୩୦ ବର୍ଷ ପରେ ଆଜି ବହୁତ ବଦଳି ଯାଇଛନ୍ତି TV ସିରିଏଲ “Ramayan” ର 4 ଜଣ ଫେମସ କଳାକାର, ଆଜି ଦେଖା ଯାଆନ୍ତି କିଛି ଏମିତି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଟିଭି ସିରିଆଲ ରାମାୟଣ ର କିଛି ପ୍ରସିଦ୍ଧ କଳାକାର ଙ୍କ ସମ୍ବନ୍ଧରେ କହିବୁ। ବନ୍ଧୁଗଣ ୮୦ ଦଶକ ର ପ୍ରସିଦ୍ଧ ସିରିଆଲ ରାମାୟଣ ସେହି ସମୟରେ ଟିଭି ରେପ୍ରସାରିତ ହେଉଥିଲା। ଏହି ସିରିଆଲ ଟିଭି ଇତିହାସ ର ସବୁଠାରୁ ଅଧିକ ପ୍ରସିଦ୍ଧ ସିରିଆଲ ଅଟେ। ଏହି ସିରିଆଲ ବିଭିନ୍ନ ରେକର୍ଡ ତିଆରି କରିଥିଲା। ଶୁଣିବାକୁ ମିଳେ ଯେ ସେହି ସମୟରେ ଦର୍ଶକ ମାନେ ଏହି ସିରିଆଲ ଟିଭି ରେ ପ୍ରସାରିତ ହେଉଥିବା ସମୟରେ ଦେଖିବା ନିମନ୍ତେ ଲୋକ ମାନଙ୍କ ଘରେ ଭିଡ଼ ଜମା ହୋଇଯାଉଥିଲା।

ସମସ୍ତ ଦର୍ଶକ ଏହି ସିରିଆଲ ଦେଖିବାକୁ ଚାହୁଁଥିଲେ।ଏହି ସିରିଆଲ ରେ ଅଭିନୟ କରିଥିବା କଳାକାର ଘରେଘରେ ଲୋକପ୍ରିୟତା ହାସଲ କରିଥିଲେ ଏବଂ ଏହା ମଧ୍ୟ ଶୁଣିବାକୁ ମିଳେ ଯେ ଲୋକ ମାନେ ସେହି କଳାକାର ମାନଙ୍କୁ ସ୍ୱୟଂ ଭଗବାନ ଙ୍କ ରୂପ ବୋଲି ମାନି ନେଇଥିଲେ। ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ସେହି ପ୍ରସିଦ୍ଧ କଳାକାର ଙ୍କ ସମ୍ବନ୍ଧରେ ଜଣାଇବୁ ଯେ, ବର୍ତ୍ତମାନ ସମୟରେ ସେ କିଭଳି ଅଛନ୍ତି ଏବଂ କଣ କରୁଛନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମ କଳାକାର ଜଣକ ହେଉଛନ୍ତି, ‘ଅରୁଣ ଗୋବିଲ’।ଏହି ଅଭିନେତାଙ୍କୁ ସିରିଆଲ ରାମାୟଣ ର ପରଦାରେ ରାମ ଙ୍କ ଅବତାର ରେ ଦେଖିବାକୁ ମିଳିଥିଲା। ତାଙ୍କର ଏହି ଅବତାର କୁ ଦେଖି ଦର୍ଶକ ମାନେ ସ୍ୱୟଂ ଭଗବାନ ରାମଚନ୍ଦ୍ର ଙ୍କ ରୂପ ବୋଲି ମାନି ନେଇଥିଲେ ଏବଂ ତାଙ୍କ ପୂଜା କରିବାକୁ ଲାଗିଥିଲେ। ବନ୍ଧୁଗଣ ବର୍ତ୍ତମାନ ଏହି ଅଭିନେତା ୬୧ ବର୍ଷ ବୟସ ର ଅଟନ୍ତି। ଅଭିନେତା ଅରୁଣ ଗୋବିଲ ଙ୍କ ନିଜର ଏକ ପ୍ରଡକ୍ସନ କମ୍ପାନୀ ରହିଛି ଏବଂ ବର୍ତ୍ତମାନ ସମୟରେ ସେ ଟିଭି ସିରିଆଲ ପ୍ରଡ୍ୟୁସ କରୁଛନ୍ତି।

୨. ବନ୍ଧୁଗଣ ଦ୍ଵିତୀୟ କଳାକାର ଜଣକ ହେଉଛନ୍ତି, ‘ଦୀପିକା ଚିଖଲିଆ’। ଏହି ଅଭିନେତ୍ରୀ ଙ୍କୁ ରାମାୟଣ ସିରିଆଲ ର ପରଦାରେ ସୀତା ମାତା ଙ୍କ ଅବତାର ରେ ଦେଖିବାକୁ ମିଳିଥିଲା। ତାଙ୍କର ଏହି ଅବତାର ଦର୍ଶକ ମାନଙ୍କୁ ସମ୍ପୂର୍ଣ୍ଣ ରୂପରେ ମୋହିତ କରିଥିଲା। ଦୀପିକା ନିଜ କ୍ୟାରିଆର ର ଆରମ୍ଭ ଫିଲ୍ମ ମାଧ୍ୟମରୁ କରିଥିଲେ।

କିନ୍ତୁ ଏହି ସିରିଆଲ ରେ ମାତା ସୀତା ଙ୍କ ରୂପରେ ଅଭିନୟ କରିବା ପରେ ତାଙ୍କ ପ୍ରତି ଦର୍ଶକ ମାନଙ୍କର ଲୋକପ୍ରିୟତା ଅଧିକ ମାତ୍ରାରେ ବଢି ଯାଇଥିଲା ଏବଂ ଅଭିନେତ୍ରୀ ଦୀପିକା ଙ୍କ କ୍ୟାରିଆର କ୍ଷେତ୍ରରେ ଏହା ଖୁବ ପ୍ରଭାବ ପକାଇଥିଲା। ବର୍ତ୍ତମାନ ସମୟରେ ଅଭିନେତ୍ରୀ ଦୀପିକା ପୂର୍ବ ଅପେକ୍ଷା ବହୁତ ମାତ୍ରା ରେ ବଦଳି ଯାଇଛନ୍ତି ଏବଂ ବର୍ତ୍ତମାନ ମଧ୍ୟ ସେ ବହୁତ ସୁନ୍ଦର ଦେଖା ଯାଉଛନ୍ତି।

୩. ବନ୍ଧୁଗଣ ତୃତୀୟ କଳାକାର ଜଣକ ହେଉଛନ୍ତି, ‘ସୁନୀଲ ଲହରୀ’। ଏହି ଅଭିନେତା ଙ୍କୁ ସିରିଆଲ ରାମାୟଣ ରେ ଲକ୍ଷ୍ମଣ ଙ୍କ ଅବତାର ରେ ଦେଖିବାକୁ ମିଳିଥିଲା। ତାଙ୍କର ଏହି ଅବତାର ଦର୍ଶକ ମାନଙ୍କୁ ଖୁବ ମାତ୍ରାରେ ପସନ୍ଦ ଆସିଥିଲା। ବର୍ତ୍ତମାନ ସମୟରେ ସୁନୀଲ ପୂର୍ବ ଅପେକ୍ଷା ବହୁତ ବଦଳି ଯାଇଛନ୍ତି। ଏହି ଅଭିନେତା ଜଣଙ୍କୁ୨୦୧୭ ମସିହାରେ ଫିଲ୍ମ ‘ଡଟର୍ସ ଟେଲ ପଙ୍ଖ’ ରେ ଦେଖିବାକୁ ମିଳିଥିଲା।

୪. ବନ୍ଧୁଗଣ ଚତୁର୍ଥ କଳାକାର ଜଣକ ହେଉଛନ୍ତି, ‘ଅରବିନ୍ଦ ତ୍ରିବେଦୀ’। ଏହି ଅଭିନେତା ଙ୍କୁ ସିରିଆଲ ରାମାୟଣ ର ପରଦା ରେ ରାବଣ ଙ୍କ ଅବତାର ରେ ଦେଖିବାକୁ ମିଳିଥିଲା।ତାଙ୍କର ଏହି ଅଵତାରକୁ ଦର୍ଶକ ମାନେ ଖୁବ ମାତ୍ରା ରେ ପସନ୍ଦ କରିଥିଲେ ଏବଂ ପ୍ରଶଂସା କରିଥିଲେ।

ଏହି ଅଭିନେତା ୯୦ ଦଶକରେ ହିଁ ଅଭିନୟ କ୍ଷେତ୍ରରୁ ବିଦାୟ ନେଇଥିଲେ ଏବଂ ରାଜନୀତି କ୍ଷେତ୍ରରେ ଯୋଗ ଦେଇଥିଲେ। ଏହି ଅଭିନେତା ଲୋକସଭା ର ଇଲେକ୍ସନ ରେ ଛିଡ଼ା ହୋଇଥିଲେ ଏବଂ ବିଜୟ ମଧ୍ୟ ହାସଲ କରିଥିଲେ। ଏହି ଅଭିନେତା ଜଣକ ବର୍ତ୍ତମାନ ପୂର୍ବ ଅପେକ୍ଷା ବହୁତ ବଦଳି ଯାଇଛନ୍ତି ଏବଂ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ରୁ ସବୁଦିନ ପାଇଁ ବିଦାୟ ନେଇ ସାରିଛନ୍ତି।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହି ଷ୍ଟାର ମାନଙ୍କ ମଧ୍ୟରୁ କାହାର ଆକଟିଂ ସବୁଠୁ ଅଧିକ ଭଲ ଲାଗେ ଆମକୁ କମେନ୍ଟ କରନ୍ତୁ ଓ ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ।  ଧନ୍ୟବାଦ

Leave a Reply

Your email address will not be published. Required fields are marked *