କ୍ୟାନ୍ସର ରୁ ସୁସ୍ଥ ହୋଇ ଫେରିବା ପରେ ସ୍ଵାମୀଙ୍କ ସହ କିପରି ବିବାହ ବାର୍ଷିକୀ ପାଳନ କଲେ ଓଡିଆ ଅଭିନେତ୍ରୀ Rajeswari, ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ଆପଣ ମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ବନ୍ଧୁଗଣ ଆପଣ ମାନେ ତ ରାଜଶ୍ରୀ ଙ୍କୁ ନିଶ୍ଚୟ ଜାଣିଥିବେ । ଅନେକ ଓଡିଆ ଧାରାବାହିକରେ ନେଗେଟିଭ କ୍ୟାରେକ୍ଟର କରି ଲୋକମାନଙ୍କ ହ୍ରୁଦୟକୁ ବେଶ ଛୁଇଁଞ୍ଚନ୍ତି ରାଜଶ୍ରୀ । ସେ ଅଭିନୟ କରିଥିବା ସମସ୍ତ ଧାରାବାହିକ ହିଟ ହୋଇଛି । ସେ ଅଭିନୀତ କରିଥିବା ସମସ୍ତ କ୍ୟାରେକ୍ଟରକୁ ଜୀବନ୍ତ କରି ଦେଇଛନ୍ତି ।

ଯାହା ଦ୍ଵାରା ସେ ଆଜି ଓଡିଶାର ଘରେ ଘରେ ଲୋକପ୍ରିୟ ହୋଇ ପାରିଛନ୍ତି । ତେବେ ଆପଣ ମାନେ ତ ଜାଣିଥିବେ ରାଜଶ୍ରୀ କିଛି ଦିନ ପୂର୍ବେ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହୋଇଥିଲେ । ଏହି ଖବର ପାଇବା ପରେ ତାଙ୍କ ଫ୍ୟାନ୍ସ ମାନେ ତାଙ୍କର ଆରୋଗ୍ଯ କାମନା କରୁଥିଲେ । ସେ କ୍ୟାନ୍ସର ରେ ଆକ୍ରାନ୍ତ ହେବା ପରେ ନିଜ ମନୋବଳକୁ ଦୃଢ କରି ସେ ଏହି ରୋଗକୁ ହରାଇ ପାରିଛନ୍ତି ।

ଏମିତି ଏକ ରୋଗରୁ ଷ୍ଟ୍ରଗଲ କରି ବଞ୍ଚିବା ଦ୍ଵାରା ସେ ଲୋକଙ୍କ ପାଇଁ ଏକ ଉଦାହରଣ ମଧ୍ୟ ସୃଷ୍ଟି କରିଥିଲେ । ରାଜଶ୍ରୀ ମଧ୍ୟ ଜଣେ ଷ୍ଟ୍ରଙ୍ଗ ଲେଡି ଭାବେ ପରିଗଣିତ ହୋଇଛନ୍ତି । ତେବେ କାଲି ଥିଲା ରାଜଶ୍ରୀଙ୍କର ବିବାହ ବାର୍ଷିକୀ । ଏହି ବିବାହ ବାର୍ଷିକୀ କୁ ସେ ତାଙ୍କ ସ୍ବାମୀଙ୍କ ସହ ଏକ ରେଷ୍ଟୁରାଣ୍ଟ ରେ ସେଲିବ୍ରେଟ କରୁଥିବାର ଦେଖିବାକୁ ମିଳିଥିଲା ।

ଯେଉଁଠି କି ରାଜଶ୍ରୀ, ତାଙ୍କ ସ୍ଵାମୀ ଓ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ସମସ୍ତେ ଖୁସି ଥିବାର ଜଣା ପଡୁଥିଲେ । ରାଜଶ୍ରୀ ଏବେ କ୍ୟାନ୍ସର ଭଳି ରୋଗରୁ ଭଲ ହେବା ପରେ ତାଙ୍କର ଖୁସି ଦୁଇ ଗୁଣ ହୋଇ ଯାଇଛି । କ୍ୟାନ୍ସର ଭଳି ରୋଗରୁ ଏତେ ସହଜରେ କିଏ ଭଲ ହେବା ସହଜ କଥା ନୁହେଁ ।

ସେ ନିଜ ସ୍ଵାମୀ ପୁଅ ଓ ପରିବାର ସହିତ ଆନିବର୍ସରୀ ପାଳନ କରିଛନ୍ତି । ଲୋକମାନେ ମଧ୍ୟ ତାଙ୍କର ଏହି ଖୁସି ଦେଖି ବହୁତ ଖୁସି ଅନୁଭବ କରିଛନ୍ତି । ତେବେ ଆମେ ମଧ୍ୟ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରୁଛୁ ସେ ଆଗକୁ ସୁସ୍ଥରେ ରୁହନ୍ତୁ ଓ ନିଜ କ୍ଯାରିୟର ରେ ଆଗକୁ ବଢନ୍ତୁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *