ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ବଲିଉଡ ଅଭିନେତ୍ରୀ ମାନେ ସୁନ୍ଦରତା ଓ ଅଭିନୟ ପାଇଁ ପ୍ରସିଦ୍ଧି ହାସଲ କରିଛନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି ବଲିଉଡ ଅଭିନେତ୍ରୀଙ୍କ ଝିଅ ମାନଙ୍କୁ ଦେଖିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି ଅଭିନେତ୍ରୀଙ୍କ ଝିଅ ମାନଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ମା’ଙ୍କ ଠାରୁ ମଧ୍ୟ ଅଧିକ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ଝିଅ ମାନଙ୍କ ବିଷୟରେ ।
ମିନାକ୍ଷୀ ଶେଶାଦ୍ରି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ମିନାକ୍ଷୀ ଶେଶାଦ୍ରି । ଫିଲ୍ମ ‘ହିରୋ’ର ମୁଖ୍ୟ ଅଭିନେତ୍ରୀ ରୂପେ ଅଭିନୟ କରି ମିନାକ୍ଷୀ ପ୍ରସିଦ୍ଧି ହାସଲ କରିଛନ୍ତି । ଦର୍ଶକ ମାନେ ମିନାକ୍ଷୀଙ୍କ ସୁନ୍ଦରତା ଓ ଅଭିନୟକୁ ବହୁତ ଅଧିକ ପସନ୍ଦ କରନ୍ତି ।
ବନ୍ଧୁଗଣ ଏହି ଅଭିନେତ୍ରୀ ଜଣଙ୍କର ଝିଅର ନାମ ହେଉଛି କେନ୍ଦ୍ର ମେହେସୁର । ବର୍ତ୍ତମାନ ସେ ନ୍ୟୁୟର୍କରେ ରହୁଛନ୍ତି । ବର୍ତ୍ତମାନ ସେ ନ୍ୟୁୟର୍କରେ ନିଜର ପାଠ ପଢା କମ୍ପ୍ଲିଟ କରୁଛନ୍ତି ଓ ସୁନ୍ଦରତା ମାମଲାରେ ସେ ନିଜ ମା’ଙ୍କ ଠାରୁ ମଧ୍ୟ ଅଧିକ ଅଛନ୍ତି ।
ଅମୃତା ସିଂହ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ । ଅମୃତା ମର୍ଦ ପରି ବହୁତ ସୁପରହିଟ ଫିଲ୍ମ ବଲିଉଡକୁ ଦେଇଛନ୍ତି । ୯୦ ଦଶକର ସୁପରହିଟ ଅଭିନେତ୍ରୀ ରୂପେ ପରିଚିତ ଥିଲେ ଅଭିନେତ୍ରୀ ଅମୃତା ସିଂହ । ଅମୃତାଙ୍କ ଝିଅର ନାମ ହେଉଛି ସାରା ଅଲି ଖାନ । ଯିଏ ଏହି କିଛି ଦିନ ହେବ ବଲିଉଡରେ ଏଣ୍ଟ୍ରି କରିଛନ୍ତି । ସାରା ବର୍ତ୍ତମାନ ବଲିଉଡରେ ତିନୋଟି ଫିଲ୍ମ କରିସାରିଛନ୍ତି । ସାରା ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି । ସୁନ୍ଦରତା ମାମଲାରେ ଅମୃତାଙ୍କ ଠାରୁ ସାରା ଅଧିକ ଆକର୍ଷିତ ନଜର ଆସନ୍ତି ।
କାଜୋଲ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ କାଜୋଲ । କାଜୋଲ ବଲିଉଡରେ ବହୁତ ସୁପରହିଟ ଫିଲ୍ମରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି । ଦର୍ଶକ ମାନେ କାଜୋଲଙ୍କ ସୁନ୍ଦରତା ଓ ଷ୍ଟାଇଲକୁ ବହୁତ ପସନ୍ଦ କରନ୍ତି, କାଜୋଲଙ୍କ ଝିଅର ନାମ ହେଉଛି ନ୍ୟାସା ଦେବଗନ । ବନ୍ଧୁଗଣ ନ୍ୟାସା ବର୍ତ୍ତମାନ ୧୬ ବର୍ଷ ବୟସର ହୋଇସାରିଛନ୍ତି ଓ ସେ ନିଜ ମା କାଜୋଲଙ୍କ ପରି ବହୁତ ସୁନ୍ଦର ଏବଂ ଷ୍ଟାଇଲିସ ନଜର ଆସନ୍ତି ।
କରିସ୍ମା କପୁର- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ କରିସ୍ମା କପୁର । ୯୦ ଦଶକର ସୁନ୍ଦର ଅଭିନେତ୍ରୀ ରୂପେ ପରିଚିତ କରିସ୍ମା ବର୍ତ୍ତମାନ ବଲିଉଡକୁ ତ୍ୟାଗ କରିସାରିଛନ୍ତି । ହେଲେ ସେ ବଲିଉଡରେ ବହୁତ ସୁପରହିଟ ଫିଲ୍ମରେ ଅଭିନୟ କରିସାରିଛନ୍ତି । ଦର୍ଶକ ମାନେ କରିସ୍ମାଙ୍କ ସୁନ୍ଦରତାକୁ ବହୁତ ଅଧିକ ପସନ୍ଦ କରନ୍ତି । କରିସ୍ମାଙ୍କ ଝିଅଙ୍କ ନାମ ହେଉଛି ସାମାୟରା କପୁର । ସାମାୟରା ଙ୍କ ଜନ୍ମ ୨୦୦୫ ହୋଇଥିଲା । ସାମାୟରା ମଧ୍ୟ ନିଜ ମାଙ୍କ ପରି ବହୁତ ସୁନ୍ଦର ନଜର ଆସନ୍ତି ।
ଜୁହୀ ଚାୱଲା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ଜୁହୀ ଚାୱଲା । ଜୁହୀ ବଲିଉଡରେ ବହୁତ ସୁପରହିଟ ଫିଲ୍ମ ଦେଇ ସାରିଛନ୍ତି । ଜୁହୀ ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି । ଜୁହୀଙ୍କ ଝିଅଙ୍କ ନାମ ହେଉଛି ଜାହ୍ନବୀ ମେହେତା । ଜାହ୍ନବୀ ମଧ୍ୟ ଜୁହୀଙ୍କ ପରି ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି ।
ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।