂଘର୍ଷ କରିଥାନ୍ତି । ସଫଳତା ପାଇବା ପରେ ଏମାନେ ବହୁତ ଖୁସିରେ ନିଜର ଜୀବନକୁ ଅତବାହିତ କରିଥାନ୍ତି । ଏମାନେ ନିଜ ଜୀବନରେ ଥିବା ସମସ୍ତ ଆବଶ୍ୟକତାକୁ ପୂରଣ କରିଥାନ୍ତି । ହେଲେ ବନ୍ଧୁଗଣ ବଲିଉଡର ଏପରି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବହୁତ କମ ବୟସରେ ପ୍ରାଣତ୍ୟାଗ କରିଛନ୍ତି । ଏହି ଅଭିନେତ୍ରୀ ମାନେ ନିଜର ସଂପୂର୍ଣ୍ଣ ଜୀବନକୁ ଅତିବାହିତ କରିପାରି ନାହାନ୍ତି ।
ବନ୍ଧୁଗଣ ଆପଣ ମାନେ ଏହି ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ କୌଣସି ଫିଲ୍ମରେ ଦେଖିଥିବେ । ତେଣୁ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।
ଦିବ୍ୟା ଭାରତୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଦିବ୍ୟା ଭାରତୀ । ଦିବ୍ୟା ହେଉଛନ୍ତି ଜଣେ ଏପରି ଅଭିନେତ୍ରୀ ଯିଏ ବହୁତ କମ ସମୟରେ ବହୁତ ଅଧିକ ଲୋକପ୍ରିୟତା ହାସଲ କରିଥିଲେ । ଦିବ୍ୟା ନିଜର ଅଭିନୟ କାରିୟରର ଆରମ୍ଭ ୧୯୯୦ ମସିହାରେ ଏକ ତେଲୁଗୁ ଫିଲ୍ମରୁ କରିଥିଲେ । ଏହାପରେ ସେ ବଲିଉଡ ଫିଲ୍ମ ‘ସୋଲା ଅର ସବନମ ଓ ଦିବାନା ଆଦି ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଥିଲେ । ଦିବ୍ୟା ବଲିଉଡରେ ସଫଳତା ହାସଲ କରିଥିଲେ ହେଲେ କେବଳ ୧୯ ବର୍ଷ ବୟସରେ ୧୯୯୩ ମସିହା ଏପ୍ରିଲ ୫ ତାରିଖ ଦିନ ମୁମ୍ବାଇର ତୁଲସୀ ବିଲଡିଙ୍ଗରେ ପଡିଯାଇ ସେ ପ୍ରାଣତ୍ୟାଗ କରିଥିଲେ ।
ଜିୟା ଖାନ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଜିୟା ଖାନ । ଆପଣ ମାନେ ସମସ୍ତେ ବଲିଉଡର କେତେକ ସୁପର ହିଟ ଫିଲ୍ମରେ ଜିୟା ଖାନଙ୍କୁ ଦେଖିଥିବେ । ହେଲେ ବନ୍ଧୁଗଣ ଜିୟା କେବଳ ୨୫ ବର୍ଷ ବୟସରେ ନିଜର ପ୍ରାଣତ୍ୟାଗ କରିଥିଲେ । କାରଣ ଦିବ୍ୟା ଓ ତାଙ୍କ ବୟଫ୍ରେଣ୍ଡ ସୂରଜ ପଞ୍ଚୋଲିଙ୍କ ମଧ୍ୟରେ ବହୁତ ବାଦବିବାଦ ହୋଇଯାଇଥିଲା । ଯାହାଫଳରେ ଜିୟା କେବଳ ୨୫ ବର୍ଷ ବୟସରେ ୩ ଜୁଲାଇ ୨୦୧୩ ମସିହାରେ ପ୍ରାଣ ତ୍ୟାଗ କରିଥିଲେ ।
ତରୁଣୀ ସଚଦେବ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଶିଶୁ କଳାକାର ତରୁନି ସଚଦେବ । ତରୁଣୀ କେତେକ ସିରିଏଲ ଓ ଫିଲ୍ମରେ ଅଭିନୟ କରି ବହୁତ କମ ବର୍ଷ ବୟସରେ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ତରୁନି ଅଭିନେତା ଅମିତାବ ବଚନଙ୍କ ସହ ଫିଲ୍ମ ‘ପା’ରେ ମଧ୍ୟ ନଜର ଆସିଥିଲେ । ହେଲେ କେବଳ 14 ବର୍ଷ ବୟସରେ ଏକ ପ୍ଳେନ କ୍ରାଶ ହେବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା ।
ମିନା କୁମାରୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ମିନା କୁମାରୀ । ମିନା ‘ସାହେବ ବିବି ଅର ଗୁଲାମ, ପାକିଜା ଓ ଫୁଲ ଅର ପଥର’ ପରି ବହୁତ ସୁପର ହିଟ ଫିଲ୍ମ କରିଛନ୍ତି । ହେଲେ କେବଳ ୩୧ ବର୍ଷ ବୟସରେ ରୋଗାକ୍ରାନ୍ତରେ ପଡି ସେ ପ୍ରାଣତ୍ୟାଗ କରିଥିଲେ ।
ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ