ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଲିଉଡ ଅଭିନେତ୍ରୀ ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତୁ । ବନ୍ଧୁଗଣ ଅଲିଉଡ ଅଭିନେତ୍ରୀ ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ଅଲିଉଡ ଜଗତରେ ସଫଳତା ହାସଲ କରିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ଅର୍ଚିତା ସାହୁ ।
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଅର୍ଚିତାଙ୍କ ଫିଲ୍ମ କାରିୟର, ଘର, ଗାଡି ଓ ସମ୍ପତ୍ତି ବିଷୟରେ ତଥ୍ୟ ଦେବୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଅଲିଉଡ ଅଭିନେତ୍ରୀ ଅର୍ଚିତା ସାହୁଙ୍କ ବିଷୟରେ ।
ବନ୍ଧୁଗଣ ଅଲିଉଡ ଅଭିନେତ୍ରୀ ଅର୍ଚିତା ସାହୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ଜଣେ କ୍ଲାସିକାଲ ଡ୍ୟାନ୍ସର ଥିଲେ । ଅର୍ଚିତା କେବଳ ୬ ବର୍ଷ ବୟସରୁ ଓଡିଶୀ ଡ୍ୟାନ୍ସ କରି ଆସିଥିଲେ । ସେଥିପାଇଁ ସେ ଓଡିଶୀରେ ୧ ନମ୍ବର ଡ୍ୟାନ୍ସର ଥିଲେ । ସେ ୨୦୦୫ ମସିହାରେ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ।
ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଓଃ ମାଇ ଲଭ’ । ଏହି ଫିଲ୍ମଟି ସେହି ସମୟରେ ସୁପର ହିଟ ହୋଇଥିଲା ଓ ବହୁତ ଲୋକପ୍ରିୟତା ହାସଲ କରିଥିଲା । ବନ୍ଧୁଗଣ ତାଙ୍କର ତିନୋଟି ଫିଲ୍ମ ‘ଆକାଶେ କି ରଙ୍ଗ ଲାଗିଲା, ମୁ ଏକା ତୁମର ଓ ବାବୁ ଆଇ ଲଭ ୟୁ’ କେବଳ ଓଡିଶାରେ ନୁହେଁ ଓଡିଶା ବାହାରେ ମଧ୍ୟ ସୁପର ହିଟ ହୋଇଥିଲା ।
ସେ ଆମ ଓଡିଶା ପାଇଁ ମଧ୍ୟ ବହୁତ ସୁନାମ ଅର୍ଜନ କରିଛନ୍ତି । ସେ ୨୦୧୫ ଫେନିମା ମିସ୍ ଇଣ୍ଡିଆରେ ଭାଗ ନେଇଥିଲେ । ସେହି ସ୍ଥାନରେ ସେ ମିସ୍ ଟ୍ୟାଲେନ୍ଟେଡ ଓ ମିସ୍ ଷ୍ଟାଇଲିସ ହେୟାର ର ଟାଇଟଲ ଜିତିଥିଲେ । ଅର୍ଚିତାଙ୍କ ବୟସ ହେଉଛି ୨୭ ବର୍ଷ, ତାଙ୍କ ଓଜନ ହେଉଛି ୫୫ କିଲୋ ଓ ତାଙ୍କ ଉଚ୍ଚତା ହେଉଛି ୫ ଫୁଟ ୯ ଇଞ୍ଚ । ବନ୍ଧୁଗଣ ଅର୍ଚିତା ସାହୁଙ୍କ ପାଖରେ ୫୫ ଲକ୍ଷ ଟଙ୍କାର ଏକ ବିଏମଡବ୍ଲୁ କାର ଅଛି । ଏହା ସହିତ ତାଙ୍କ ପାଖରେ ଏକ ବହୁତ ବଡ ଆଲିଶାନ ଘର ଅଛି ।
ସେ ଗୋଟିଏ ଓଡିଆ ଫିଲ୍ମ କରିବା ପାଇଁ ୧୦ ରୁ ୧୫ ଲକ୍ଷ ଟଙ୍କାର ଡିମାଣ୍ଡ କରିଥାନ୍ତି ଓ ଗୋଟେ ବ୍ରାଣ୍ଡର ବିଜ୍ଞାପନ କରିବା ପାଇଁ ସେ ୩ ରୁ ୫ ଲକ୍ଷ ଟଙ୍କାର ଡିମାଣ୍ଡ କରିଥାନ୍ତି । ସେ ଆଜି ପର୍ଯ୍ୟନ୍ତ ମୋଟ ୩୫ଟି ଫିଲ୍ମ କରିସାରିଛନ୍ତି । ଅର୍ଚିତା ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି ଓ ସେ ବର୍ତ୍ତମାନ ସିଙ୍ଗଲ ଅଛନ୍ତି । ଓଡିଶାରେ ତାଙ୍କର ବହୁତ ଲୋକପ୍ରିୟତା ରହିଛି । ଆମ ଅଲିଉଡ ଇଣ୍ଡଷ୍ଟ୍ରିରେ ସେ ନିଜର ଏକ ନୂଆ ପରିଚୟ ସ୍ଥାପନ କରିଛନ୍ତି ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ