Interesting Gk Questions- IPLର ଫୁଲଫର୍ମ କଣ ? ATM ର ଫୁଲଫର୍ମ କଣ ? NEWS ର ଫୁଲଫର୍ମ କଣ ? କଣ ଆପଣ ଜାଣିଛନ୍ତି ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. IPL ର ଫୁଲଫର୍ମ କଣ ?

ଉତ୍ତର-IPLର ଫୁଲଫର୍ମ ହେଉଛି Indian Premier Leag ।

୨. ATMର ଫୁଲଫର୍ମ କଣ ?

ଉତ୍ତର- ATMର ଫୁଲଫର୍ମ ହେଉଛି Automated Teller Machine ।

୩. Wi-Fi ର ଫୁଲଫର୍ମ କଣ ?

ଉତ୍ତର-Wi-Fi ର ଫୁଲଫର୍ମ ହେଉଛି Wireless Fidelity ।

୪. SIMର ଫୁଲଫର୍ମ କଣ ?

ଉତ୍ତର- SIMର ଫୁଲଫର୍ମ ହେଉଛି Subscriber Identification mudule ।

୫. SMSର ଫୁଲଫର୍ମ କଣ ?

ଉତ୍ତର- SMSର ଫୁଲଫର୍ମ ହେଉଛି Short Message Service ।

୬. MMS ର ଫୁଲଫର୍ମ କଣ ?

ଉତ୍ତର- MMSର ଫୁଲଫର୍ମ ହେଉଛି Multimedia Messaging Service ।


୭. NEWS ର ଫୁଲଫର୍ମ କଣ ?

ଉତ୍ତର-NEWSର ଫୁଲଫର୍ମ ହେଉଛି North East West South ।

୮. PANର ଫୁଲଫର୍ମ କଣ ?

ଉତ୍ତର- PANର ଫୁଲଫର୍ମ ହେଉଛି Permanent Account  Number ।

୯. OTPର ଫୁଲଫର୍ମ କଣ ?

ଉତ୍ତର- OTPର ଫୁଲଫର୍ମ ହେଉଛି One Time Password ।

୧୦. GOOGLEର ଫୁଲଫର୍ମ କଣ ?

ଉତ୍ତର- GOOGLEର ଫୁଲଫର୍ମ ହେଉଛି Global Organisation of Oriented Group Language of Earth ।

୧୧. କାହାକୁ ଦାନ କଲେ ନିଜର ବୃଦ୍ଧି ହୁଏ ଏବଂ ସାଇତି ରଖିଲେ କ୍ଷୟ ହୁଏ ?

ଉତ୍ତର- ଜ୍ଞାନ କିମ୍ବା ବିଦ୍ୟା

୧୨. ଖାଇଲେ କିଏ ମରେ ?

ଉତ୍ତର- ଖାଇଲେ ଭୋକ ମରେ ।

୧୩. ପବନ ଖାଇଲେ କିଏ ମରିଯାଇଥାଏ ?

ଉତ୍ତର- ଝାଳ ପବନ ଖାଇଲେ ଶୁଖିଯାଏ ବା ମରିଯାଏ ।

୧୪. କାହାକୁ ଟାଣିଲେ ଛୋଟ ହୁଏ ?

ଉତ୍ତର- ବିଡି କିମ୍ବା ସିଗାରେଟ ଟାଣିଲେ ତାହା ଛୋଟ ହୋଇଥାଏ ।

୧୫. ମୁଁ ସବୁଠାରେ ମାତ୍ର କେହି ଧରିପାରନ୍ତି ନାହିଁ ?

ଉତ୍ତର- ପବନ ଯାହାକି ସବୁ ସ୍ଥାନରେ ଥାଏ ହେଲେ ପବନକୁ କେହି ଧରିପାରନ୍ତି ନାହିଁ ।

୧୬. ପଥର ହେଲେ ବି ସେ ପାଣି ତାହା କଣ ?

ଉତ୍ତର- ବରଫ ବା କୁଆପଥର ।

୧୭. କାହାର ଦାନ୍ତ ଅଛି ହେଲେ ସେ କାମୁଡି ପାରେ ନାହିଁ ?

ଉତ୍ତର- ପାନିଆର ଦାନ୍ତ ଅଛି ହେଲେ ସେ କାମୁଡି ପାରେ ନାହିଁ ।

Leave a Reply

Your email address will not be published. Required fields are marked *