ଜେ-ଲ ରେ ରାତି କା-ଟି ସାରିଛନ୍ତି Bollywood ର ଏହି 4 ଫେମସ Actress, ନମ୍ବର 3 ଙ୍କ ନାମ ଜାଣିଲେ ବିଶ୍ଵାସ କରି ପାରିବେନି

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ କେବେହେଲେ ଜେ-ଲ ଯିବାକୁ ଇଛା କରନ୍ତି ନାହିଁ । କାରଣ ଜେ-ଲରେ ମଣିଷ ଏକ ପ-ଶୁ ପରି ବ-ନ୍ଦ ହୋଇ ରହିଥାଏ । ବାହାର ଦୁନିଆ ବିଷୟରେ ସେ କୌଣସି କଥା ଜାଣି ପାରେ ନାହିଁ ।

ଯେତେବେଳେ କୌଣସି ବ୍ୟକ୍ତି କିଛି ଭୁଲ କାମ ବା କିଛି ଆ-ରୋ-ପ କରିଥାଏ ସେତେବେଳେ ତାକୁ ଜେ-ଲ ଦ-ଣ୍ଡ ସ-ହି-ବା-କୁ ପଡିଥାଏ । ଆ-ଇ-ନ ସମସ୍ତଙ୍କ ପାଇଁ ସମାନ ଅଟେ ଏଣିକି ସେ ସାଧାରଣ ମଣିଷ ହେଉ ବା ସେଲିବ୍ରେଟି । ଯିଏ ଭୁଲ କରିବ ତାକୁ ଦ-ଣ୍ଡ ନିଶ୍ଚୟ ମିଳିବ । ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ଜେ-ଲରେ ଜୀବନ କା-ଟି ଛନ୍ତି ।

ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଫେମସ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ମୋନିକା ବେଦି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ମୋନିକା ବେଦି । ମୋନିକା ଅଣ୍ଡରବାଲ୍ଡ ଡନ୍ ଅବୁ ସାଲିମଙ୍କ ସହ ରିଲେସନରେ ଥିଲେ । ଅବୁ ସଲିମ ଯେତେବେଳେ ଧରା ପଡିଲେ ସେତେବେଳେ ମୋନିକା ତାଙ୍କ ସହ ଧ-ରା ପଡିଥିଲେ । ସେଥିପାଇଁ ମୋନିକାଙ୍କୁ ଜେ-ଲରେ ରହିବାକୁ ପଡିଥିଲା । ବହୁତ ସମୟ ଜେ-ଲରେ ରହିବା ପରେ ମୋନିକା ଜେ-ଲ-ରୁ ମୁ-କୁ-ଳି ଥିଲେ ।

ସନା ଖାନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସନା ଖାନ । ବିଗବସ ସୋରୁ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ସନା ଖାନ ମଧ୍ୟ ଜେ-ଲ-ରେ ରହିଛନ୍ତି । ସନା କେତେକ ହିନ୍ଦୀ ଟିଭି ସିରିଏଲରେ କାମ କରିଛନ୍ତି ଓ ସେ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ସନା ନିଜ ବୟଫ୍ରେଣ୍ଡ ସହ ଏକ ନ୍ଯୁଜ ରିପୋର୍ଟରକୁ ଧ-ମ-କ ଦେଇଥିଲେ । ଯାହା ଫଳରେ ତାଙ୍କୁ ଜେ-ଲ ଦ-ଣ୍ଡ ସ-ହି-ବା-କୁ ପଡିଥିଲା କିନ୍ତୁ ସେ ବହୁତ କମ ସମୟ ମଧ୍ୟରେ ଜେ-ଲରୁ ମୁ-କୁ-ଳି ଯାଇଥିଲେ ।

ସୋନାଲି ବେନ୍ଦ୍ରେ- ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ । ସୋନାଲି ଜେ-ଲ ଯିବାର କିଛି ବିଶେଷ କାରଣ ରହିଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଏକ ଧାର୍ମିକ ଗ୍ରୁପ ସୋନାଲିଙ୍କ ବି-ରୋ-ଧରେ ପୋ-ଲି-ସ-ରେ ଅ-ଭି-ଯୋ-ଗ କରିଥିଲେ । କାରଣ ଏକ ମେଗାଜିନର କବର ପେଜରେ ସୋନାଲିଙ୍କ ଫଟୋ ଛପା ହୋଇଥିଲା । ଧାର୍ମିକ ଗ୍ରୁପର ଅ-ଭି-ଯୋ-ଗ ପାଇଁ ସୋନାଲିଙ୍କୁ ଜେ-ଲ ଯିବାକୁ ପଡିଥିଲା । କିନ୍ତୁ ବହୁତ କମ ସମୟରେ ତାଙ୍କୁ ବେ-ଲ ମିଳିଗଲା ।

ମମତା କୁଲକର୍ଣ୍ଣୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ମମତା କୁଲକର୍ଣ୍ଣୀ । ଆପଣ ମାନେ ସମସ୍ତେ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ମମତା ନିଜ ସ୍ଵାମୀଙ୍କ ସହ ଡ୍ର-ଗ୍-ସ କା-ର-ବା-ର କରୁଥିବା ସମୟରେ ପୋ-ଲି-ସ ହାତରେ ଗି-ର-ଫ ହୋଇଥିଲେ । ସେ ବହୁତ ସମୟ ପର୍ଯ୍ୟନ୍ତ ଜେ-ଲରେ ରହିଥିଲେ । ହେଲେ ବର୍ତ୍ତମାନ ସେ ଏକ ଧାର୍ମିକ ଜୀବନ ଅତିବାହିତ କରୁଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *