ବନ୍ଧୁଗଣ, ଗତ କିଛି ଦିନ ମଧ୍ୟରେ ଗାୟକ ତଥା ପ୍ରସିଦ୍ଧ ରେପର ବାଦଶାହ ନୀତିଦିନ ସୋ-ସି-ଆ-ଲ ମି-ଡି-ଆ-ରେ ଦେଖିବାକୁ ମିଳିଛନ୍ତି । “ବଛପନ କା ପ୍ୟାର” ଗାଇଥିବା ବାଳକ “ସହଦେବ ଦିଦ୍ରୋ” ଙ୍କୁ ବାଦଶାହ ପ୍ରତିଶ୍ରୁତି ଦେଇଥିଲେ ଯେ ତାଙ୍କ ସହିତ ଏକ ଆଲବମ ରିଲିଜ କରିବେ । ୩ ଦିନ ପୂର୍ବେ ମୁମ୍ବାଇ ରେ ବାଦଶାହ “ବଚପାନ କା ପ୍ୟାର” ନାମକ ଆଲବମ ରିଲିଜ ମଧ୍ୟ କରିଦେଲେ । ବର୍ତ୍ତମାନ ଦର୍ଶକ ଦ୍ଵାରା ଏହି ଆଲବମ ର ବହୁତ ପ୍ରଶଂସା କରାଯାଉଅଛି । ଏହାକୁ ବହୁତ ଲୋକେ ପସନ୍ଦ ମଧ୍ୟ କରୁଛନ୍ତି ।
ଏହି ଆଲବମ କୁ ୩ ଦିନରେ ୪ କରୋଡ ୭୦ ଲକ୍ଷ ରୁ ଅଧିକ ଲୋକେ ଦେଖିସାରିଲେଣି । ଏହି ସଙ୍ଗୀତ ରେ ସହଦେବ ମଧ୍ୟ ନଜର ଆସୁଛନ୍ତି । ସହଦେବ ଙ୍କୁ ଗୀତ ଗାଇବା ସହିତ ଆକଟିଂ କରୁଥିବାର ଦେଖାଯାଇଥିଲା । ଏହା ସହିତ ବାଦଶାହ “ବାବଲା” ଗୀତ କୁ ନେଇ ମଧ୍ୟ ଚର୍ଚ୍ଚାରେ ଦେଖିବାକୁ ମିଳୁଛନ୍ତି । ତାଙ୍କର ଏହି ସଙ୍ଗୀତ ମଧ୍ୟ ବହୁତ ପପୁଲାର ହୋଇସାରିଛି । ଏହା ଉପରେ ଲୋକେ ବହୁତ ରିଲ୍ସ ମଧ୍ୟ ବନାଉଥିବାର ନଜର କୁ ଆସିଛନ୍ତି ।
କିନ୍ତୁ ଏହି ଗୀତ ରେ ବନାଯାଇଥିବା ଏକ ଭି-ଡି-ଓ କୌଣସି ଏକ ଖାସ ବିଷୟକୁ ନେଇ ଚର୍ଚ୍ଚାର ବିଷୟ ପାଲଟି ଯାଇଅଛି । ଏହି ଗୀତ ଗାଉଥିବା ଏକ ମହିଳା ଙ୍କ ଚେହେରାକୁ ଲୋକେ ସୁପରଷ୍ଟାର ଅକ୍ଷୟ କୁମାର ର ଛବି ବୋଲି ମାନ୍ୟତା ଦେଇଛନ୍ତି । ବାଦଶାହ ଙ୍କର ବାବଲା ଗୀତ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଟ୍ରେଣ୍ଡ ରେ ଚାଲୁଅଛି । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଏହି ଗୀତଟିକୁ ବାଦଶାହ ଗାଇ ନାହାନ୍ତି । ଏହି ଗୀତ କୁ ୨ ଜଣ ମହିଳା ଗାଇଛନ୍ତି ।
View this post on Instagram
ସେଥି ମଧ୍ୟରୁ ଏହି ସଙ୍ଗୀତକୁ ଗାଇଥିବା ମହିଳା ଜଣକ ସଂପୂର୍ଣ୍ଣ ଅଭିନେତା ଅକ୍ଷୟ କୁମାର ପରି ଦେଖା ଯାଉଛନ୍ତି । ଆପଣ ଦୁଇ ଜଣ ମହିଳାଙ୍କୁ ଭା-ଇ-ରା-ଲ ଭି-ଡି-ଓ ମାଧ୍ୟମରେ ଦେଖିଥିବେ । ଏଥି ମଧ୍ୟରୁ ଜଣେ ମହିଳା ଦେଖିବାକୁ ସଂପୂର୍ଣ୍ଣ ଅକ୍ଷୟ କୁମାର ଭଳି ଦେଖିବାକୁ । ବର୍ତ୍ତମାନ ଅକ୍ଷୟ କୁମାର ନିଜ ଆଗାମୀ ଫିଲ୍ମ କୁ ନେଇ ବ୍ୟସ୍ଥ ଥିବାର ନଜର ଆସିଛନ୍ତି ।
ଏହି ଚଳଚ୍ଚିତ୍ର ଟି ୧୯ ଅଗଷ୍ଟ ରେ ସିନେମା ଘରେ ପ୍ରଦର୍ଶଣ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ