ଆପଣ ମାନେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏମାନେ ନିଜ ଅଭିନୟ ଓ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।
ଏହା ସହିତ ଏହି ଅଭିନେତା ମାନେ ନିଜ ବିବାହ ଓ ଲଭ ଲାଇଫ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଅଧିକ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଅକ୍ଷୟ କୁମାର । ଆପଣ ମାନେ ସମସ୍ତେ ଅକ୍ଷୟଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ ।

ଅକ୍ଷୟଙ୍କ ଜୀବନରେ ବହୁତ ବଲିଉଡ ଅଭିନେତ୍ରୀ ଆସିଛନ୍ତି ହେଲେ ଗୋଟେ ସମୟରେ ଅକ୍ଷୟ ସବୁଠାରୁ ଅଧିକ ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟିଙ୍କ ସହ ଚର୍ଚାରେ ରହିଥିଲେ ।ବନ୍ଧୁଗଣ ଅକ୍ଷୟ ଓ ଶିଲ୍ପାଙ୍କ ପ୍ରେମ ୧୯୯୪ ମସିହାରେ ଆସିଥିବା ଫିଲ୍ମ ‘ମେ ଖିଲାଡ଼ି ତୁ ଅନାଡି’ର ଶୁଟିଙ୍ଗ ସମୟରେ ହୋଇଥିଲା । ବନ୍ଧୁଗଣ ଶିଲ୍ପାଙ୍କ ପୂର୍ବରୁ ଅକ୍ଷୟ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ସହ ଲଭ ରିଲେସନରେ ଥିଲେ ଓ ମିଡିଆ ରିପୋର୍ଟସ ଅନୁସାରେ ଏହି ଦୁଇଜଣ ଚୁପ ଚାପ ମନ୍ଦିରରେ ବିବାହ ମଧ୍ୟ କରିଦେଇଥିଲେ ।

ହେଲେ ସେହି ସମୟରେ ଅକ୍ଷୟଙ୍କ ନଜର ଶିଲ୍ପାଙ୍କ ଉପରେ ପଡିଯାଇଥିଲା ଯାହା ଫଳରେ ସେ ରବିନାଙ୍କ ସହ ବ୍ରେକଅପ୍ କରି ଶିଲ୍ପାଙ୍କୁ ପ୍ରେମ କରି ବସିଥିଲେ । ଏହାପରେ ଅକ୍ଷୟ ଓ ଶିଲ୍ପାଙ୍କ ପ୍ରେମ ଚର୍ଚା ବହୁତ ମାତ୍ରାରେ ହେବାକୁ ଲାଗିଲା । ୧୯୯୪ ମସିହାରେ ଏହି ଦୁଇଜଣଙ୍କ ପ୍ରେମ ଚର୍ଚା ସବୁଠାରୁ ଅଧିକ ହେଉଥିଲା ।

ବନ୍ଧୁଗଣ ଏହି ଦୁଇଜଣ କମ ସେ କମ ପରସ୍ପର ସହ ୬ ବର୍ଷ ପର୍ଯ୍ୟନ୍ତ ଲଭ ରିଲେସନରେ ରହିଥିଲେ । ଏହାପରେ ଏହି ଦୁଇଜଣଙ୍କର ସମ୍ପର୍କ ଭାଙ୍ଗି ଯାଇଥିଲା । ବନ୍ଧୁଗଣ ନିଜ ଲଭ ରିଲେସନକୁ ନେଇ ଶିଲ୍ପା ଏକ ବଡ ବୟାନ ଦେଇଥିଲେ ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଶିଲ୍ପା ଏକ ଇଣ୍ଟର୍ବ୍ୟୁ ଦ୍ଵାରା କାନ୍ଦି କାନ୍ଦି କହିଥିଲେ ଯେ, ‘ଅକ୍ଷୟ ମୋତେ ଦୁଇ ଥର ବ୍ୟବହାର କରିଛନ୍ତି । ନିଜ କାମ ହାସଲ କରିବା ପରେ ମତେ ଛାଡି ଦେଇଥିଲେ । ସେ ଏକା ସହ ଦୁଇଟି ଝିଅଙ୍କୁ ପ୍ରେମ କରିଥିଲେ’ । ବନ୍ଧୁଗଣ ଶିଲ୍ପାଙ୍କର ଏହି ବଡ ବୟାନ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହୋଇଥିଲା ।
ହେଲେ ବର୍ତ୍ତମାନ ଶିଲ୍ପା ନିଜ ସ୍ଵାମୀ ରାଜ କୁନ୍ଦରାଙ୍କ ସହ ବହୁତ ଖୁସିରେ ରହୁଛନ୍ତି ଓ ଅନ୍ୟ ପକ୍ଷରେ ଅକ୍ଷୟ ମଧ୍ୟ ନିଜ ପରିବାର ସହ ବହୁତ ଖୁସିରେ ନିଜ ଜୀବନ ଅତିବାହିତ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଶିଲ୍ପା ଓ ଅକ୍ଷୟଙ୍କ ଯୋଡି କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

