Sidharth ଙ୍କର ଏହି ଅଶ୍ଳୀଳତା ପାଇଁ Rakul Preet ଙ୍କୁ ସମସ୍ତଙ୍କ ସାମ୍ନାରେ ହେବାକୁ ପଡିଲା ଲଜ୍ଜିତ, ପୂର୍ବରୁ Parineeti ଙ୍କର ବି ଭାଇରାଲ ହେଇଥିଲା ଏହିପରି ଭିଡିଓ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଉଭୟ ବଲିଉଡ ଓ ସାଉଥ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି ଇଏ ହେଉଛନ୍ତି ଅଭିନେତ୍ରୀ ରକୁଲ ପ୍ରୀତ ସିଂହ । ଆପଣ ମାନେ ସମସ୍ତେ ରକୁଲଙ୍କର ବହୁତ ସୁପର ହିଟ ଫିଲ୍ମକୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି କିଛି ଦିନ ତଳେ ରକୁଲ ମାଲଦୀପ ଯାଇଥିଲେ ଓ ସେହି ସ୍ଥାନରେ ସେ ନିଜର ବହୁତ ବୋଲ୍ଟ ଲୁକ୍ ବିକିନି ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ଏହି ଫଟୋ ଗୁଡିକୁ ତାଙ୍କ ଫ୍ୟାନ୍ସ ମାନେ ବହୁତ ପସନ୍ଦ କରିଛନ୍ତି । ନିଜର ବୋଲ୍ଟ ଫଟୋ ସୁଟ ଓ ସେକସି ଲୁକ୍ ପାଇଁ ସବୁବେଳେ ରକୁଲ ଚର୍ଚାରେ ରୁହନ୍ତି । ହେଲେ ଏହି କିଛି ଦିନ ହେବ ରକୁଲଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଏହି ଭିଡିଓ ଦ୍ଵାରା ଜଣା ପଡିଯାଇଛି ଯେ, ଅଭିନେତା ସିଦ୍ଧାର୍ଥ ମଲ୍ହୋତ୍ରାଙ୍କ ପାଇଁ ରକୁଲଙ୍କୁ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡିଛି ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ରକୁଲଙ୍କ ସହ ଏମିତି ବହୁତ ଥର ହୋଇଛି ଯେଉଁଠି ସେ ନିଜ ବୋଲ୍ଟ ଡ୍ରେସ ପାଇଁ ଲଜ୍ଜିତ ହୋଇଛନ୍ତି । ହେଲେ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।


ବନ୍ଧୁଗଣ ଏହି ଭିଡିଓଟି ହେଉଛି ସେହି ସମୟର ଯେତେବେଳେ ରକୁଲ ଓ ସିଦ୍ଧାର୍ଥ ନିଜ ଫିଲ୍ମ ‘ଅୟାରି’ର ପ୍ରମୋଶନ କରୁଥିଲେ । ଏହି ଭିଡିଓରେ ରକୁଲ ଏକ ଗୀତରେ ସିଦ୍ଧାର୍ଥଙ୍କ ସହ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ହେଲେ ସେହି ଗୀତରେ ଡ୍ୟାନ୍ସ କରୁଥିବା ସମୟରେ ସିଦ୍ଧାର୍ଥ ରକୁଲଙ୍କୁ ଉଠାଇ ଦେଉଛନ୍ତି । ଯାହା ଫଳରେ ରକୁଲ ନିଜ ସର୍ଟ ପ୍ୟାଣ୍ଟକୁ ଠିକ କରୁଥିବାର ନଜର ଆସିଛନ୍ତି ।

ଏହି ଭିଡିଓରେ ରକୁଲ ଏକ ଡେନିମ ସାର୍ଟ ଓ ସର୍ଟ୍ସ ପିନ୍ଧି ବହୁତ ସୁନ୍ଦର ନଜର ଆସୁଛନ୍ତି । ହେଲେ ନିଜ ସର୍ଟ୍ସ ପାଇଁ ରକୁଲ ସମସ୍ତ ସାମ୍ନାରେ ଲଜ୍ଜିତ ହୋଇଛନ୍ତି । ସିଦ୍ଧାର୍ଥ ଉଠାଇବାର କିଛି ସମୟ ମଧ୍ୟରେ ରକୁଲ ନିଜ ଡ୍ରେସକୁ ଠିକ କରି ଛିଡା ହୋଇଯାଉଛନ୍ତି । ସିଦ୍ଧାର୍ଥଙ୍କର ଏହି ହରକତ ପାଇଁ ରକୁଲଙ୍କୁ ଲଜ୍ଜିତ ହେବାକୁ ପଡିଥିଲା । ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ସିଦ୍ଧାର୍ଥ ଆଉ ଥରେ ମଧ୍ୟ ଏମିତି କାର୍ଯ୍ୟ କରିଛନ୍ତି ।

ଫିଲ୍ମ ‘ଜବରିଆ ଯୋଡି’ର ପ୍ରମୋଶନ ସମୟରେ ସିଦ୍ଧାର୍ଥ ଅଭିନେତ୍ରୀ ପରିନିତି ଚୋପଡାଙ୍କୁ ଉଠାଇ ଟେକି ଦେଇଥିଲେ । ପରିନିତିଙ୍କ ଏକ ବୋଲ୍ଟ ଡ୍ରେସ ପିନ୍ଧିଥିଲେ ଯାହାଫଳରେ ସିଦ୍ଧାର୍ଥ ଉଠାଇବା ସମୟରେ ତାଙ୍କର କ୍ଲିଭେଜ କ୍ଲିଅର ନଜର ଆସିଥିଲା । ସେହି ସମୟରେ ପରିନିତିଙ୍କୁ ଲଜ୍ଜିତ ହେବାକୁ ପଡିଥିଲା ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *