TV ଇଣ୍ଡଷ୍ଟ୍ରି ର ଏହି ଫେମସ ଅଭିନେତ୍ରୀ ମାନେ ରିଅଲ ଲାଇଫ ରେ ବି ଅଟନ୍ତି ନଣନ୍ଦ-ଭାଉଜ, ନମ୍ବର 5 ନଣନ୍ଦ-ଭାଉଜ ଯୋଡି ତ ଘରେ ଘରେ ଫେମସ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ଗୁଡିକୁ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ଆପଣ ମାନେ ବହୁତ ଗୁଡିଏ ଭୂମିକା ଦେଖିଥିବେ ଓ ପସନ୍ଦ ମଧ୍ୟ କରିଥିବେ । ବନ୍ଧୁଗଣ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଅଭିନେତ୍ରୀ ମାନେ ସମସ୍ତ ପ୍ରକାରର ଭୂମିକା ପଦର୍ଶନ କରିଥାନ୍ତି, ହେଲେ ଗୋଟେ ଭୂମିକା ଏପରି ରହିଛି ଯାହାକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ସେହି ଭୂମିକା ହେଉଛି ନଣନ୍ଦ ଓ ଭାଉଜଙ୍କର ଭୂମିକା ।

ଆଜିଆମେ ଆପଣ ମାନଙ୍କୁ ଟିଭି ଇଣ୍ଡଷ୍ଟ୍ରିର ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜ ରିଅଲ ଲାଇଫରେ ମଧ୍ୟ ନଣନ୍ଦ ବା ଭାଉଜର ସମ୍ପର୍କକୁ ବହୁତ ଗୁରୁତ୍ଵ ଦେଇଥାନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଡେଲନାଜ ଇରାନୀ ଓ ତନାଜ ଇରାନୀ- ଟିଭି ଇଣ୍ଡଷ୍ଟ୍ରିରେ ସବୁଠାରୁ ଫେମସ ନଣନ୍ଦ ଓ ଭାଉଜ ଯୋଡି ହେଉଛନ୍ତି ଡେଲନାଜ ଇରାନୀ ଏବଂ ତନାଜ ଇରାନୀ । ଏହି ଦୁଇଜଣ ଟିଭି ଇଣ୍ଡଷ୍ଟ୍ରି ଛଡା ରିଅଲ ଲାଇଫରେ ମଧ୍ୟ ନଣନ୍ଦ ଓ ଭାଉଜ ଅଟନ୍ତି । ଏହି ଦୁଇଜଣ ଫିଲ୍ମରେ ମଧ୍ୟ ନଣନ୍ଦ ଓ ଭାଉଜର ଭୂମିକା ପଦର୍ଶନ କରିଛନ୍ତି । ଏହି ଦୁଇଜଣଙ୍କୁ ବହୁତ ଇଭେଣ୍ଟ ଓ ବିଗବସ୍ ରେ ମଧ୍ୟ ଦେଖା ଯାଇଛି । ଏହି ନଣନ୍ଦ ଓ ଭାଉଜର ଯୋଡିକୁ ବହୁତ ଲୋକ ପସନ୍ଦ ମଧ୍ୟ କରିଛନ୍ତି ।


ଦୀପିକା କକ୍କଡ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଟିଭିର ଫେମସ ଅଭିନେତ୍ରୀ ଦୀପିକା କକ୍କଡ । ଆପଣ ମାନେ ସମସ୍ତେ ଦୀପିକାଙ୍କୁ ବହୁତ ସିରିଏଲରେ ଦେଖିଥିବେ । ହେଲେ ଦୀପିକା ‘ଶଶୁରାଲ ସୀମର କା’ ସିରିଏଲରୁ ପ୍ରସିଦ୍ଧି ହାସଲ କରିଥିଲେ । ବନ୍ଧୁଗଣ ଦୀପିକା ଅଭିନେତା ସୋହେବ ଇବ୍ରାହିମଙ୍କ ସହ ବିବାହ କରିଛନ୍ତି ଓ ଦୀପିକାଙ୍କ ନଣନ୍ଦ ହେଉଛି ସବା ଇବ୍ରାହିମ । ଏହି ଦୁଇଜଣ ପରସ୍ପରକୁ ବହୁତ ସ୍ନେହ କରନ୍ତି ଓ ଏମାନେ ପରସ୍ପର ସହ ବହୁତ ଭଲ ସମୟ ଅତିବାହିତ କରନ୍ତି ।

କିସ୍ଵାର ମର୍ଚାନ୍ଟ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଟିଭି ଅଭିନେତ୍ରୀ କିସ୍ଵାର ମର୍ଚାନ୍ଟ । କିସ୍ଵାର ହିନ୍ଦୀ ଟେଲିଭିଜନ ଦୁନିଆରେ ସଫଳତା ହାସିଲ କରିଛନ୍ତି ଓ ସେ ସୁରେଶ ରାଇଙ୍କ ସହ ପ୍ରେମ ବିବାହ କରିଛନ୍ତି । କିସ୍ଵାର ଅଧିକାଂଶ ସମୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । କିସ୍ଵାର ଓ ସୁରେଶ ୨୦୧୬ରେ ପରସ୍ପର ସହ ବିବାହ କରିଥିଲେ । କିସ୍ଵାରଙ୍କ ନଣନ୍ଦ ହେଉଛନ୍ତି ସୁରେଶଙ୍କ ଭଉଣୀ ସୃତି ରାଇ । ସୃତି ହେଉଛନ୍ତି ଜଣେ ଇଭେଣ୍ଟ ମ୍ୟାନେଜର । ଏହି ଦୁଇଜଣ ପରସ୍ପର ସହ ନିଜ ଭଉଣୀ ପରି ବ୍ୟବହାର ପଦର୍ଶନ କରିଥାନ୍ତି ଓ ପରସ୍ପରକୁ ବହୁତ ସ୍ନେହ କରନ୍ତି ।

ଅନିତା ହସନନ୍ଦାନି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଟିଭିର ଫେମସ ଅଭିନେତ୍ରୀ ଅନିତା ହସନନ୍ଦାନି । ଅନିତାଙ୍କ ନଣନ୍ଦ ହେଉଛନ୍ତି ଟିଭିର ଦିଗଜ ଅଭିନେତ୍ରୀ ରିସିକା ମେହେତା । ଅନିତା ୨୦୧୩ରେ ବିଜନେସ ମ୍ୟାନ ରୋହିତ ରେଡିଙ୍କ ସହ ବିବାହ କରିଥିଲେ । ରୋହିତ ରିସିକାଙ୍କୁ ନିଜ ଭଉଣୀ ମାନି ଥାନ୍ତି । ରିସିକା ଓ ଅନିତାଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି । ଏମାନେ ପରସ୍ପର ସହ ବହୁତ ଭଲ ସମୟ ଅତିବାହିତ କରନ୍ତି ଓ ବହୁତ ମସ୍ତି ମଧ୍ୟ କରନ୍ତି ।

ସେହିପରି ମଧୁବାଲା ନାମରେ ଘରେ ଘରେ ପରିଚିତ ଦୃଷ୍ଟି ଧାମିଙ୍କର ନିରଜ ଖେମକାଙ୍କ ସହିତ ହୋଇଛି । ସେହିପରି ଅଭିନେତ୍ରୀ ସୁହାସି ଧାମି , ଯିଏକି ବୋ ଅପନା ସା ରେ ମୁଖ୍ୟ ଭିକାରେ ଅଭିନୟ କରିଥିଲେ ତାଙ୍କର ବିବାହ ଦୃଷ୍ଟି ଧାମିଙ୍କ ଭାଇ ଜୟଶ୍ରୀ ଧାମୀଙ୍କ ସହିତ ହୋଇଛି । ତେଣୁ ଏହି ନଣନ୍ଦ ଓ ଭାଉଜଙ୍କ ଯୋଡି ରିଅଲ ଲାଇଫରେ ବହୁତ ସୁନ୍ଦର ଅଟେ । ସେମାନେ ସବୁବେଳେ ସାଥି ହୋଇ ବହୁତ ସମୟ ବିତାଇ ଥାନ୍ତି । ସେମାନେ ସେମାନଙ୍କ ଫଟୋକୁ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଥାନ୍ତି ।

ତାହେଲେ ବନ୍ଧୁଗଣ ଏହା ଥିଲା ଟିଭି ଇଣ୍ଡଷ୍ଟ୍ରିର କିଛି ଫେମସ ଭାଉଜ ଓ ନଣନ୍ଦର ଯୋଡି । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମ ଆର୍ଟିକିଲ ଭଲ ଲାଗିଲା ତା ହେଲେ ନିଶ୍ଚୟ ଏହାକୁ ଲାଇକ ଓ ସେୟାର କରିବବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *