TV ସିରିଏଲ ‘ସିଲସିଲା ବଦଲତେ ରିସ୍ତୋ କା’ ର ଫେମସ Actor ଅଭିନବ ଶୁକ୍ଳା ଙ୍କ ସ୍ତ୍ରୀ ଙ୍କ ଠାରୁ ବି ଦୁଇ ଗୁଣ ଅଧିକ ସୁନ୍ଦର ତାଙ୍କ ଶାଳି, ଦେଖନ୍ତୁ ଫଟୋ

ବନ୍ଧୁଗଣ ଆପଣ ମାନେ ସାମସ୍ତେ ଟିଭି ସିରିଏଲ୍ସ ଓ ଟିଭି ଷ୍ଟାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଷ୍ଟାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ଟିଭି ର ଜଣେ ଫେମସ ଅଭିନେତା । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତାଙ୍କ ବିଷୟରେ କହିବାକାଉ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଟିଭିର ଫେମସ ଅଭିନେତା ଅଭିନବ ଶୁକ୍ଲା । ବନ୍ଧୁଗଣ ଆପଣ ମାନେ ସମସ୍ତେ ଅଭିନବ ଶୁକ୍ଲାଙ୍କୁ ନିଶ୍ଚୟ ଜାଣିଥିବେ । ଅଭିନବ ନିଜ ଲୁକ୍ସ ଓ ଅଭିନୟ ପାଇଁ ବହୁତ ଚର୍ଚାରେ ରୁହନ୍ତି ।

ଏହି ଅଭିନେତା ଜଣକ ଟିଭି ଇଣ୍ଡଷ୍ଟ୍ରିରେ ବହୁତ ଫେମସ ସିରିଏଲରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି ହ୍ୟାଣ୍ଡସମ ଷ୍ଟାରଙ୍କ ପତ୍ନୀଙ୍କୁ ଦେଖିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଅଭିନବଙ୍କ ସ୍ତ୍ରୀ ଓ ତାଙ୍କ ଶାଳିଙ୍କ ବିଷୟରେ କହିବାକୁ ଯାଉଛୁ । ଅଭିନବଙ୍କ ସ୍ତ୍ରୀ କୌଣସି ବଲିଉଡ ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି ହେଲେ ଅଭିନବଙ୍କ ଶାଳି ସୁନ୍ଦରତା ମାମଲାରେ ଅଭିନବଙ୍କ ସ୍ତ୍ରୀଙ୍କ ଠାରୁ ଅଧିକ ସୁନ୍ଦର । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ବନ୍ଧୁଗଣ ଅଭିନବଙ୍କ ଜନ୍ମ ୨୨ ସେପ୍ଟେମ୍ବର ୧୯୮୨ ମସିହାରେ ପଞ୍ଜାବରେ ହୋଇଥିଲା । ସେ ନିଜର ସମସ୍ତ ପାଠ ପଢା ପଞ୍ଜାବରେ ପୂରଣ କରିଥିଲେ । ଏହାପରେ ସେ ୨୦୦୭ ମସିହାରେ ଜର୍ସି ନମ୍ବର ୧୦ରେ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ । ଏହି ସିରିଏଲରେ ସେ ବହୁତ ଭଲ ଭୂମିକା ପଦର୍ଶନ କରି ଲୋକପ୍ରିୟତା ହାସଲ କରିଥିଲେ ।

ବନ୍ଧୁଗଣ ଏହା ପରେ ସେ, ଜାନେ କ୍ୟା ବାତ ହୁଇ, ଛୋଟି ବୋହୁ, ହିଟଲର ଦିଦି ଓ ଏକ ହଜାରୋ ମେ ମେରି ବେହେନା ହେ ଆଦି ସିରିଏଲରେ କାମ କରି ଟିଭି ଜଗତରେ ପ୍ରସିଦ୍ଧି ହାସଲ କରିଥିଲେ । ବନ୍ଧୁଗଣ ବର୍ତ୍ତମାନ ସେ ଟିଭିର ଫେମସ ରିଆଲିଟି ସୋ ‘ବିଗବସ ୧୪’ରେ ନଜର ଆସୁଛନ୍ତି । ବନ୍ଧୁଗଣ ଅଭିନବ ୨୦୧୮ରେ ଟିଭି ଅଭିନେତ୍ରୀ ରବିନା ଦିଲାଇକଙ୍କ ସହ ବିବାହ କରିଛନ୍ତି ।

ବନ୍ଧୁଗଣ ରବିନା ନିଜର ସୁନ୍ଦରତା ଓ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ବାସ୍ତବରେ ମଧ୍ୟ ରବିନା ବହୁତ ଅଧିକ ଗ୍ଲାମରସ ଓ ସୁନ୍ଦର ନଜର ଆସନ୍ତି । ହେଲେ ରବିନାଙ୍କ ଠାରୁ ଅଧିକ ସୁନ୍ଦର ନଜର ଆସନ୍ତି ଅଭିନବଙ୍କ ଶାଳି ବା ରବିନାଙ୍କ ଭଉଣୀ ରୋହିନୀ ଓ ନେନା । ସୁନ୍ଦରତା ମାମଲାରେ ରୋହିନୀ ଓ ନେନା ତାଙ୍କ ଭଉଣୀ ରବିନାଙ୍କୁ ବାଦ ଦେଇଦେବେ ।

ବିନା ମେକଅପରେ ମଧ୍ୟ ଏହି ଦୁଇଜଣ ବହୁତ ଅଧିକ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି । ହେଲେ ବନ୍ଧୁଗଣ ଏହି ତିନିଜଣ ଭଉଣୀ ସବୁବେଳେ ପରସ୍ପର ସହ ବହୁତ ଖୁସିରେ ରୁହନ୍ତି । ରୋହିନୀ ଏକ ମଲ୍ଟି ନାସନାଲ କମ୍ପାନୀରେ ମ୍ୟାନେଜର ଅଛନ୍ତି ଓ ନେନା ଏକ କଷ୍ଟୟୁମ ଡିଜାଇନର ଅଟନ୍ତି । ଏମାନେ ସୁନ୍ଦର ହେବା ସହିତ ବହୁତ ସ୍ମାର୍ଟ ମଧ୍ୟ ଅଛନ୍ତି ।

ତେବେ ଆପଣଙ୍କୁ ରୁବିନା ଓ ଅଭିନବ ଙ୍କ ଯୋଡି କେମିତି ଲାଗେ ଆମକୁ କମେନ୍ଟ କରି ଜଣାଇବେ ଓ ଆଗକୁ ଟିଭି ଦୁନିଆର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *