ବିବାହ ପକ୍କା ! ସାଉଥ ଅଭିନେତ୍ରୀ Anushka Shetty ଖୁବ ଶୀଘ୍ର ଏହି ବ୍ୟକ୍ତିଙ୍କୁ କରିବେ ନିଜର ଜୀବନ ସାଥି, ନାଁ ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ ଆପଣ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି ।

ଏହା ସହିତ ଏହି ଅଭିନେତ୍ରୀ ମାନେ ନିଜ ଲଭ ଅଫେୟାର ଓ ନିଜ ବିବାହ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ସାଉଥ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ସାଉଥ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ସାଉଥର ଦିଗଜ ଅଭିନେତ୍ରୀ ଅନୁସ୍କା ସେଟି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନୁସ୍କାଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ସେ ନିଜ ଅଭିନୟ ଓ ନିଜ ସୁନ୍ଦରତା ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଅନୁସ୍କା ସେଟିଙ୍କ ବିବାହ ଖବର ସୋସିଆଲ ମିଡିଆରେ ବହୁତ ଭାଇରାଲ ହୁଏ । କେତେକ ରିପୋର୍ଟସ ଅନୁସାରେ ଏହା ମଧ୍ୟ ଖବର ଆସିଥିଲା ଯେ, ସାଉଥ ଅଭିନେତା ପ୍ରଭାସ ଓ ଅନୁସ୍କା ବହୁତ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି  ।

ଏହି ଦୁଇଜଣଙ୍କର ଫଟୋ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହୁଏ । ବର୍ତ୍ତମାନ ଏହା ଖବର ମିଳିଛି ଯେ ଅନୁସ୍କା ବହୁତ ଶୀଘ୍ର ଏକ ବିଜନେସ ମ୍ୟାନଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ଏହା ଖବର ମିଳିଛି ଯେ, ଅନୁସ୍କା ବହୁତ ଶୀଘ୍ର ଦୁବାଇର ଏକ ବିଜନେସ ମ୍ୟାନଙ୍କ ସହ ବିବାହ କରିବାକୁ ଯାଉଛନ୍ତି ।

ହେଲେ ଏହି ବିଜନେସ ମ୍ୟାନଙ୍କ ନାମ ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ ଓ ଅନ୍ୟ ପକ୍ଷରେ ଏହା ମଧ୍ୟ ଜଣା ଯାଇଛି ଯେ, ଏହି ଦୁବାଇ ବିଜନେସ ମ୍ୟାନ ଜଣକ ବୟସରେ ଅନୁସ୍କାଙ୍କ ଠାରୁ ସାନ ଅଟନ୍ତି । ଅନୁସ୍କାଙ୍କ ବିବାହକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଧିକାରିକ ବୟାନ ସାମ୍ନାକୁ ଆସି ନାହିଁ । ଏହି ଖବରଟି ମିଛ ହୋଇପାରେ ବୋଲି ଅଧିକାଂଶ ଲୋକ କହିଛନ୍ତି । ଅନୁସ୍କାଙ୍କ ଫ୍ୟାନ୍ସ ମାନେ ମଧ୍ୟ ଏହା ଜାଣିବାକୁ ଚାହୁଁଛନ୍ତି ଯେ, ଅନୁସ୍କା କେବେ ବିବାହ କରିବାକୁ ଯାଉଛନ୍ତି ।

ଅନୁସ୍କାଙ୍କ ନାମ ବହୁତ ସାଉଥ ଅଭିନେତାଙ୍କ ସହ ଯୋଡା ହୋଇଛି ହେଲେ ଅନୁସ୍କା ନିଜ ମୁହଁରୁ କେବେହେଲେ ନିଜ ପାର୍ଟନର ବିଷୟରେ କହି ନାହାନ୍ତି । ହେଲେ ପ୍ରଭାସ ଓ ଅନୁସ୍କାଙ୍କ ଯୋଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ଏହି ଦୁଇଜଣ ଅନେକ ଫିଲ୍ମରେ ଏକା ସହ କାମ କରିଛନ୍ତି ଓ ଏହି ଦୁଇଜଣ ପରସ୍ପରକୁ ବହୁତ ପସନ୍ଦ ମଧ୍ୟ କରନ୍ତି ।

କିନ୍ତୁ ଏହି ଦୁଇଜଣ ନିଜ ରିଲେସନ ବିଷୟରେ ଆଜି ପର୍ଯ୍ୟନ୍ତ କୌଣସି ଖୁଲାସା କରିନାହାନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅନୁସ୍କା ସେଟି କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ଓ ଟଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *