ବହୁତ ହିଁ ହ୍ୟାଣ୍ଡସମ ଦେଖା ଯାଆନ୍ତି Bollywood ର ଫେମସ ଆକ୍ଟ୍ରେସ Madhuri Dixit ଙ୍କ ସ୍ଵାମୀ ଓ ପୁଅ, ଆଗରୁ କେବେ ବି ଦେଖି ନଥିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ବଲିଉଡ ଜଗତ ର ପ୍ରସିଦ୍ଧ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଙ୍କ ବିଷୟରେ ଯିଏ କେଵଳ ନିଜ ଅଭିନୟ ହିଁ ନୁହଁ ନିଜ ନୃତ୍ୟ ମାଧ୍ୟମରେ ମଧ୍ୟ ଦର୍ଶକ ମାନଙ୍କ ମନ କିଣି ନେଇଛନ୍ତି। ମାଧୁରୀ ବଲିଉଡ ଇଣ୍ଡଷ୍ଟ୍ରୀକୁ ବହୁତ ବ୍ଲକବାଷ୍ଟର ଫିଲ୍ମ ପ୍ରଦାନ କରିଛନ୍ତି। ବଲିଉଡ ଇଣ୍ଡଷ୍ଟ୍ରୀ ରେ ୯୦ ମସିହାର ବହୁତ ଅଭିନେତା ଅଭିନେତ୍ରୀ ବଲିଉଡ ଇଣ୍ଡଷ୍ଟ୍ରୀ କୁ ବିଦାୟ କରିଛନ୍ତି

।କିନ୍ତୁ ଯଦି ମାଧୁରୀ ଦୀକ୍ଷିତ ଙ୍କ ବିଷୟରେ ଯଦି ଆମେ କହିବା ତେବେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରି ଅନେକ ସୁପରହିଟ ଫିଲ୍ମ ପ୍ରଦାନ କରୁଛନ୍ତି।ଏହାସହିତ ମାଧୁରୀଙ୍କୁ ଅନେକ ରିଆଲିଟି ସୋ ରେ ମଧ୍ୟ ଦେଖିବାକୁ ମିଳୁଛି।କହିବାକୁ ଗଲେ ମାଧୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଟିଭି ରିଆଲିଟି ସୋ ଜରିଆ ରେ ମଧ୍ୟ ଦର୍ଶକ ମାନଙ୍କ ମନୋରଂଜନ କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ମାଧୁରୀ ଙ୍କୁ ଦେଖିବା କୁ ମିଳୁଛି। ବଡ଼ ପରଦା ହେଉ ଅଥବା ଛୋଟ ପରଦାରେ ହେଉ।

ବଲିଉଡ ଇଣ୍ଡଷ୍ଟ୍ରୀ ରେ ମାଧୁରୀ ନିଜର କ୍ୟାରିଅର ର ଆରମ୍ଭ କରିଥିଲେ।ମାଧୁରୀ ଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ମାତ୍ରା ରେ ପସନ୍ଦ ଆସିଥିଲା। ମାଧୁରୀ ଦିକ୍ଷୀତ ଙ୍କ ପ୍ରଥମ ଫିଲ୍ମ ହେଉଛି ‘ଅବୋଧ’ ଯେଉଁଥିରେ ସେ ‘ଗୌରୀ’ ଚରିତ୍ର ରେ ଅଭିନୟ କରିଥିଲେ।ବର୍ତ୍ତମାନ ମଧ୍ୟ ମାଧୁରୀଙ୍କୁ ନୂଆନୂଆ ଚରିତ୍ର ରେ ଅଭିନୟ କରୁଥିବାର ଦେଖିବାକୁ ମିଳୁଛି।

ମାଧୁରୀ କେବଳ ନିଜ ଅଭିନୟ ମାଧ୍ୟମରେ ହିଁ ନୁହଁ ନିଜ ନୃତ୍ୟ ମାଧ୍ୟମରେ ମଧ୍ଯ ସମସ୍ତ ଦର୍ଶକ ମାନଙ୍କୁ ମୋହିତ କରିଛନ୍ତି। ଯଦି କହିବା କୁ ଯିବା ତେବେ ମାଧୁରୀ କେବଳ ଫିଲ୍ମ ଦୁନିଆ ରେ ହିଁ ନୁହେଁ ନିଜ ବ୍ୟକ୍ତିଗତ ଜୀବନ ରେ ମଧ୍ୟ ପରଫେକ୍ଟ ଅଟନ୍ତି। ସମସ୍ତେ ଜାଣିଛନ୍ତି ଯେ ମାଧୁରୀ ଦୀକ୍ଷିତ ଡାଂ ନେନେ କୁ ଵିଵାହ କରିଛନ୍ତି। ନେନେ ଆମେରିକାରେ ରୁହନ୍ତି।ବର୍ତ୍ତମାନ ସେ ମାଧୁରୀ ଏବଂ ନିଜ ପରିବାର ସହ ମୁମ୍ବାଇ ରେ ରହୁଛନ୍ତି।ମାଧୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ସଫଳତା ଲାଭ କରିବା ପରେ ଡାଂ ନେନେ କୁ ବିବାହ କରିଥିଲେ।

ଆପଣ ମାନଙ୍କୁ ଜଣାଇ ଦେବା କୁ ଚାହିଁବୁ ଯେ, ମାଧୁରୀ ବଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ଶ୍ରେଷ୍ଠ ଅଭିନେତ୍ରୀ ବୋଲି ତାଙ୍କ ସ୍ୱାମୀ ନେନେ ଜାଣିନଥିଲେ।ଵିଵାହ ପରେ ସେ ଜାଣିବା କୁ ପାଇଲେ ଯେ,ମାଧୁରୀ ବଲିଉଡ ର ଜଣେ ବରିଷ୍ଠ ଅଭିନେତ୍ରୀ ବୋଲି। ମାଧୁରୀ ଙ୍କ 2ଜଣ ପୁଅ ମଧ୍ୟ ଅଛନ୍ତି।ଯିଏ ଦେଖିବାକୁ ବହୁତ ସୁନ୍ଦର । ଏଥି ମଧ୍ୟରୁ ଜଣଙ୍କ ନାଁ ରେୟାନ ଏବଂ ଅନ୍ୟ ଜଣଙ୍କ ନାଁ ଆର୍ୟନ।

ମାଧୁରୀ ଙ୍କ ବଡ ପୁଅ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଷ୍ଟାର ଭାବରେ ପ୍ରସିଦ୍ଧ ହୋଇ ସାରିଛନ୍ତି। ମାଧୁରୀ ନିଜର ୨ ପୁଅଙ୍କ ଖୁବ ଯତ୍ନ ନିଅନ୍ତି।ମାଧୁରୀ ଙ୍କ ୨ ପୁଅ ପାଠ ପଢ଼ାରେ ମଧ୍ୟ ଅଗ୍ରଣୀ ଅଟନ୍ତି। ମାଧୁରୀ ଙ୍କ ବଡ ପୁଅ ର ଜନ୍ମ ୨୦୦୦ ମସିହାରେ ହୋଇଥିଲା ।

ଆର୍ୟନ ବର୍ତ୍ତମାନ ବଡ ହେଲା ପରେ ନିଜ ପିତା ଡାଂ ନେନେ ଙ୍କ ଭଳି ଦେଖାଯାଉଛନ୍ତି । ତାଙ୍କର ବ୍ୟକ୍ତିତ୍ବ ମଧ୍ଯ ନିଜ ପିତା ଙ୍କ ସହ ମିଶେ । ଶୁଣିବାକୁ ମିଳୁଛି ଯେ,ମାଧୁରୀ ଙ୍କ ବଡ଼ପୁଅ ଆର୍ୟନ ଖୁବଶୀଘ୍ର ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ମାଧୁରୀ କେମିତି ଲାଗନ୍ତି ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *