Odia Jokes- ଚଉଠି ରାତି ପରେ ସ୍ଵାମୀ ନିଜ ସ୍ତ୍ରୀ କୁ କହିଲା, ଜାନୁ କାଲି ରାତିରେ କେମିତି ଲାଗିଲା, ମଜା ଆସିଲା କି ନାହିଁ ? ଆଉ ତା’ ପରେ….

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତ ଲୋକ ଟଙ୍କା ଅର୍ଜନ କରିବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ସେମାନେ ନିଜ କାମରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସେମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି । ବନ୍ଧୁଗଣ ଆପଣ ମାନଙ୍କ ମନୋରଞ୍ଜନ ପାଇଁ ଆଜିଆମେ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ ।

ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ଏହି ଓଡିଆ ଜୋକ୍ସ ଗୁଡିକୁ ପଢିବା ପରେ ଆପଣ ମାନଙ୍କ ଦିନ ମଧ୍ୟ ବହୁତ ଭଲ ଭାବରେ ଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।

୧. ବିକାଶ- ସାଙ୍ଗ ତୁ ତୋର ସ୍ତ୍ରୀକୁ କଣ କହି ଡାକୁ ?

ଗୋପାଳ- ମୁ ମୋ ସ୍ତ୍ରୀକୁ ଗୁଗଲ ଡାର୍ଲିଙ୍ଗ ଡାକେ ।

ବିକାଶ- ଏମିତିଆ ନାମ କ’ଣ ଦେଇଛୁ ?

ଗୋପାଳ- କଣ କରିବି ସାଙ୍ଗ, ଗୋଟିଏ ପ୍ରଶ୍ନ ପଚାରିଲେ ସେ ମତେ ହଜାରଟି ଉତ୍ତର ଦେଉଛି ।

୨. ସ୍ତ୍ରୀ ବହୁତ ପ୍ରେମରେ ନିଜ ସ୍ଵାମୀକୁ ପଚାରିଲା

ସ୍ତ୍ରୀ- ତୁମକୁ ମୋର ସଂସ୍କାର ପସନ୍ଦ ଆସେ ନା ମୋ ସୁନ୍ଦରତା ?

ସ୍ଵାମୀ- ବୁଝିଲ ଡାର୍ଲିଙ୍ଗ, ତୁମର ଏହି ମଜାକ କରିବା ଅଭ୍ଯାସଟି ଆଜି ପର୍ଯ୍ୟନ୍ତ ଯାଇନାହିଁ ….!!

୩. ସ୍ଵାମୀ ସ୍ତ୍ରୀ ସହ ରାଗିକି କଥା ହେଲା

ସ୍ଵାମୀ- ତୁମ ବାପାଙ୍କ ଉପରେ ମତେ ରାଗ ଲାଗୁଛି ।

ସ୍ତ୍ରୀ- କାହିଁକି, କଣ କହିଲେ କି ସେ ତୁମକୁ ?

ସ୍ଵାମୀ- ସେ କଣ ମତେ କିଛି କହିପାରିବେ …

ସ୍ତ୍ରୀ- ତା ହେଲେ ଏତେ ରାଗୁଛ କାହିଁକି ?

ସ୍ଵାମୀ- ଆରେ ଆଜି ସେ ମାର୍କେଟରେ ଦେଖା ହୋଇଥିଲେ ଓ କହିଲେ ଜ୍ଵାଇଁ ବାବୁ ମୋ ଝିଅ ସହ ବିବାହ କରି ଖୁସି ଅଛ ତ ?

୪. ଥରେ ଗୋଟେ କୁକୁଡା ଗୋଟେ ବତକ ସହ ବିବାହ କରିନେଲା

ଅଣ୍ଡିରା କୁକୁଡା- ଆରେ ଆମେ ମାନେ କଣ ମରିଯାଇଥିଲୁ ଯେ, ତମେ ସେ ବତକ ସହ ବିବାହ କରିଲ ?

ମାଈ କୁକୁଡା- ଜାନୁ ମୁଁ ତ ଚାହୁଁଥିଲି ତୁମ ସହ ବିବାହ କରିବା ପାଇଁ ହେଲେ ମା’ଙ୍କ ଇଛା ଥିଲା ତାଙ୍କ ଜ୍ଵାଇଁ ନେଭିରେ ଥିବ…

୫. ସ୍ଵାମୀ ସ୍ତ୍ରୀକୁ ପଚାରିଲା…

ସ୍ଵାମୀ- ଡାର୍ଲିଙ୍ଗ ତମେ ମୋ ଫିଲ୍ମରେ କାମ କରିବ କି ?

ସ୍ତ୍ରୀ- ହଁ ନିଶ୍ଚୟ ହେଲେ ମୋର ରୋଲ କଣ ରହିବ ?

ସ୍ଵାମୀ- ଫିଲ୍ମରେ ତମକୁ କେବଳ ପାଣି ମଧ୍ୟକୁ ଯିବାକୁ ପଡିବ ।

ସ୍ତ୍ରୀ- ଆଛା ତା ହେଲେ ଫିଲ୍ମର ନାମ କଣ ହେବ ?

ସ୍ଵାମୀ- ଗାଈ ପସିଲା ପାଣିରେ, ସ୍ତ୍ରୀ ବେହୋସ …!!

୬. ବିବାହ ର ଚଉଠି ରାତି ପରେ

ସ୍ଵାମୀ ନିଜ ସ୍ତ୍ରୀ କୁ କହିଲା

ଜାନୁ କାଲି ରାତିରେ କେମିତି ଲାଗିଲା

ଜାନୁ ମଜା ଆସିଲା କି ନାହିଁ ?

ସ୍ତ୍ରୀ- ତୁମକୁ ଆସିଲା ?

ସ୍ଵାମୀ- ବହୁତ ମଜା ଆସିଲା !

ସ୍ତ୍ରୀ- ମୋର ରେକର୍ଡ ଅଛି ନା…ଏ ପର୍ଯ୍ୟନ୍ତ କାହାଠାରୁ କିଛି ବି ଅଭିଯୋଗ ଆସି ନାହିଁ

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *