ଏକା ସହିତ ଗୋଟିଏ ହିଁ ଅଭିନେତ୍ରୀଙ୍କୁ ଭଲ ପାଇଥିଲେ TV ଇଣ୍ଡଷ୍ଟ୍ରି ର ଏହି 2 ଫେମସ Actor, କିନ୍ତୁ ମିଳିଲା ଧୋକା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଟିଭି ଓ ବଲିଉଡ ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଦୁଇଜଣ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଉଭୟ ଟିଭି ଓ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଦୁଇଜଣ ଅଭିନେତା ହେଉଛନ୍ତି କରନ କୁନ୍ଦରା ଓ କରନ ବାହୀ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଦୁଇଜଣ କାରଣଙ୍କ ନିଶ୍ଚୟ କୌଣସି ସିରିଏଲ ବା ଫିଲ୍ମରେ ଦେଖିଥିବେ ।

ଏହି ଦୁଇଜଣଙ୍କ ପସନ୍ଦ ଓ ଷ୍ଟାଇଲ ଭିନ୍ନ ଭିନ୍ନ ଅଟେ । ହେଲେ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଏହି ଦୁଇଜଣ ଗୋଟିଏ ଝିଅକୁ ଡେଟ କରିଛନ୍ତି । ହେଲେ ପରେ ଏହି ଦୁଇଜଣ ସେହି ଝିଅ ସହ ବ୍ରେକଅପ୍ ମଧ୍ୟ କରିଥିଲେ । ଆଜି ଆମେ ଆପଣ ମାନଙ୍କୁ ସେହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀଙ୍କ ବିଷୟରେ ।


କରନ କୁନ୍ଦରା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତା କରନ କୁନ୍ଦରା । ବନ୍ଧୁଗଣ କରନ ଡେଟ କରିଥିବା ଅଭିନେତ୍ରୀଙ୍କ ନାମ ହେଉଛି କୃତିକା କମରା । ବନ୍ଧୁଗଣ ଏହି ଅଭିନେତ୍ରୀଙ୍କୁ ଉଭୟ କରନ କୁନ୍ଦରା ଓ କରନ ବାହୀ ଡେଟ କରିଛନ୍ତି । କରନ କୁନ୍ଦରା ଓ କୃତିକା ସିରିଏଲ ‘କିତିନି ମହବତେ ହେ’ ରେ ଏକା ସହ କାମ କରିଥିଲେ ।

ଏହି ସିରିଏଲରେ କାମ କରିବା ସମୟରେ ଏହି ଦୁଇଜଣ ପରସ୍ପରକୁ ବହୁତ ଅଧିକ ପସନ୍ଦ କରିଥିଲେ । ଥରେ କରନ କୃତିକାଙ୍କୁ ପ୍ରପୋଜ କରିଥିଲେ ଯାହା ଫଳରେ କୃତିକା ମଧ୍ୟ ତାଙ୍କ ପ୍ରପୋଜାଲକୁ ଆକସେପ୍ଟ କରିଥିଲେ । ଏହି ଦୁଇଜଣଙ୍କ ରିଲେସନ ୧ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା ହେଲେ ସେହି ସମୟରେ କରନ ଅନ୍ୟ ଜଣଙ୍କୁ ପ୍ରେମ କରିଥିଲେ ଓ କୃତିକାଙ୍କ ସହ ବ୍ରେକଅପ୍ କରିଥିଲେ ।


କରନ ବାହୀ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଅଭିନେତା କରନ ବାହୀ । କରନ ବାହୀ ମଧ୍ୟ ଅଭିନେତ୍ରୀ କୃତିକା କମରାଙ୍କୁ ଡେଟ କରିଥିଲେ । ଏହି ଦୁଇଜଣ ଏକା ସହ ସିରିଏଲ ‘କୁଛ ତୋ ଲୋଗ କହେଙ୍ଗେ’ ରେ କାମ କରିଥିଲେ ଓ ପରସ୍ପରକୁ ବହୁତ ଅଧିକ ପସନ୍ଦ କରିଥିଲେ ।

ଏହା ପରେ ଖବର ଆସିଥିଲା ଯେ, ଏହି ଦୁଇଜଣ ଲଭ ରିଲେସନରେ ଅଛନ୍ତି । କିନ୍ତୁ କରନ ଏହି ସମ୍ପର୍କକୁ ନେଇ ସଂପୂର୍ଣ୍ଣ ଅମାନ୍ୟ କରି କହିଥିଲେ ସେମାନେ ଭଲ ସାଙ୍ଗ ଅଟନ୍ତି । ସେବେ ଠାରୁ କରନ ଓ କୃତିକା ବହୁତ ଭଲ ସାଙ୍ଗ ହୋଇ ରହିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ଷ୍ଟାର ମାନନକ ବିଷୟରେ ଜାଣି କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଟିଭି ଦୁନିଆର ସବୁ ଛୋଟ ବଡ ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *