ଦେଖନ୍ତୁ Video: “ବଚପନ କା ପ୍ୟାର” ଗୀତ ଗାଇ Indian Idol ସ୍ଟେଜ ରେ Sahadev କଲା ଜବରଦସ୍ତ ଡ୍ୟାନ୍ସ, ଝୁମିଲେ Judges ଆଉ Contestants, ଭିଡିଓ ହେଲା ଭାଇରାଲ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଟିଭି ରେ ପ୍ରସାରିତ ସମସ୍ତ ରିଆଲିଟି ସୋ ର ଚାହିଦା ଖୁବ ଅଧିକ ମାତ୍ରାରେ ଥାଏ । ତେବେ ଏହି ବର୍ଷ ଦେଶ ରେ ସବୁଠାରୁ ଲୋକପ୍ରିୟ ଏବଂ ନମ୍ବର ୧ ରେ ଥିବା ରିୟାଲିଟି ସୋ ଥିଲା ଇଣ୍ଡିଆନ ଆଇଡଲ ୧୨ । ଏହି ସିଜନ ର ଫିନାଲେ ରେ ୬ ଜଣ ପ୍ରତିଯୋଗୀ ଥିଲେ । ସେମାନେ ହେଉଛନ୍ତି, ଅରୁନିତା କାଞ୍ଜିଲାଲ, ପବନ ଦୀପ ରାଜନ, ନିହାଲ ତୋରି, ସାୟଲୀ କାମ୍ବଲେ, ଶଂମୁଖପ୍ରିୟ ଏବଂ ମହମ୍ମଦ ଦାନିଶ ।

ଏହି ରିଆଲିଟି ସୋ ର ଗ୍ରାଣ୍ଡ ଫିନାଲେ ସ୍ୱାଧୀନତା ଦିବସ ଅର୍ଥାତ ଅଗଷ୍ଟ ୧୫ ରେ ହୋଇଥିଲା । ଆପଣ ମାନେ ହୁଏତ ଏହା ଜାଣିଥିବେ ଯେ, ଏହାର ସେମି ଫାଇନାଲ୍ ରେ ସୋ-ସି-ଆ-ଲ ମି-ଡ଼ି-ଆ- ରେ ବର୍ତ୍ତମାନ ର ସବୁଠାରୁ ଚର୍ଚ୍ଚିତ ବଚପନ କା ପ୍ୟାର ଗାଉଥିବା ଛୋଟ ପିଲା ଯାହାର ନାମ ସହଦେବ, ତାଙ୍କୁ ଅତିଥି ଭାବେ ଡ଼କାଯାଇଥିଲା । ତେବେ ଆଜିକାଲି ସୋ-ସି-ଆ-ଲ ମି-ଡ଼ି-ଆ- ର ଏଭଳି କ୍ରେଜ ଏବଂ ଏଭଳି ପାୱାର ଅଛି ଯାହା ଦ୍ୱାରା କେହି ବି କେତେବେଳେ ବି ଷ୍ଟାର ହୋଇ ପାରିବେ ।

ଯେପରି ସହଦେବ ନିଜର ଗୀତ ଦ୍ଵାରା ଷ୍ଟାର ହୋଇ ପାରିଛନ୍ତି । ସହଦେବ ଏକ ଗୀତ ଗାଇଥିଲେ ଯାହା ହେଉଛି ବଚପନ କା ପ୍ୟାର ମେରା ଭୁଲ ନା ଜାନା । ତେବେ ତାଙ୍କର ଗୀତ ଗାଇବାର ଅନ୍ଦାଜ ସମସ୍ତ କୁ ଆକର୍ଷିତ କରିଥିଲା ଏବଂ ସେ ରାତାରାତି ଭା-ଇ-ରା-ଲ ହୋଇ ପ୍ରସିଦ୍ଧ ହୋଇଗଲେ । ଏହା ପରେ ତାଙ୍କୁ ବାଦଶାହା ମଧ୍ୟ ଗୀତ ର ଅଫର କରିଛନ୍ତି ଏବଂ ସହଦେବ ନମ୍ବର ୱାନ ରିୟାଲିଟି ସୋ ଇଣ୍ଡିଆନ ଆଇଡଲ ରେ ମଧ୍ୟ ଅତିଥି ଭାବରେ ନଜର ଆସିଥିଲେ ।

ଏହି ସୋ ର ଆଙ୍କର ଆଦିତ୍ୟ ନାରାୟଣ ଏକ ଭି-ଡି-ଓ ସେ-ୟା-ର କରିଥିଲେ ଯେଉଁଥିରେ ସହଦେବ ଙ୍କ ସହିତ ସମସ୍ତେ ଏହି ବଚପନ କା ପ୍ୟାର ଗୀତ ଗାଉଥିବାର ନଜର ମଧ୍ୟ ଆସୁଛନ୍ତି । ଏହା ବ୍ୟତୀତ ଏହି ରିଆଲିଟି ସୋ କୁ ଆସି ସହଦେବ ନିଜ ସଙ୍ଗ ରେ ଡାନ୍ସ ମଧ୍ୟ କରିଥିଲେ । ତାଙ୍କ ସହିତ ସୋ ର ସମସ୍ତ ପ୍ରତିଯୋଗୀ ଓ ଜଜ୍ ମାନେ ମଧ୍ୟ ନାଚିଥିଲେ ।

ଏହି ଭି-ଡି-ଓ- ସୋ-ସି-ଆ-ଲ ମି-ଡି-ଆ -ରେ ଖୁବ ମାତ୍ରାରେ ଭା-ଇ-ରା-ଲ ହୋଇଥିଲା । ତେବେ ଆପଣ ମାନଙ୍କୁ ସୋ-ସି-ଆ-ଲ ମି-ଡି-ଆ ଦ୍ୱାରା ଭା-ଇ-ରା-ଲ ହୋଇଥିବା ସହଦେବ ଓ ତାଙ୍କର ଗୀତ ବଚପନ୍ କା ପ୍ୟାର୍ କିପରି ଲାଗେ ଆମକୁ ନିଶ୍ଚିତ ଭାବରେ ତାହା ଜଣାଇବେ । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *