ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ‘ଡୋଲି ଅରମାନୋ କି’ ସିରିଏଲରୁ ପ୍ରସିଦ୍ଧି ହାସଲ କରିଛନ୍ତି ।
ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ନେହା ମର୍ଦା । ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ ନେହା ଏହି ସିରିଏଲ ପାଇଁ ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ପାଇବା ସହିତ ପ୍ରସିଦ୍ଧି ହାସଲ କରିଛନ୍ତି ।
ଏହି ସିରିଏଲରେ ସେ ଉର୍ମିର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ନେହା ମର୍ଦାଙ୍କୁ ତ ଦେଖିଛନ୍ତି ହେଲେ ଆପଣ କଣ ତାଙ୍କ ରିଅଲ ଲାଇଫ ସ୍ଵାମୀ ଓ ଛୁଆଙ୍କୁ ଦେଖିଛନ୍ତି । ଆଜିଆମେ ଆପଣ ମାନଙ୍କୁ ନେହାଙ୍କର ରିଅଲ ଲାଇଫ ପରିବାର ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ବନ୍ଧୁଗଣ ଅଭିନେତ୍ରୀ ନେହା ମର୍ଦାଙ୍କ ଜନ୍ମ ୨୩ ସେପ୍ଟେମ୍ବର ୧୯୮୫ ମସିହାରେ କଲିକତାରେ ହୋଇଥିଲା । ସେ ନିଜର ସମସ୍ତ ପାଠ ପଢା କଲିକତାରେ ପୂରଣ କରିଥିଲେ । ସେ ନିଜ ଅଭିନୟ କାରିୟରର ଆରମ୍ଭ ୨୦୦୫ରେ ଆସିଥିବା ସୋ ‘ସାଥ ରହଙ୍ଗେ ଅଲୱେସ’ରୁ କରିଥିଲେ । ଏହି ସିରିଏଲରେ ସେ ପିହୁର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ବନ୍ଧୁଗଣ ଏହି ସିରିଏଲ ପରେ ସେ ‘ଘର ଏକ ସପନା’ ସିରିଏଲରେ ଅଭିନୟ କରିଥିଲେ ।
ଏହି ସିରିଏଲ ପରେ ସେ ହିନ୍ଦୀ ଟେଲିଭିଜନର କେତେକ ବଡ ବଡ ବା ଫେମସ ସିରିଏଲରେ କାମ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ବନ୍ଧୁଗଣ ବର୍ତ୍ତମାନ ସେ ZTVର ଫେମସ ସିରିଏଲ ‘କ୍ୟୁ ରିସତେ ମେ କଟି ବଟି’ରେ ମୁଖ୍ୟ ଅଭିନେତ୍ରୀର ଭୂମିକା ପଦର୍ଶନ କରୁଛନ୍ତି । ବନ୍ଧୁଗଣ ନେହା ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି । ସୋସିଆଲ ମିଡିଆରେ ତାଙ୍କର ସୁନ୍ଦରତାର ଚର୍ଚା ବହୁତ ହୋଇଥାଏ । ନେହାଙ୍କ ରିଅଲ ଲାଇଫ ସ୍ଵାମୀ ହେଉଛନ୍ତି ଆୟୁଷ୍ମାନ ଅଗ୍ରୱାଲ । ଆୟୁଷ୍ମାନ ହେଉଛନ୍ତି ଜଣେ ସଫଳ ବିଜନେସ ମ୍ୟାନ ।
ବନ୍ଧୁଗାନ ଏହି ଦୁଇଜଣ ପ୍ରଥମେ ପରସ୍ପରକୁ କଲିକତାରେ ସାକ୍ଷାତ କରିଥିଲେ । ପ୍ରଥମେ ଏହି ଦୁଇଜଣ ପରସ୍ପର ସହ ବନ୍ଧୁତା କରି କିଛି ବର୍ଷ ପରସ୍ପରକୁ ଡେଟ କରିଥିଲେ । ଶେଷରେ ଏମାନେ ବିବାହ କରିବାର ନିଷ୍ପତ୍ତି ନେଇଥିଲେ । ଏହି ଦୁଇଜଣ ପରସ୍ପର ସହ ୨୦୧୨ ମସିହାରେ ବିବାହ କରିଥିଲେ । ବନ୍ଧୁଗଣ ନେହା ବର୍ତ୍ତମାନ ପର୍ଯ୍ୟନ୍ତ ମା ହୋଇନାହାନ୍ତି । ହେଲେ ଖବର ମିଳିଛି ଯେ, ଆଗାମୀ ବର୍ଷ ନେହା ପରିବାର ପ୍ଲାନିଙ୍ଗ କରିପାରନ୍ତି ।
ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହି ଆକ୍ଟ୍ରେସ କେମିତି ଲାଗନ୍ତି ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଟିଭି ଦୁନିଆର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ