ଶିଶୁର ରଙ୍ଗ କଳା କାହିଁକି ହୁଏ ? ଜାଣନ୍ତୁ ଶିଶୁର ରଙ୍ଗ ଗୋରା କରିବା ପାଇଁ ମହିଳା ମାନଙ୍କୁ କଣ କରିବା ଉଚିତ ?

ବନ୍ଧୁଗଣ ଏହି ଦୁନିଆର ସମସ୍ତ ଶିଶୁ ମାନଙ୍କର ଭିନ୍ନ ଭିନ୍ନ ରଙ୍ଗ ହୋଇଥାଏ । ହେଲେ ସମସ୍ତ ମହିଳା ଚାହିଁଥାନ୍ତି ଯେ ତାଙ୍କ ଶିଶୁ ରଙ୍ଗ ସଫା ହୋଇଥାଉ । ବନ୍ଧୁଗଣ ସାଧାରଣତଃ ସମସ୍ତଙ୍କ ଶରୀରରେ ମେଲାଳୀନ ନାମକ ଗୋଟେ କେମିକାଲ ଥାଏ ଯାହା ଆମ ଶରୀରର ରଙ୍ଗକୁ ନିର୍ଧାରଣ କରିଥାଏ । ବନ୍ଧୁଗଣ ଯେଉନମାନଙ୍କ ଶରୀରରେ ମେଲାଳୀନର ମାତ୍ରା ଅଧିକ ଥିବ ସେମାନଙ୍କ ଶରୀରର ରଙ୍ଗ କଳା ହୋଇଥାଏ ଏବଂ ଯେଉଁ ମାନଙ୍କ ଶରୀରରେ କମ ମେଲାଳୀନ ଥିବ ସେମାନଙ୍କ ରଙ୍ଗ ଗୋରା ହୋଇଥାଏ । ତେଣୁ ବନ୍ଧୁଗଣ ଗୋଟେ ଶିଶୁର ରଙ୍ଗ ମଧ୍ୟ ଏହି ମେଲାଳୀନ ଉପରେ ନିର୍ଭର ହୋଇଥାଏ ।

ଏହା ବ୍ଯତୀତ ମା ଓ ବାପାଙ୍କର ରଙ୍ଗ ମଧ୍ୟ ଶିଶୁ ରଙ୍ଗରେ ବହୁତ ପ୍ରଭାବ ପକାଇଥାଏ । ସାଧାରଣତଃ ଯେଉଁ ମା ବାପାଙ୍କ ରଙ୍ଗ ଅଳ୍ପ ସଫା ହୋଇଥାଏ ସେମାନଙ୍କ ଶିଶୁର ରଙ୍ଗ ସଫା ହୋଇଥାଏ । ଠିକ ସେହିପରି ଅଧିକାଂଶ କେସରେ ଯେଉଁ ବାପା ମାଙ୍କ ରଙ୍ଗ ଅଳ୍ପ ସାବେନା ରହିଥାଏ ସେମାନଙ୍କ ଶିଶୁର ରଙ୍ଗ ମଧ୍ୟ ସାବେନା କିମ୍ବା କଳା ହୋଇଥାଏ ।


ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଅବଲମ୍ବନ କରି ଆପଣ ନିଜ ଶିଶୁର ରଙ୍ଗକୁ ସଫା କରାଇପାରିବେ । ସାଧାରଣତଃ ମହିଳା ମାନେ ନିଜ ପ୍ରେଗ୍ନେନ୍ସି ସମୟରେ ଏପରି କିଛି କାମ କରିବା ଉଚିତ ଯାହା ଦ୍ଵାରା ତାଙ୍କ ଶିଶୁର ରଙ୍ଗ ଗୋରା ହୋଇପାରିବ ଓ ଆଜିଆମେ ଆପଣ ମାନଙ୍କୁ ସେହି ସମସ୍ତ କାମ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


୧. ସାଧାରଣତଃ ମହିଳା ମାନେ ପ୍ରେଗ୍ନେନ୍ସି ସମୟରେ ଏପରି କିଛି ଖାଦ୍ୟର ସେବନ କରନ୍ତୁ ଯେଉଁଥିରେ ଭିଟାମିନ A,C ଓ E ଥିବ । କାରଣ ବନ୍ଧୁଗଣ ଏହି ତିନୋଟି ଭିଟାମିନ ଆମ ଶରୀରରେ ମେଲାଳୀନର ମାତ୍ରାକୁ କମ କରିବାରେ ସହାୟକ ହୋଇଥାଏ । ଯାହାଫଳରେ ଆପଣଙ୍କ ଶିଶୁର ନିଶ୍ଚୟ ସଫା ହେବ ।

୨. ବନ୍ଧୁଗଣ ମହିଳା ମାନେ ନିଜ ପ୍ରେଗ୍ନେନ୍ସି ସମୟରେ ଅଧିକ ମାତ୍ରାରେ ବାଦାମ, କିଶିମିଷ, କେସର କ୍ଷୀର ଓ ସମସ୍ତ ପ୍ରାକାରର ଫଳର ସେବନ କରନ୍ତୁ । ଏହା ସହିତ ଆପଣ ସମସ୍ତ ପ୍ରକାରର ପନିପରିବାର ସେବନ ନିଶ୍ଚୟ କରନ୍ତୁ । ହେଲେ ବନ୍ଧୁଗଣ ଆପଣ ମାନେ ଧ୍ୟାନ ରଖନ୍ତୁ ଯେଉଁ ଫଳର ରଙ୍ଗ ହଳଦିଆ ହୋଇଥିବ ତାକୁ ଅଧିକ ସେବନ କରିବା ପାଇଁ ଚେଷ୍ଟା କରନ୍ତୁ । କାରଣ ବନ୍ଧୁଗଣ ଏହି ଫଳରେ ଭିଟାମିନ C ଅଧିକ ମାତ୍ରାରେ ଥାଏ ଯାହା ଆମ ଶରୀରର ରଙ୍ଗକୁ ସଫା କରିବାରେ ଅଧିକ ଲାଭଦାୟକ ହୋଇଥାଏ ।

୩. ବନ୍ଧୁଗଣ ମହିଳା ମାନଙ୍କୁ ପ୍ରେଗ୍ନେନ୍ସି  ସମୟରେ କେଶର ଯୁକ୍ତ କ୍ଷୀରର ସେବନ କରିବା ନିହାତି ଆବଶ୍ୟକ । ବନ୍ଧୁଗଣ କେଶର କ୍ଷୀରରେ ଅଧିକ ମାତ୍ରାରେ ଏନ୍ଟି- ଆକ୍ସିଡେଣ୍ଟ, ଭିଟାମିନ C ଓ A ମଧ୍ୟ ଅଛି । ଯଦି ମହିଳା ମାନେ ନିଜ ପ୍ରେଗ୍ନେନ୍ସି ସମୟରେ କେଶର ଯୁକ୍ତ କ୍ଷୀରର ସେବନ କରିବେ ତା ହେଲେ ତାଙ୍କ ଶିଶୁର ରଙ୍ଗ ନିଶ୍ଚୟ ସଫା ହେବ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *