ଦେଖୁ ଦେଖୁ କେତେ ବଡ ଆଉ ଯବାନ ହୋଇଗଲେ କଲର୍ସ TV ର ଏହି 5 ଜଣ Child Actress, ଏବେ ଦେଖା ଯାଉଛନ୍ତି ବହୁତ ସୁନ୍ଦର ଓ ଗ୍ଲାମରସ

ସାଙ୍ଗମାନେ ଟିଭି ଦୁନିଆ ଓ ବଲିଉଡ୍ ଫିଲ୍ମ ଲୋକପ୍ରୀୟ କଥାରେ କେହି ବି କମ୍ ନୁହନ୍ତି । ଯେଉଁଥିରେ ଲିଡ୍ ଅଭିନେତା ଓ ଅଭିନେତ୍ରୀ ଓ ଛୋଟ ଅଭିନେତ୍ରୀ ଅଛନ୍ତି,ଯେଉଁମାନେ ବଡ଼ ହୋଇ ଯାଇଛନ୍ତି ଓ ବହୁତ୍ ସୁନ୍ଦର ଦେଖା ଯାଉଛନ୍ତି । ଆଜି ଆମେ ଆପଣଙ୍କୁ କଲର୍ସ ଟିଭିର ଏମିତି ଶିଶୁ କଳାକାରଙ୍କ ବିଷୟରେ କହିବୁ ଯେଉଁମାନେ ଆଜି ବହୁତ ବଡ ହୋଇଯାଇଛନ୍ତି ଓ ଆଗ ଅପେକ୍ଷା ବହୁତ ସୁନ୍ଦର ଆଉ ଷ୍ଟାଇଲିସ ନଜର ଆସୁଛନ୍ତି । ତେବେ ଡେରି ନକରି ଚାଳନ୍ତୁ ଜାଣିବା ।

ଧୃତୀ ଭାଟ୍ଟିଆ – ସବୁଠୁ ପ୍ରଥମେ ଆମେ କହୁଛୁ ଜୟଶ୍ରୀ କ୍ରୀଷ୍ଣା ସିରିଏଲ ବିଷୟରେ । ଏଥିରେ କୁନି କ୍ରୀଷ୍ଣା ଚରିତ୍ରରେ ଯିଏ ଅଭିନୟ କରିଥିଲେ ସେ ଜଣେ ଝିଅ ଅଟନ୍ତି ଓ ଏହି ଅଭିନେତ୍ରଙ୍କ ନାମ ଧୃତୀ ଭାଟ୍ଟିଆ । ସେ ଏବେ ବହୁତ୍ ବଡ଼ ହୋଇ ସାରିଛନ୍ତି ଓ ବହୁତ୍ ସୁନ୍ଦର୍ ଦେଖା ଯାଉଛନ୍ତି ।

ସେ ୧୬ ବର୍ଷର ହୋଇ ଗଲେଣି, ଆଗରୁ ଯେତିକି ସୁନ୍ଦର୍ ଦେଖାଯାଉଥିଲେ ଆଜି ବି ସେତିକି ସୁନ୍ଦର୍ ଦେଖା ଯାଉଛନ୍ତି । ଜୟଶ୍ରୀ କ୍ରୀଷ୍ଣା ସିରିଏଲରେ ଲୋକ ତାଙ୍କୁ ବହୁତ୍ ପସନ୍ଦ କରିଥିଲେ,ତାଙ୍କର ଚଗଲାମିକୁ ଲୋକ ପସନ୍ଦ କରିଥିଲେ ।

ଅବିକା ଗୌର – ଏବେ ଆମେ କହିବା ଅବିକା ଗୌରଙ୍କ କଥା । ବାଳିକା ବଧୂ ସିରିଏଲରେ ଅଭିନୟ କରିଥିବା ଅବିକା ଗୌର ଏବେ ବହୁତ୍ ବଡ଼ ହୋଇଯାଇଛନ୍ତି । ଏବେ ବହୁତ୍ ଗ୍ଲାମର୍ ଦେଖାଯାଉଛନ୍ତି । ସେ ତେଲୁଗୁ ଫିଲ୍ମରେ ମଧ୍ୟ ବହୁତ୍ ନାଁ କରିଛନ୍ତି । ଏବେ ସିଏ ୨୨ ବର୍ଷର ହୋଇସାରିଛନ୍ତି । ସେ ଥାନୁନେନୁ,ଲକ୍ଷ୍ମୀରାଣୀ ମା,ଉଲାୟା ଜମ୍ପାଲା,କେୟାର ଅଫ୍ ଫୁତ୍ ଫାତ୍ ଭଳି ବହୁତ୍ ଫିଲ୍ମ କରିଛନ୍ତି, ତାଙ୍କର ତେଲୁଗୁ ଫିଲ୍ମରେ ବହୁତ୍ ନାଁ ଅଛି । ଏହା ପରେ ସେ ସରୁରାଲ୍ ସୀମର କା ରେ ରୋଲି ଚରିତ୍ରରେ ଅଭିନୟ କରିଛନ୍ତି ।

ଜନତ୍ ଯୁବେର ରେହେମାନି- ସେ ଆଜି ୧୮ ବର୍ଷର ହୋଇ ସାରିଛନ୍ତି । ସେ ନିଜ କ୍ୟାରିଅର ଆରମ୍ଭ ୨୦୧୧ରେ କଲରସ୍ ଟିଭି ସିରିଏଲ ଫୁଲବା ରୁ ଆରମ୍ଭ କରିଥିଲେ । ଜନତ୍ ଯୁବେର ରେହେମାନି ଜିଟିଭି ର ଭାରତ କା ବୀରପୁତ୍ର, ମହାରଣା ପ୍ରତାପ ସିରିଏଲରେ ଅଭିନୟ କରିସାରିଛନ୍ତି, ଜନତ୍ ଏବେ ଷ୍ଟାର ବନିସାରିଛନ୍ତି । ସିଏ ଜଣେ ପ୍ରସିଦ୍ଧ ଟିକଟକ୍ ଷ୍ଟାର ମଧ୍ୟ ଅଟନ୍ତି ।

ଇସିତା ପାଞ୍ଚାଲ୍ – ସେ କଲରସ୍ ଟିଭି ସିରିଏଲ ୨୦୦୮ ମସିହାରେ ଉତରନ୍ ସିରିଏଲରେ ଅଭିନୟ କରିଛନ୍ତି । ଏହି ସିରିଏଲରେ ତାଙ୍କ ଚରିତ୍ର ତପସ୍ୟା ଠାକୁର୍ ଥିଲା । ଯାହାକୁ ଦର୍ଶକ ପସନ୍ଦ କରିଥିଲେ । ଆଜି ତାଙ୍କୁ ୨୧ ବର୍ଷ ହେଲାଣି । ଆଗ ଅପେକ୍ଷା ସେ ଏବେ ବହୁତ୍ ସୁନ୍ଦର୍ ଦେଖା ଯାଉଛନ୍ତି ।

ସ୍ପର୍ଶ ଖାନଚନ୍ଦାନି – ସେ ମଧ୍ୟ ନିଜ କ୍ୟାରିଅର ଉତରନ ସିରିଏଲରୁ ଆରମ୍ଭ କରିଥିଲେ । ସ୍ପର୍ଶ ୧୯ ବର୍ଷର ହୋଇ ସାରିଛନ୍ତି । ତାଙ୍କୁ ୨୦୧୦ରେ ଇଣ୍ଡିଆନ୍ ଏକାଡେମି ତରଫରୁ ୟଙ୍ଗ ଆର୍ଚିଭର୍ସ ଆୱାର୍ଡ଼ ବି ମିଳିଥିଲା । ସେ ଏବେ ବହୁତ୍ ବଦଳି ସାରିଛନ୍ତି । ସେ ଇଂରାଜୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ସେ ଶେଷରେ ବିକ୍ରମ ବେତାଳ ସିରିଏଲ୍ ରେ ମଧ୍ୟ ଅଭିନୟ କରିଛନ୍ତି ।

ତେବେ ଆପଣଙ୍କୁ ଏହି ଦୁଇ ଜଣ ଚାଇଲ୍ଡ ଆର୍ଟିସ୍ଟ ଙ୍କ ଅଭିନୟ ଆପଣଙ୍କୁ କିପରି ଲାଗେ ଆମକୁ କମେନ୍ଟ କରି ଜଣାଇବେ ଓ ଆଗକୁ ଟିଭି ଦୁନିଆର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *