ଆପଣମାନେ ସମସ୍ତେ ଫିଲ୍ମ ବାହୁବଳି ତ ଦେଖିଥିବେ । ଏହି ଫିଲ୍ମ କୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଫିଲ୍ମ ରେ ସବୁ ଚରିତ୍ରକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ସମସ୍ତ ଚରିତ୍ର ମଧ୍ୟରୁ ଗୋଟିଏ ମୁଖ୍ୟ ଚରିତ୍ର ଥିଲା ଦେବସେନା ର । ଯାହାର ଭୂମିକାରେ ଅନୁଷ୍କା ସେଟ୍ଟୀ ନଜର ଆସିଥିଲେ । ଯିଏ ନିଜର ଦମଦାର ଅଭିନୟ ଦ୍ଵାରା ସାଉଥ ଇଣ୍ଡଷ୍ଟ୍ରି ରେ ସଫଳତା ହାସଲ କରିଛନ୍ତି । ସେ ନିଜ କ୍ଯାରିୟର ରେ ଯେତେ ବି ଚରିତ୍ରକୁ କରିଛନ୍ତି ସେ ସମସ୍ତ ଚରିତ୍ର ଜରିଆରେ ଦର୍ଶକ ଙ୍କ ମନରେ ଏକ ଗଭୀର ପ୍ରଭାବ ଛାଡିଦେଲେ ।
ଏହି କାରଣ ଅଟେ କି ସାଉଥ ର ସମସ୍ତ ନିର୍ମାତା ଙ୍କର ସେ ପ୍ରଥମ ପସନ୍ଦ ହୋଇଛନ୍ତି । ଅନୁଷ୍କାଙ୍କ ବିଷୟରେ ଆପଣ ମାନେ ସମସ୍ତେ ଜାଣିଛନ୍ତି କିନ୍ତୁ କଣ ଆପଣ ତାଙ୍କ ଶାଶୁ ମା ଙ୍କ ବିଷୟରେ ଜାଣିଛନ୍ତି । କଣ ଆପଣ ଜାଣିଛନ୍ତି କି ସେ କିଏ ଅଟନ୍ତି ଓ କଣ କରନ୍ତି ଓ କେମିତି ଦେଖା ଯାଆନ୍ତି ।
ସାଉଥ ଇଣ୍ଡଷ୍ଟ୍ରି ର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ଅନୁସ୍କା ସେଟ୍ଟୀ ଙ୍କ ଜନ୍ମ 1981 ମସିହା 7 ନଭେମ୍ବର ରେ କର୍ଣ୍ଣାଟକ ରେ ହୋଇଥିଲା । ସେ ନିଜ ପାଠ ପଢାର ଆରମ୍ଭ କର୍ଣ୍ଣାଟକ ର ଏକ ପ୍ରାଇଭେଟ ସ୍କୁଲ ରୁ କରିଥିଲେ ଓ ପରେ ମାଉଣ୍ଟ କାର୍ମେଲ କଲେଜ ରୁ ନିଜର ଗ୍ରାଜୁଏସନ ପୁରା କରିଥିଲେ । ଯଦି ଆମେ କଥା ହେବା ତାଙ୍କର ଫିଲ୍ମ କ୍ଯାରିୟର ବିଷୟରେ ତ 2005 ରେ ତେଲୁଗୁ ଫିଲ୍ମ ସୁପର ରୁ ସହାୟକ ଅଭିନେତ୍ରୀ ଭାବରେ ନିଜର କ୍ଯାରିୟର ଆରମ୍ଭ କରିଥିଲେ ଓ ଏହି ଫିଲ୍ମ ସହିତ ସେ ନିଜ କ୍ଯାରିୟର ର ଆରମ୍ଭ କରିଥିଲେ ।
ଏହି ଫିଲ୍ମ ରେ ସେ ନିଜର ଚରିତ୍ର କୁ ବହୁତ ଭଲ ଭାବେ କରିଥିଲେ । ଓ ଲୋକଙ୍କ ଠାରୁ ଖୁବ ପ୍ରଶଂସା ପାଇଥିଲେ । ତାଙ୍କର ଏହି ଶାନଦାର କାମକୁ ଦେଖି ତାଙ୍କୁ ଅନେକ ନିର୍ମାତା ତାଙ୍କ ଫିଲ୍ମ ରେ କାମ କରିବାକୁ ଅଫର ଦେଲେ ଓ ସେ ଏହା ପରେ ଅନେକ ଫିଲ୍ମ ରେ କାମ କଲେ । ଯାହା ମଧ୍ୟରେ ମହାନନ୍ଦୀ, ବିକ୍ରମାକୁଡୁ, ଅନ୍ତରାମରେରୁ, ଷ୍ଟାଇଲିନ ଭଳି ହିଟ ଫିଲ୍ମ ସାମିଲ ଅଛି । ସେ ବର୍ତ୍ତମାନ ନିଜର ଆସନ୍ତା ଫିଲ୍ମ ନିଶବ୍ଦ ର ଶୁଟିଙ୍ଗ ରେ ବିଜି ଅଛନ୍ତି ।
ଯଦି ଆମେ କଥା ହେବା ତାଙ୍କ ଶାଶୁଙ୍କ ବିଷୟରେ ତ ଆପଣଙ୍କୁ କହି ଦେଉଛୁ କି ସେ ବଲିଉଡ ର ଜଣାଶୁଣା ଆକ୍ଟର ଓ ବାହୁବଳି ର ହୀରୋ ପ୍ରଭାସ ଙ୍କ ସହିତ ରିଲେସନ ରେ ଅଛନ୍ତି । ଯାହାଙ୍କ ସହିତ ସେ ବହୁତ ଜଲ୍ଦି ବିବାହ କରିବାକୁ ଯାଉଛନ୍ତି । ଏହି ଦୃଷ୍ଟିରୁ ପ୍ରଭାସ ଙ୍କ ମା ଶିବା କୁମାରୀ ତାଙ୍କର ହେବାକୁ ଥିବା ଶାଶୁ ଅଟନ୍ତି । ଆପଣଙ୍କୁ କହିଦେଉଛୁ କି ତାଙ୍କ ଶାଶୁ ମା ଜଣେ ହାଉସ ୱାଇଫ ଅଟନ୍ତି ଯିଏ ଲାଇମ ଲାଇଟ ରୁ ଦୂରରେ ନିଜର ଗୃହସ୍ତି ଜୀବନରେ ବିଜି ରୁହନ୍ତି ।
କିନ୍ତୁ ଅନୁସ୍କା ସେଟ୍ଟୀ ଙ୍କ ସହିତ ତାଙ୍କୁ କେବେ କେବେ ସ୍ପଟ କରା ଯାଇଛି । ଯଦି କଥା ହେବା ଏମାନଙ୍କ ବଣ୍ଡିଙ୍ଗ ବିଷୟରେ ତ ଆପଣଙ୍କୁ କହିଦେଉଛୁ କି ଶିବା କୁମାରୀ ନିଜର ହେବାକୁ ଥିବା ବୋହୁ ଅନୁସ୍କା ସେଟ୍ଟୀ ଙ୍କୁ ନିଜ ବୋହୁ ନୁହେଁ ବରଂ ନିଜ ଝିଅ ବୋଲି ମାନନ୍ତି । ଅନୁସ୍କା ସେଟ୍ଟୀ ମଧ୍ୟ ତାଙ୍କୁ ମା ଭଳି ଭଲ ପାଇଥାନ୍ତି । ତେବେ ବନ୍ଧୁଗଣ ପ୍ରଭାସ ଓ ଅନୁସ୍କା ଯଦି ବିବାହ କରି ନିଅନ୍ତି ତେବେ ଆପଣଙ୍କୁ ଏମାନଙ୍କ ଯୋଡି କେମିତି ଲାଗିବ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ମନୋରଞ୍ଜନ ଦୁନିଆର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।