ଏମିତି ହୋଇଥିଲା Super Hit ଫିଲ୍ମ ‘RRR’ ସୁଟିଙ୍ଗ, ଦେଖନ୍ତୁ ଶୁଟିଙ୍ଗ ସେଟ Video

ବନ୍ଧୁଗଣ ଏବେ ସାଉଥ ଫିଲ୍ମ ‘RRR’କୁ ନେଇ ସବୁ ଆଡେ ଚର୍ଚ୍ଚା । କେବଳ ଭାରତ ନୁହେଁ ଅନ୍ୟ ଦେଶରେ ମଧ୍ୟ ଦର୍ଶକ ମାନେ ଏହି ଫିଲ୍ମଟିକୁ ବହୁତ ପସନ୍ଦ କରିଛନ୍ତି । ବନ୍ଧୁଗଣ ଏହି ଫିଲ୍ମଟିକୁ ବନେଇ ଛନ୍ତି ଏସ ଏସ ରାଜମୌଲି ଯିଏ ବାହୁବଲି ଫିଲ୍ମ କରିଥିଲେ । ତେବେ ଏହି ଫିଲ୍ମକୁ ନେଇ ଦର୍ଶକ ମାନଙ୍କ ମଧ୍ୟରେ କ୍ରେଜ ବଢିବାରେ ଲାଗିଛି । ସୋସିଆଲ ମିଡିଆରେ ଏହି ଫିଲ୍ମର ଆକ୍ସନ ହେଉ କି ଏହି ଫିଲ୍ମର ଗୀତର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଏହି ଫିଲ୍ମଟି ବକ୍ସ ଅଫିସରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।ଯେଉଁ ମାନେ ବି ଏହି ଫିଲ୍ମ ଦେଖିବାକୁ ଯାଉଛନ୍ତି ସେମାନେ ଏହି ଫିଲ୍ମର ବହୁତ ପ୍ରଶଂସା କରୁଛନ୍ତି । ବନ୍ଧୁଗଣ ଅନେକ ଲୋକ ତ ଏହି ଫିଲ୍ମଟିକୁ ଦେଖିବା ପାଇଁ ବାରମ୍ବାର ଥିଏଟର ଯାଉଛନ୍ତି । ଏହି ଫିଲ୍ମଟିକୁ ଆପଣ ମାନେ ବି ଦେଖି ସାରିଥିବେ ।

ତେବେ RRR ଫିଲ୍ମର କାହାଣୀ ବହୁତ ଭଲ ହେବା ସହ ଏହାର ଆକ୍ସନ ଓ ଆନିମେସନ ବହୁତ ଅଧିକ ଭଲ ଅଛି । ଲୋକ ମାନଙ୍କର ଜବରଦସ୍ତ ମନୋରଞ୍ଜନ କରିଛି ଏହି ଫିଲ୍ମଟି । ତେବେ ଗତ ଗତ କିଛି ସମୟ ହେବ ଏହି ଫିଲ୍ମର ସୁଟିଙ୍ଗ ସେଟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଫିଲ୍ମର ସେହି ସୁଟିଙ୍ଗ ସେଟ ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ଫିଲ୍ମର ସୁଟିଙ୍ଗ ସେଟ ଭିଡିଓକୁ ମଧ୍ୟ ଦର୍ଶକ ମାନେ ବେସ ଅଧିକ ପସନ୍ଦ କରିଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସୁଟିଙ୍ଗ ସେଟ ଭିଡିଓ ବିଷୟରେ । ବନ୍ଧୁଗଣ ଏହି ସୁଟିଙ୍ଗ ସେଟ ଭିଡିଓରେ ଜୁନିୟର ଏନଟିଆରଙ୍କ କେତେକ ଆକ୍ସନ ସିନ୍ ସୁଟ ହେଉଛି । ଏସଏସ ରାଜାମୌଲି ମଧ୍ୟ ଫିଲ୍ମକୁ ପରଫେକ୍ଟ ଡାଇରେକ୍ସନ ଦେଉଥିବାର ନଜର ଆସୁଛନ୍ତି ।

ଫିଲ୍ମର କେତେକେ ଗୁରୁତ୍ଵପୂର୍ଣ୍ଣ ସିନ୍ ର ସୁଟିଙ୍ଗ ଏହି ଭିଡିଓରେ ଦର୍ଶା ଯାଇଛି ଯାହାକୁ ଦର୍ଶକ ମାନେ ବେସ ଅଧିକ ପସନ୍ଦ କରିଛନ୍ତି । ଜୁନିୟର ଏନଟିଆରଙ୍କ ମେକଅପ୍ ମଧ୍ୟ ଏହି ଭିଡିଓରେ ଦେଖା ଯାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ RRR ଫିଲ୍ମର ଏହି ସୁଟିଙ୍ଗ ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *