ଏମାନେ ଓଡିଆ ସିରିଏଲ ‘Asha’ ର ଆକ୍ଟର ମାନଙ୍କର Real Life ଜୀବନସାଥୀ, ଆଗରୁ କେବେ ବି ଦେଖି ନଥିବେ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ସିରିଏଲ ‘ଆଶା’ ତ ନିଶ୍ଚୟ ଦେଖୁଥିବେ । ଏହି ସିରିଏଲଟି ଅତି କମ ସମୟ ମଧ୍ୟରେ ଦର୍ଶକ ମାନଙ୍କ ମନ ଜିତିଛି । ଏହି ସିରିଏଲର କାହାଣୀ ବହୁତ ଭଲ ହେବା ସହ ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରୁଛନ୍ତି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସିରିଏଲରେ ଅଭିନୟ କରୁଥିବା କଳାକାର ମାନଙ୍କ ରିଅଲ ଲାଇଫ ପାର୍ଟନରଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଶ୍ରୀଲା ତ୍ରିପାଠୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଶ୍ରୀଲା ତ୍ରିପାଠୀ । ଶ୍ରୀଲା ଏହି ସିରିଏଲରେ ମନୋରମା ଭୂମିକାରେ ନଜର ଆସୁଛନ୍ତି । ବନ୍ଧୁଗଣ ଏ ହେଉଛନ୍ତି ଶ୍ରୀଲାଙ୍କ ସ୍ଵାମୀ ଯାହାଙ୍କୁ ଆପଣ ମାନେ ଏହି ଫଟୋରେ ଦେଖି ପାରୁଥିବେ । ଶ୍ରୀଲାଙ୍କର ଗୋଟେ ପୁଅ ମଧ୍ୟ ଅଛି ।

ରମାକାନ୍ତ ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ରମାକାନ୍ତ ମିଶ୍ର । ରମାକାନ୍ତ ଏହି ସିରିଏଲରେ ଭୋଳାନାଥ ଭୂମିକାରେ ନଜର ଆସୁଛନ୍ତି ତାଙ୍କ ଅଭିନୟକୁ ଲୋକମାନେ ବେସ ପସନ୍ଦ ମଧ୍ୟ କରୁଛନ୍ତି । ତେବେ ଦର୍ଶକବନ୍ଧୁ ଏ ହେଉଛନ୍ତି ରମାକାନ୍ତଙ୍କ ସ୍ତ୍ରୀ ଯାହାଙ୍କ ନାମ ହେଉଛି ଅନୁ ମିଶ୍ର ।

ସ୍ଵିଟି ପଟ୍ଟନାୟକ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସୁନ୍ଦରୀ ଅଭିନେତ୍ରୀ ସ୍ଵିଟି ପଟ୍ଟନାୟକ । ସ୍ଵିଟି ଏହି ସିରିଏଲରେ ଆଶା ଭୂମିକାରେ ନଜର ଆସୁଛନ୍ତି । ନିଜ ସୁନ୍ଦରତା ଓ ନିଜ ଅଭିନୟ ପାଇଁ ସେ ଓଡିଆ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି । ତେବେ ଏ ହେଉଛନ୍ତି ସ୍ଵିଟିଙ୍କ ସ୍ଵାମୀ ଯାହାଙ୍କ ନାମ ହେଉଛି ଚନ୍ଦନ ମହାପାତ୍ର ।

ଗୌରବ ମହାନ୍ତି- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଗୌରବ ମହାନ୍ତି । ଗୌରବ ଏହି ସିରିଏଲରେ ପ୍ରକାଶ ଭୂମିକାରେ ନଜର ଆସୁଛନ୍ତି । ତାଙ୍କର ଜବରଦସ୍ତ ଅଭିନୟ ତ ଆପଣ ମାନେ ନିଶ୍ଚୟ ଦେଖିଥିବେ । ତେବେ ବନ୍ଧୁଗଣ ଏ ହେଉଛନ୍ତି ଗୌରବଙ୍କ ସ୍ତ୍ରୀ ଯାହାଙ୍କ ନାମ ହେଉଛି ଅଞ୍ଜଳି ଦାସ ଓ ତାଙ୍କର ଗୋଟେ ଝିଅ ବି ଅଛି ।

ବିରଜ କୁମାର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବିରଜ କୁମାର । ଆପଣ ମାନେ ସମସ୍ତେ ବିରଜଙ୍କୁ ଦିଲୀପ ଭୂମିକାରେ ନିଶ୍ଚୟ ଦେଖିଥିବେ । ତେବେ ବନ୍ଧୁଗଣ ଏ ହେଉଛନ୍ତି ବିରଜଙ୍କ ସ୍ତ୍ରୀ ।

Leave a Reply

Your email address will not be published. Required fields are marked *