ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆ-ରେ ସବୁବେଳେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଗୁଡୁ ।
ଆପଣ ମାନେ ସମସ୍ତେ ଗୁଡୁଙ୍କୁ ଅନେକ ଓଡିଆ ଫିଲ୍ମ ଓ ରିଆଲିଟି ସୋରେ ନିଶ୍ଚୟ ଦେଖିଥିବେ । ଗୁଡୁ ହେଉଛନ୍ତି ଏକ ହାସ୍ୟ ଅଭିନେତା ଓ ସେ ଅନେକ ଦିଗଜ ଅଭିନେତା ମାନଙ୍କ ସହ କାମ କରିଛନ୍ତି । ହାସ୍ୟ ଅଭିନେତା ଗୁଡୁ ଗତ କିଛି ଦିନ ତଳେ ନିଜ ନିଜ ଗାର୍ଲଫ୍ରେଣ୍ଡ ପ୍ରିୟାଙ୍କାଙ୍କ ସହ ବିବାହ କରିଥିଲେ । ବିବାହ ପରଠାରୁ କିଛି ନା କିଛି କାରଣ ପାଇଁ ଗୁଡୁ ସୋ-ସି-ଆ-ଲ ମି-ଡି-ଆ-ରେ ଚର୍ଚାରେ ରହୁଛନ୍ତି ।
ବର୍ତ୍ତମାନ ମଧ୍ୟ ଗୁଡୁ ଓ ତାଙ୍କ ପତ୍ନୀ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ରହୁଛନ୍ତି । ଗତ କିଛି ସମୟ ହେବ ଗୁଡୁ ଓ ତାଙ୍କ ପତ୍ନୀଙ୍କର ଏକ ଡ୍ୟାନ୍ସ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭି-ଡି-ଓ ବିଷୟରେ ।
ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଥିବା ଏହି ଭି-ଡି-ଓରେ ଗୁଡୁ ଓ ତାଙ୍କ ପତ୍ନୀ ପ୍ରିୟାଙ୍କା ହଳଦିଆ ରଙ୍ଗର ଡ୍ରେସ ପିନ୍ଧି ଛନ୍ତି । ଉଭୟ ବହୁତ ଖୁସିର ସହ ନାଚୁଥିବାର ନଜର ଆସୁଛନ୍ତି । ମି-ଡି-ଆ ରିପୋର୍ଟସ ଅନୁସାରେ ଏହି ଭି-ଡି-ଓ-ଟି ହେଉଛି ତାଙ୍କର ବିବାହ ସମୟର ଭି-ଡି-ଓ । ଉଭୟ ନିଜ ବିବାହ ସମୟରେ ଏହି ଡ୍ୟାନ୍ସ ଭି-ଡି-ଓ-ଟି ସୋ-ସି-ଆ-ଲ ମି-ଡି-ଆ-ରେ ସେ-ୟା-ର କରିଥିଲେ ଯାହା ବର୍ତ୍ତମାନ ବହୁତ ଭା-ଇ-ରା-ଲ ହେଉଛି ।
ଗୁଡୁ ଓ ପ୍ରିୟାଙ୍କାଙ୍କ ଯୋଡିକୁ ମଧ୍ୟ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ଅନ୍ୟ ଏକ ଭି-ଡି-ଓରେ ଗୁଡୁ ଓ ପ୍ରିୟାଙ୍କା ବେଦି ଉପରେ ଛିଡା ହୋଇ ମଧ୍ୟ ରୋମାଣ୍ଟିକ ଡ୍ୟାନ୍ସ କରୁଛନ୍ତି । ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଦୁଇଜଣଙ୍କ ଡ୍ୟାନ୍ସ ଭି-ଡି-ଓର ଚର୍ଚା ମଧ୍ୟ ବହୁତ ଜୋରରେ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଗୁଡୁ ଓ ପ୍ରିୟାଙ୍କାଙ୍କ ଯୋଡି କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।