ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ବଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ‘ତବୁ’ ଙ୍କ ବଡ଼ ଭଉଣୀ ଙ୍କ ସମ୍ବନ୍ଧରେ କହିବୁ। ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ତବୁ ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ। ଏହି ଅଭିନେତ୍ରୀ ଜଣକ ନିଜର ଅଭିନୟ ଏବଂ ସୁନ୍ଦରତା ମାଧ୍ୟମରେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏବଂ ଲୋକପ୍ରିୟତା ହାସଲ କରିଛନ୍ତି।
କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ତବୁ ଙ୍କ ସମ୍ବନ୍ଧରେ ନୁହେଁ ବରଂ ତାଙ୍କ ବଡ଼ ଭଉଣୀ ଙ୍କ ସମ୍ବନ୍ଧରେ କହିବୁ। ବହୁତ କମ ଦର୍ଶକ ମାନେ ଜଣିଛନ୍ତି ଯେ, ଅଭିନେତ୍ରୀ ତବୁ ଙ୍କ ବଡ଼ ଭଉଣୀ ମଧ୍ୟ ଅଛନ୍ତି। ତେବେ ଆସନ୍ତୁ ଜାଣିବା ତବୁ ଙ୍କ ବଡ଼ ଭଉଣୀ ଙ୍କ ସମ୍ବନ୍ଧରେ।
ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ତବୁ ଙ୍କ ବଡ଼ ଭଉଣୀ ଅନ୍ୟ କେହି ନୁହନ୍ତି ବରଂ ସେ ହେଉଛନ୍ତି ୮୦ ଏବଂ ୯୦ ଦଶକ ର ଲୋକପ୍ରିୟ ଅଭିନେତ୍ରୀ ‘ଫରାହ ନାଜ’। ଏହି ଅଭିନେତ୍ରୀ ଜଣକ ନିଜର ସୁନ୍ଦରତା ଏବଂ ଅଭିନୟ ମାଧ୍ୟମରେ ୯୦ ଦଶକ ରେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ରାଜ୍ କରିଥିଲେ।କିନ୍ତୁ ନିଜ କ୍ୟାରିଆର ର ସବୁଠାରୁ ଉର୍ଦ୍ଧ୍ବ ସ୍ଥାନରେ ପହଞ୍ଚିବା ପରେ ଏହି ଅଭିନେତ୍ରୀ ଜଣକ ହଠାତ ଗାୟବ ହୋଇଯାଇଥିଲେ।
ଅଭିନେତ୍ରୀ ‘ଫରାହ ନାଜ’ ଙ୍କ ଜନ୍ମ ୯ ଡିସେମ୍ବର ୧୯୬୮ ମସିହାରେ ହୋଇଥିଲା। ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ବଲିଉଡ ଇଣ୍ଡଷ୍ଟ୍ରୀ ର ଏହି ପ୍ରସିଦ୍ଧ ଅଭିନେତ୍ରୀ ତବୁ ଙ୍କ ବଡ଼ ଭଉଣୀ ଅଟନ୍ତି। ଏହି ଅଭିନେତ୍ରୀ ଜଣକ ନିଜ କ୍ୟାରିଆର ର ଆରମ୍ଭ ଫିଲ୍ମ ‘ଫାସଲେ’ ରୁ କରିଥିଲେ।
ଏହି ଅଭିନେତ୍ରୀ ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରାୟତଃ ପ୍ରସିଦ୍ଧ ଅଭିନେତା ଙ୍କ ସହ କାମ କରିଛନ୍ତି।କିନ୍ତୁ ହଠାତ ଏହି ଅଭିନେତ୍ରୀ ଫିଲ୍ମ ଦୁନିଆ ରୁ ଗାୟବ ହୋଇଯାଇଥିଲେ।ଏହାର କାରଣ ୯୦ ଦଶକ ପରେ ଏହି ଅଭିନେତ୍ରୀ ଙ୍କୁ ଫିଲ୍ମ କ୍ୟାରିଅର ରେ ଅସଫଳତା ମିଳୁଥିଲା। ଏହି କାରଣ ରୁ ସେ ବିବାହ କରିବା ନିମନ୍ତେ ସ୍ଥିର କରିଥିଲେ।
ଅଭିନେତ୍ରୀ ‘ଫରହା ନାଜ’ ବଲିଉଡ ଅଭିନେତା ‘ଦାରା ସିଂ’ ଙ୍କ ପୁତ୍ର ‘ବିନ୍ଦୁ ଦାରା ସିଂ’ ଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହ ର ପାଞ୍ଚ ବର୍ଷ ପରେ ଏହି ଯୋଡି ପରସ୍ପର କୁ ଛାଡ଼ପତ୍ର ଦେଇଥିଲେ। ଏହା ପରେ ଅଭିନେତ୍ରୀ ‘ଫରହା ନାଜ’ , ‘ସୁମିତ ସେହଗଲ’ ଙ୍କୁ ବିବାହ କରିଥିଲେ। ଏହି ଯୋଡ଼ିଙ୍କ ଜଣେ ପୁଅ ସନ୍ତାନ ଙ୍କ ମାତାପିତା ମଧ୍ୟ ହୋଇ ସାରିଛନ୍ତି। ବର୍ତ୍ତମାନ ଅଭିନେତ୍ରୀ ଫରହା ନାଜ ନିଜ ପରିବାର ଙ୍କ ସହିତ ମୁମ୍ବାଇ ରେ ହସଖୁସିରେ ନିଜ ଜୀବନ ବିତାଉଛନ୍ତି।
ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଫରହା ନାଜ କେମିତି ଲାଗନ୍ତିଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ