Interesting Gk Questions- ଏମିତି କେଉଁ ଖାଦ୍ୟ ଅଛି ଯାହାକୁ ଗୋଟିଏ କୁଆଁରୀ ଝିଅ ଖାଇ ପାରିବ ନାହିଁ ?

ବନ୍ଧୁଗଣ ସମଗ୍ର ଭାରତ ବର୍ଷରେ ଆଇଏଏସର ପରୀକ୍ଷା ହେଉଛି ସବୁଠାରୁ କଠିନ । ଏହି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ଲୋକ କଷ୍ଟ କରିଥାନ୍ତି । ହେଲେ ବହୁତ କମ ଲୋକ ଏହି ପରୀକ୍ଷା ପାସ କରି ପାରନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆଇଏଏସ ଇଣ୍ଟରଭ୍ୟୁରେ ପଚରା ହେଉଥିବା କିଛି କଠିନ ପ୍ରଶ୍ନ ବିଷୟରେ କହିବୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଇଏଏସର ଏହି କଠିନ ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ । ବନ୍ଧୁଗଣ ଏହି ପରୀକ୍ଷା କେବଳ ମଣିଷର ସହନ ଶୀଳତା ଏବଂ ସ୍ଵଭାବକୁ ପରୀକ୍ଷା କରାଯାଇଥାଏ ।

୧.ଏମିତି କେଉଁ ଜିନିଷ ଅଛି ଯିଏ ସମସ୍ତ ଙ୍କୁ ନିଜ ଆଡକୁ ଟାଣି ଥାଏ କିନ୍ତୁ କାହାକୁ ଦେଖା ଯାଇ ନ ଥାଏ?
ଉତ୍ତର-ଗୁରୁତ୍ବାକର୍ଷଣ।

୨.ଏମିତି କେଉଁ ଜିନିଷ ଅଛି ଯାହାକୁ ଧରିବା ମୁସ୍କିଲ ହୋଇଥାଏ କିନ୍ତୁ ସେ ଯେତେବେଳେ ଘରକୁ ଆସିଥାଏ ସବୁ ତାଳି ମାରିଥାନ୍ତି?
ଉତ୍ତର-ମଶା।

୩.ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ କେବଳ ସକାଳେ ହିଁ ଖାଇପାରିବା ରାତି ରେ ନୁହେଁ?
ଉତ୍ତର-ବ୍ରେକ ଫାଷ୍ଟ।

୪.ତାହା କଣ ଅଟେ ଯାହାକୁ ଆମେ ବିନା ସ୍ପର୍ଶ କରି ରୋକି ପାରିବା?
ଉତ୍ତର-ଆମର ସ୍ୱାଶ।

୫.ତାହା କେଉଁ ଭାଷା ଅଟେ ଯାହା ଆମର ଖାଇବାରେ କାମ ଆସିଥାଏ?
ଉତ୍ତର-ଆରବୀ ଓ ଚିନି।

୬.ତାହା କଣ ଅଟେ ଯାହା ବର୍ଷା ତଳକୁ ଆସିବା ମାତ୍ରେ ସେ ଉପରକୁ ଉଠିଥାଏ?
ଉତ୍ତର-ଛତା।

୭.ତାହା କେଉଁ ଶବ୍ଦ ଅଟେ ଯାହାକୁ ସମସ୍ତେ ଶୁଣିଥାନ୍ତି କିନ୍ତୁ ଆପଣ ଶୁଣି ପାରି ନ ଥାନ୍ତି?
ଉତ୍ତର-ନିଜର ଘୁଙ୍ଗୁଡ଼ି ର ଶବ୍ଦ।

୮.ଦୁନିଆ ର ସବୁଠାରୁ ପ୍ରଥମ ୱେବସାଇଟ ର ନାମ କଣ?
ଉତ୍ତର-info.cern.ch

୯.ତାହା କେଉଁ ଦେଶ ଅଟେ ଯେଉଁଠି ଲୋକମାନେ ବରଫ ର ଘରେ ରହିଥାନ୍ତି?
ଉତ୍ତର-ଧ୍ରୁବ ପ୍ରଦେଶ ରେ।

୧୦.ଗୋଟିଏ ଉଡାଯାହାଜ ରେ ମୋଟ କେତୋଟି ଚକ ରହି ଥାଏ?
ଉତ୍ତର-୧୪ ରୁ ୨୨ ଟି ଚକ ରହିଥାଏ।

୧୧.କେଉଁ ଦେଶର ଲୋକ ମାନେ ଭାରତ କୁ ଜମା ବି ଆସି ନାହାନ୍ତି?
ଉତ୍ତର-ନ୍ୟୁଟୁ ଦେଶ ର ଲୋକ ମାନେ।

୧୨.କେଉଁ ଦେଶ କୁ ଭାରତ ର ଖଣ୍ତା ବୋଲି କୁହାଯାଇଥାଏ?
ଉତ୍ତର-ଇଜରାଏଲ।

୧୩.କେଉଁ ଜିନିଷ କୁ ଆମେ ଉଡାଯାହାଜ ରେ ନେଇ ପାରିବା ନାହିଁ?
ଉତ୍ତର-ନଡ଼ିଆ।

୧୪.କେଉଁ ଦେଶ ର ସୁରକ୍ଷା ର ଦ୍ୱାୟିତ୍ୱ ଭାରତ ଦେଶ ହାତ ରେ ଅଛି?
ଉତ୍ତର-ଭୁଟାନ ଦେଶ।

୧୫.କାହାର ଶବ କୁ ଚୁପଚାପ ବାହାର କରି ନିଆ ଯାଇଥାଏ?
ଉତ୍ତର-କିନ୍ନର।

୧୬.କିନ୍ନର ଙ୍କୁ ଇଂରାଜୀ ରେ କଣ କୁହାଯାଏ?
ଉତ୍ତର-ଥାର୍ଡ ଜେଣ୍ଡର।

୧୭.କେଉଁ ଦେଶ ସମ୍ପୁର୍ଣ୍ଣ ଭାବରେ ପାଣି ରେ ବୁଡିକି ରହିଥାଏ?
ଉତ୍ତର-ନ୍ୟୁ ୱାଡା ଦେଶ।

୧୮.ଭାରତ ରେ ଧାନ ଚାଷ ସବୁଠାରୁ ଅଧିକ କେଉଁ ରାଜ୍ୟରେ ହୋଇଥାଏ?
ଉତ୍ତର-ଆନ୍ଧ୍ରପ୍ରଦେଶ।

୧୯.ଟଏଲେଟ ପେପର ର ଆବିଷ୍କାର କେଉଁ ଦେଶ କରିଥିଲା?
ଉତ୍ତର-ଚୀନ ଦେଶ।

୨୦.ମନୁଷ୍ୟ ର ଉଚ୍ଚତା କେଉଁ ସମୟ ରେ ବଢିଥାଏ?
ଉତ୍ତର-୧୬ ରୁ ୧୭ ବର୍ଷ ମଧ୍ୟରେ।

୨୧.ଦୁନିଆ ରେ ସବୁଠାରୁ ଅଧିକ ପନିର କେଉଁ ଦେଶ ରେ ଉତ୍ପାଦନ ହୋଇଥାଏ?
ଉତ୍ତର-ଭାରତ।

୨୨.କେଉଁ ଦେଶ ରେ ପୁଅ ରାଷ୍ଟ୍ରପତି ଓ ମାଆ ପ୍ରଧାନମନ୍ତ୍ରୀ ହୋଇଥିଲେ?
ଉତ୍ତର-ଶ୍ରୀଲଙ୍କା।

୨୩.ଧଳା ହାତୀ କେଉଁଠାରେ ଦେଖିବାକୁ ମିଳିଥାନ୍ତି?
ଉତ୍ତର-ଥାଇଲାଣ୍ଡ ଦେଶ ରେ।

୨୪.ଆମେରିକା ର ସବୁଠାରୁ ଧନୀ ବ୍ୟକ୍ତି କିଏ?
ଉତ୍ତର-ଵିଲଗେଟସ।

୨୫.ୟୁଟ୍ୟୁବ ପ୍ରତିଦିନ କେତେ ଟଙ୍କା ରାଜଗାର କରୁଛି?
ଉତ୍ତର-୧୫୦ କୋଟି।

୨୬.ଦୁନିଆ ରେ ଏକ ସେକେଣ୍ଡ ରେ କେତୋଟି ସେଲ୍ଫି ନିଆ ଯାଉଛି?
ଉତ୍ତର- ୧୦୦୦ ପ୍ରାୟତଃ।

୨୭.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ର ମୋଟ କେତେ ସମ୍ପତ୍ତି ଅଛି?
ଉତ୍ତର-୧୨୦ କୋଟି।

୨୮.ମହାକାଶ ରେ ପେନ୍ସିଲ ର ବ୍ୟବହାର କଣ ପାଇଁ କରାଯାଇ ନ ଥାଏ?
ଉତ୍ତର- ନିଆଁ ଲାଗିବା କାରଣ ରୁ।

୨୯. ଏମିତି କେଉଁ ଖାଦ୍ୟ ଯାହାକୁ କୁଆଁରୀ ଝିଅ ଖାଇ ପାରିବ ନାହିଁ ?
ଉତ୍ତର- ଶାଶୁ ଘରର ଖାଦ୍ୟ

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *