Sahid Kapoor ଙ୍କ ସମେତ Bollywood ର ଏହି 5 ଜଣ ଷ୍ଟାର ନିଜର ପ୍ରଥମ ପ୍ରେମକୁ ପାଇବାରେ ହେଲେ ଅସଫଳ, 5 ନମ୍ବର କପଲ ତ 9 ବର୍ଷ ପର୍ଯ୍ୟନ୍ତ ରହି ସାରିଛନ୍ତି ରିଲେସନରେ

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ କେବେ ନା କେବେ କାହାକୁ ନିଶ୍ଚୟ ପ୍ରେମ କରିଥିବେ । ହେଲେ ପ୍ରଥମ ପ୍ରେମର ମୂଲ୍ୟ କିଛି ଅଲଗା ହୋଇଥାଏ । ମଣିଷ କେବେହେଲେ ନିଜ ପ୍ରଥମ ପ୍ରେମକୁ ଭୁଲି ପାରେ ନାହିଁ । ଠିକ ସେହିପରି ବନ୍ଧୁଗଣ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ କିଛି ଏହିପରି ଅଭିନେତା ଅଛନ୍ତି ଯେଉଁମାନେ ନିଜ ପ୍ରଥମ ପ୍ରେମକୁ ପାଇ ପାରିନାହାନ୍ତି ।

ଆଜିଆମେ ଆପଣ ମାନଙ୍କୁ ବଲିଉଡର ସେହି ସମସ୍ତ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁ ମାନେ ନିଜ ପ୍ରଥମ ପ୍ରେମକୁ ପାଇପାରି ନାହାନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତା ମାନଙ୍କ ବିଷୟରେ ।


ସାହିଦ କପୁର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ସାହିଦ କପୁର । ଏହି ବର୍ଷ ୨୫ ଫେବୃୟାରିରେ ସହିଦ ନିଜର ୩୮ତମ ଜନ୍ମଦିନର ପାଳନ କରିବେ । ତାଙ୍କର ଜନ୍ମ ଦିନ ଦିଲ୍ଲୀରେ ୧୯୮୧ ମସିହାରେ ହୋଇଥିଲା । ସାହିଦ ପ୍ରଥମେ ସାଇଡ ରୋଲ କରୁଥିଲେ ହେଲେ ବର୍ତ୍ତମାନ ସେ ବଲିଉଡରେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିସାରିଛନ୍ତି ଗୋଟେ ସମୟରେ ସାହିଦଙ୍କ ନାମ ସହ ବହୁତ ଅଭିନେତ୍ରୀଙ୍କ ନାମ ଯୋଡା ଯାଇଥିଲା ହେଲେ ସାହିଦଙ୍କ ପ୍ରଥମ ପ୍ରେମ ଥିଲେ ଅଭିନେତ୍ରୀ କରିନା କପୁର । କିନ୍ତୁ ବନ୍ଧୁଗଣ ଏହି ଦୁଇଜଣ ପରସ୍ପର ସହ ବିବାହ କରିପାରିଲେ ନାହିଁ ।

ରଣବିର କପୁର- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ରଣବିର କପୁର । ବର୍ତ୍ତମାନ ପର୍ଯ୍ୟନ୍ତ ରଣବିର ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ଫିଲ୍ମରେ ଅଭିନୟ କରିସାରିଛନ୍ତି । ବନ୍ଧୁଗଣ ରଣବିରଙ୍କର ପ୍ରଥମ ପ୍ରେମ ହେଉଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ । ଗୋଟେ ସମୟରେ ଏହି ଦୁଇଜଣଙ୍କ ପ୍ରେମର ଚର୍ଚା ବହୁତ ହେଉଥିଲା । ହେଲେ ରଣବିରଙ୍କର କିଛି ଭୁଲ ପାଇଁ ସେ ଦୀପିକାଙ୍କୁ ହରାଇ ବସିଥିଲେ । ବର୍ତ୍ତମାନ ରଣବିର ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ସହ ରିଲେସନରେ ଅଛନ୍ତି ଅନ୍ୟ ପକ୍ଷରେ ଦୀପିକା ରଣବିର ସିଂହଙ୍କ ସହ ବିବାହ କରିସାରିଛନ୍ତି ।

ସଲମାନ ଖାନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ସଲମାନ ଖାନ । ସଲମାନ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି ଓ ତାଙ୍କ ନାମ ସହ ବହୁତ ଅଭିନେତ୍ରୀଙ୍କ ନାମ ଯୋଡା ହେଇଛି । ହେଲେ ବନ୍ଧୁଗଣ ଗୋଟେ ସମୟ ଏପରି ଥିଲା ଯେବେ ସଲମାନ ଖାନ ବଲିଉଡ ଅଭିନେତ୍ରୀ ଐଶ୍ଵର୍ଯ୍ୟ ରାୟଙ୍କ ସହ ରିଲେସନରେ ଥିଲେ । ହେଲେ ସଲମାନଙ୍କର ପ୍ରଥମ ପ୍ରେମ ଥିଲେ ଐଶ୍ଵର୍ଯ୍ୟ ହେଲେ ସେ ତାଙ୍କୁ ପାଇ ପାରିଲେ ନାହିଁ ।

ରଣବିର ସିଂହ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତା ରଣବିର ସିଂହ । ବନ୍ଧୁଗଣ ରଣବିର ବର୍ତ୍ତମାନ ଦୀପିକା ପାଦୁକୋନଙ୍କ ସହ ପ୍ରେମ ବିବାହ କରିଛନ୍ତି ହେଲେ ଗୋଟେ ସମୟ ଏପରି ଥିଲା ଯେବେ ରଣବିର ଅଭିନେତ୍ରୀ ଅନୁସ୍କା ଶର୍ମାଙ୍କୁ ପ୍ରେମ କରୁଥିଲେ । ଅନୁସ୍କା ଥିଲେ ରଣବିରଙ୍କର ପ୍ରଥମ ପ୍ରେମ । ହେଲେ କିଛି ବିବାଦ ହେତୁ ଏହି ଦୁଇଜଣଙ୍କର ବ୍ରେକଅପ୍ ହୋଇଯାଇଥିଲା ।

ଜନ ଆବ୍ରାହିମ-

ଜନ୍ ଏବଂ ବିପାଶା ବସୁଙ୍କ ପ୍ରେମ ସମ୍ପର୍କ ବିଷୟରେ ଆପଣ ସମସ୍ତେ ତ ଜାଣିଥିବେ । ଗୋଟିଏ ସମୟ ଥିଲା ଯେତେବେଳେ ଉଭୟ ମଧ୍ୟ ବିବାହ କରିବାକୁ ଯାଉଥିଲେ । ଏହି କପଲ ପ୍ରାୟ ନଅ ବର୍ଷ ଧରି ପରସ୍ପରକୁ ଡେଟ କରୁଥିଲେ, କିନ୍ତୁ ଦୁଇ ଜଣଙ୍କ ଯୋଡି ଭାଙ୍ଗିଗଲା । କୁହାଯାଏ ଯେ ବିପାଶାଙ୍କ ଫିଲ୍ମ କ୍ୟାରିୟର ହେତୁ ଏମିତି ହେଲା। ଆଜି ବିପାଶା ଟିଭି ଏବଂ ଚଳଚ୍ଚିତ୍ର ଅଭିନେତା କରଣ ସିଂ ଗ୍ରୋଭରଙ୍କୁ ବିବାହ କରିଥିବାବେଳେ ଜନ୍ ତାଙ୍କ ଗର୍ଲଫ୍ରେଣ୍ଡ ପ୍ରିୟଙ୍କାଙ୍କୁ ଜୀବନସାଥୀ କରିଛନ୍ତି।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *