ଦେଖନ୍ତୁ Video: ପୁଣି ଚର୍ଚ୍ଚାରେ Varsha-Anubhav ବିବାଦ, ଏହି ଯୋଡିକୁ ନେଇ ମିଡିଆ ସାମ୍ନାରେ କିଛି ଏମିତି କହିଲେ Sura Routray, ଶୁଣିଲେ ଆପଣ ବି କରିବେ ପ୍ରଶଂସା

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଓଲିଉଡ ର କିଙ୍ଗ ଅନୁଭବ ଓ ଓଲିଉଡ ର କ୍ୱିନ ବର୍ଷା ଙ୍କୁ ତ ଆପଣ ମାନେ ନିଶ୍ଚିତ ଜାଣିଥିବେ । ଏହି ଦୁଇ ଜଣଙ୍କ ଯୋଡି କୁ ଲୋକ ମାନେ ବହୁତ ଭଲ ପାଇବା ଦେଇଥିଲେ ।

ଏପରିକି ଏହି ଦୁଇ ଯୋଡି ନିଜ ବାସ୍ତବ ଜୀବନ ରେ ମଧ୍ୟ ଦୁହେଁ ଦୁହିଁଙ୍କୁ ବିବାହ କରିଥିଲେ । କିନ୍ତୁ ଏ ବିବାହ ବେଶୀ ବର୍ଷ ଯାଏ ତିଷ୍ଠି ପାରି ନ ଥିଲା ଦୁହିଁଙ୍କ ମଧ୍ୟରେ କିଛି କଳହ ଯୋଗୁ ସେମାନେ ଦୁହେଁ ଅଲଗା ହୋଇଯାଇଥିଲେ । କିନ୍ତୁ ସେମାନେ ବର୍ତ୍ତମାନ ସୁଦ୍ଧା ଆଇନ ଅନୁଯାୟୀ ଅଲଗା ହୋଇ ନାହାନ୍ତି । ତେବେ ବର୍ଷା ଅନୁଭବ ଙ୍କ ବିଷୟ ରେ କଂଗ୍ରେସ ବିଧାୟକ ସୁର ରାଉତରାୟ ନିଜର ମତ ଦେଇ ତାଙ୍କୁ ଏପରି ନ କରିବା ପାଇଁ କହିଛନ୍ତି ଓ ଦୁହେଁ ଖୁବ ଶୀଘ୍ର ମିଶି ଯିବେ ବୋଲି ଆଶା ପ୍ରକାଶ କରିଛନ୍ତି ।

କଂଗ୍ରେସ ବିଧାୟକ ସୁର ରାଉତରାୟ ଅନୁଭବ ବର୍ଷା ଙ୍କ କଳହ ସମ୍ପର୍କରେ ନିଜ ମତ ଦେଇ କହିଛନ୍ତି ଦୁଇ ଜଣଙ୍କର ବହୁତ ପାଣି ହୋଇଯାଇଛି । ଦୁଇ ଜଣ ଏକାଠି ହୋଇଯିବା ପରେ ଅନୁଭବ ଙ୍କ ର ମଧ୍ୟ ପାଣି ବାହାରି ଯାଇଛି ଓ ବର୍ଷା ଙ୍କ ର ମଧ୍ୟ ପାଣି ବାହାରି ଯାଇଛି ।

ଆଉ କିଛି ଦିନ ଯିବା ପରେ ଉଭୟ ଙ୍କ ପାଣି ଚିପୁଡି ହୋଇଯିବ ଓ ଦୁହେଁ ଏକାଠି ହୋଇଯିବେ । ସେ କହିଥିଲେ ଅନୁଭବ ମୋର ନାତି ହେବ ଓ ବର୍ଷା ମୋର ନାତୁଣୀ ହେବ । ଅନୁଭବ ବହୁତ ଭଲ ଘର ର ଅଟନ୍ତି ଓ ବର୍ଷା ମଧ୍ୟ ବହୁତ ଭଲ ଘର ର ପିଲା ଅଟନ୍ତି ।

ଅନୁଭବ ଙ୍କ ବାପା ସୁର ଙ୍କ ଏ ଶିକ୍ଷକ ଥିଲେ ବୋଲି ସେ କହିଥିଲେ । ଅନୁଭବ ଜଣେ ବହୁତ ଭଲ କଳାକାର । ସେ ଗୋଟିଏ ଆଭିଜାତ୍ୟ ପରିବାର ରୁ ଆସିଛନ୍ତି । ବର୍ଷା ମଧ୍ୟ ଜଣେ ଚମତ୍କାର ଅଭିନେତ୍ରୀ । ବର୍ଷା ଙ୍କ ସହିତ ଅନୁଭବ ଙ୍କ ଯୋଡି ଯେପରି ମେଢ଼ କୁ ମୂର୍ତ୍ତି ଭଳି ପୁରା ଫିଟ ।

ଖାଲି ତାଙ୍କର ଟିକେ ପାଣି ହୋଇଯାଇଛି ଏବଂ ସୁର ରାଉତରାୟ ଆଶା କରୁଛନ୍ତି ଯେ ଆଉ ଦୁଇ ଚାରି ଥର ଉଭୟ ଙ୍କ ମଧ୍ୟରେ ଦେଖା ସାକ୍ଷାତ ହୋଇଗଲେ ଦୁଇ ଜଣ ପୁଣି ଯୋଡି ହୋଇଯିବେ ଓ ହସ ଖୁସି ରେ ଜୀବନ ଯାପନ କରିବେ । ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

ତେବେ ଫ୍ରେଣ୍ଡ୍ସ ଏଥିରେ ଆପଣ ମାନଙ୍କ ମତାମତ କଣ ? କଣ ବର୍ଷା ଅନୁଭବ ଏକାଠି ହେବା ଉଚିତ ? କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *