ବାହାଘର 15 ଦିନ ନ ପୁରୁଣୁ Aditya Narayan ଖୋଲିଲେ ନିଜ ସ୍ତ୍ରୀ ଙ୍କର ଏହି ଗୁମର, କହିଲେ ମୋ ସ୍ତ୍ରୀ ବହୁତ…

ଉଦିତ ନାରାୟଣଙ୍କର ପୁଅ ଆଉ ଗାୟକ ଆଦିତ୍ୟ ନାରାୟଣଙ୍କର କିଛି ଦିନ ପୂର୍ବେ ଶ୍ଵେତା ଅଗ୍ରୱାଲଙ୍କ ସହିତ ବିବାହ ହୋଇଛି । ଏହି ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଦଶ ବର୍ଷ ହେଲା ଥିଲା । ବାହାଘର ଦିନ ଦୁଇଜଣ ବହୁତ ଖୁସି ଦେଖା ଯାଉଥିଲେ । ଯଦିଓ ଆଜିକୁ ତାଙ୍କ ବାହାଘର ପନ୍ଦର ଦିନ ହୋଇଛି ଆଦିତ୍ୟଙ୍କୁ ନିଜ ସ୍ତ୍ରୀ ମଧ୍ୟରେ ଅନେକ କମି ନଜର ଆସୁଛି , ଯଦିଓ ତାଙ୍କ ସ୍ତ୍ରୀଙ୍କ ଭୁଲ ଏମିତି କି କେହି ବି ସ୍ଵାମୀ ସେ କଥାକୁ ନେଇ ରାଗିବା ସ୍ଵାଭାବିକ ।

ଯେବେ ବି କୌଣସି ଝିଅ ବାହାଘର ପାଇଁ ସ୍ଵାମୀ ଖୋଜିଥାଏ ସେ ତାହା ଭିତରେ ବହୁତ କିଛି ଖାସ ଜିନିଷ ଚାହିଁ ଥାଏ । ସେହିପରି ଯେବେ ପୁଅଟେ ନିଜ ପାଇଁ ସ୍ତ୍ରୀ ଟିଏ ଖୋଜିଥାଏ ସେହିଭଳି ଖୋଜିଥାଏ । ତେଣୁ ଯଦି ପତି ନିଜ ପତ୍ନୀ ମଧ୍ୟରେ କମି କାଢେ ସେ ପୁରା ଭୁଲ ହୋଇନଥାଏ । ବାହାଘରର କିଛି ଦିନ ପରେ ଆଦିତ୍ୟ ଗୋଟିଏ ନ୍ୟୁଜ ପୋର୍ଟାଲକୁ ନିଜ ଇଣ୍ଟରଭିଉ ଦେଲେ । ସେ ଏହି ଇଣ୍ଟରଭିଉରେ କହିଥିଲେ ତାଙ୍କର ନିଜର ନୂଆ ବିବାହିତା ସ୍ତ୍ରୀର କଣ ସବୁ ଅଭ୍ୟାସ ଖରାପ ବୋଲି ।

ଆଦିତ୍ୟ କହିଲେ, ମୋ ସ୍ତ୍ରୀ ବହୁତ ଅଳସୁଆ ଓ ଦ୍ଵାୟିତ୍ଵହିନ ଅଟେ । ସେ ପୁରା ଦିନ କିଛି କରେନି ତଥାପି ନିଜ ଦିନ ଖୁବ ଅରାମରେ ବିତେଇପାରେ । ତା ହେଲେ ଏହା ତା ଥିଲା ଆଦିତ୍ୟଙ୍କ କଥା, କିନ୍ତୁ ଯଦି ଆପଣଙ୍କ ସାଙ୍ଗରେ ଏମିତି ହେବ ଯଦି ? ଆପଣ ପୁରା ଦିନ ପରିଶ୍ରମ କରି ଆସି ପୁଣି ଘରର ସବୁ କାମ କରିବେ ଆଉ ଆପଣଙ୍କ ସ୍ତ୍ରୀ ଖାଲି ଆରାମ କରିବେ । ଏଭଳି ପରିସ୍ଥିତିରେ ଆପଣ କଣ କରିବେ ? ଏଭଳି ପରିସ୍ଥିତି ସମ୍ପର୍କକୁ ଭାଙ୍ଗି ପାରେ , ତେବେ ଚାଲନ୍ତୁ ଏହିଭଳି ପରିସ୍ଥିତିରେ ଆପଣଙ୍କୁ କଣ କରିବାକୁ ହେବ ଜାଣିବା ।

ପ୍ରଥମେ ଆପଣ ନିଜ ସାଥି ସହ ଖୋଲା ଖୋଲି ଭାବରେ କଥା ହେବା ଦରକାର । ତାଙ୍କୁ ବୁଝାନ୍ତୁ ଜୀବନ ଓ ପରିବାରକୁ ସୂଚାରୁ ରୂପେ ଚଳେଇବାକୁ ପରିଶ୍ରମ ଆଉ ଏକାଗ୍ରତା ରଖିବାକୁ ପଡିବ । ଅଳସୁଆମିରେ କାହାର ଭଲ ହୋଇନଥାଏ । ତା ପରେ ଆପଣଙ୍କୁ ନିଜ ସ୍ତ୍ରୀକୁ ସପୋର୍ଟ କରିବାକୁ ପଡିବ । ଯେମିତି ସେ ଖାଇବା ତିଆରି କରନ୍ତି ତାଙ୍କର ପ୍ରଶଂସା କରନ୍ତୁ , ଏମିତିରେ ତାଙ୍କୁ ଆଉ ଥରେ ଖାଇବା ତିଆରି ବେଳେ ଆହୁରି ମନ ଲଗେଇ ତିଆରି କରିବାକୁ ଆହୁରି ମନବଳ ବଢିବ ।

ପିଲାମାନେ ସବୁବେଳେ ବଡ ହୋଇକି ହିଁ ଶିଖନ୍ତି । ତାଙ୍କ ମଧ୍ୟରେ ନିଜର ମା ବାପାଙ୍କ ଗୁଣ ଏହିଭଳି ବହୁତ ଆସେ । ଆପଣ ନିଜ ପାର୍ଟନରକୁ ପିଲାଙ୍କ ବିଷୟରେ ଭାବିବା ପାଇଁ କୁହନ୍ତୁ । ତାଙ୍କୁ କହନ୍ତୁ ତୁମର ଗୋଟିଏ ଖରାପ ଅଭ୍ୟାସ ପିଲାଙ୍କ ପାଇଁ ଭୁଲ ଉଧାରଣ ସୃଷ୍ଟି କରିପାରେ । ସେ ତୁମକୁ ନିଜର ଗୁରୁ ବୋଲି ଭାବନ୍ତି , ତେଣୁ ତାଙ୍କୁ ଅଳସୁଆ ହେବାକୁ ନୁହେଁ ପରିଶ୍ରମୀ ହେବା ଶିଖାନ୍ତୁ ।

ବହୁତ ଥର ବେମାରି କିମ୍ବା ଆହୁରି ଅନେକ କାରଣ ଯୋଗୁଁ ମଧ୍ୟ ଆଳସ୍ୟ ଆସିଥାଏ । ପ୍ରତିଦିନ ସେହି ଗୋଟେ ଭଳିଆ କାମ କରି କରି ମଧ୍ୟ ଲୋକ ବୋର ହୋଇ ଯାଇଥାଏ । ଏଭଳି ପରିସ୍ଥିତିରେ ଆପଣ ବି ବୁଝନ୍ତୁ । ଯଦି ତାଙ୍କ ଦେହ ଭଲ ନାହିଁ ତ ଆପଣ କାମ କରନ୍ତୁ । ସପ୍ତାହରେ ଥରେ ବା ଦୁଇ ଥର ତାଙ୍କୁ କାମରୁ ଛୁଟି ଦିଅନ୍ତୁ । ବାହାରକୁ ଖୁଆଇବା ପାଇଁ ନେଇ ଯାଆନ୍ତୁ ଓ ଘରର କାମରେ ସାହାର୍ଯ୍ୟ କରନ୍ତୁ ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *