କୁଣ୍ଡଳୀ ଭାଗ୍ୟ ସିରିଏଲ ରୁ ଫେମସ ହୋଇଥିବା Actor Manit Joura ବହୁତ ଜଲ୍ଦି ଏହି ଅଭିନେତ୍ରୀ ଙ୍କୁ କରିବାକୁ ଯାଉଛନ୍ତି ବିବାହ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ଓ ସେହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବ । ଆପଣ ମାନେ ସମସ୍ତେ Zee TV ର ଫେମସ ସିରିଏଲ ‘କୁଣ୍ଡଳୀ ଭାଗ୍ୟ’କୁ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ବର୍ତ୍ତମାନ ପ୍ରସିଦ୍ଧି ହାସଲ କରିଛନ୍ତି । ଦର୍ଶକ ମାନେ ଏହି ସିରିଏଲକୁ ଦେଖିବା ପାଇଁ ବହୁତ ଅଧିକ ପସନ୍ଦ କରୁଛନ୍ତି । ଏହି ସିରିଏଲରେ ଥିବା ସମସ୍ତ ଭୂମିକା ମଧ୍ୟରେ ଗୋଟେ ଭୂମିକା ରହିଛି ରିଶବ ଲୁଥ୍ରାଙ୍କର ଭୂମିକା । ଏହି ଭୂମିକାକୁ ପଦର୍ଶନ କରୁଛନ୍ତି ଅଭିନେତା ମନିତ ଜୋରା ।

ମନିତ ଜୋରା ନିଜର ସୁନ୍ଦର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନରେ ଘର କରି ପାରିଛନ୍ତି । ବନ୍ଧୁଗଣ ବର୍ତ୍ତମାନ ଏହା ଖବର ମିଳିଛି ଯେ, ମନିତ ବହୁତ ଶୀଘ୍ର ଏକ ଅଭିନେତ୍ରୀଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସେହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଟେଲିଭିଜନ ଇଣ୍ଡଷ୍ଟ୍ରିର କଳାକାର ମନିତ ଜୋରାଙ୍କ ଜନ୍ମ ୫ ଜୁନ ୧୯୮୭ ମସିହାରେ ଦିଲ୍ଲୀରେ ହୋଇଥିଲା । ଦିଲ୍ଲୀରେ ସେ ନିଜ ପାଠ ପଢାକୁ ସମାପ୍ତ କରଥିଲେ । ମନିତଙ୍କୁ ପିଲା ବେଳରୁ ଅଭିନୟରେ ବହୁତ ରୁଚି ଥିଲା । ସେ ତାଙ୍କର ଅଭିନୟ କାରିୟର ୨୦୧୦ରେ ଆସିଥିବା ସିରିଏଲ ‘୧୨/୨୪କରୋଲ ବାଗ’ରୁ ଆରମ୍ଭ କରିଥିଲେ । ଏହି ସିରିଏଲରେ ସେ ବହୁତ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କର ମନୋରଞ୍ଜନ କରିଥିଲେ ।

ମନିତଙ୍କର ଅଭିନୟକୁ ଦେଖି ବହୁତ ସିରିଏଲ ନିର୍ମାତା ମନିତଙ୍କୁ କାମ କରିବାର ମଉକା ଦେଇଥିଲେ । ମନିତ ‘କୁଣ୍ଡଳୀ ଭାଗ୍ୟ, ଲଭ ସଗୁନ ଓ ରାମ ମିଲାଏ ଯୋଡି’ଆଦି ସିରିଏଲରେ କାମ କରି ବହୁତ ଲୋକପ୍ରିୟତା ହାସଲି କରିଛନ୍ତି । ବନ୍ଧୁଗଣ ବର୍ତ୍ତମାନ ଏହା ଖବର ମିଳିଛି ଯେ, ମନିତ ବହୁତ ଶୀଘ୍ର ଏକ ଅଭିନେତ୍ରୀଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସେହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ।


ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ମନିକା ଡାଣ୍ଡା । ମନିତ ଆଉ କିଛି ଦିନ ପରେ ମନିକାଙ୍କ ସହ ଘର ବସେଇବାକୁ ଯାଉଛନ୍ତି । ପ୍ରଥମେ ଏହି ଦୁଇଜଣଙ୍କର ସାକ୍ଷାତ ଦିଲ୍ଲୀ ରୁ ମୁମ୍ବାଇ ଆସୁଥିବା ଫ୍ଲାଇଟରେ ହୋଇଥିଲା । ଏହା ପରେ ଏହି ଦୁଇଜଣ ପୁଣି ଥରେ ମୁମ୍ବାଇର ଏକ ରେଷ୍ଟୁରେଣ୍ଟରେ ସାକ୍ଷାତ କରିଥିଲେ । ଏହା ପରେ ଏହି ଦୁଇଜଣ ବହୁତ ଭଲ ବନ୍ଧୁ ହୋଇଥିଲେ ।

କିଛି ଦିନ ମିଶିବା ପରେ ମନିତ ମନିକାଙ୍କୁ ପ୍ରପୋଜ କରିଥିଲେ । ଏହା ପରେ ଏହି ଦୁଇଜଣଙ୍କର ଯୋଡି ସିରିଏଲ ‘ଆଜା ମାହି ରେ’ରେ ଦେଖିବାକୁ ମିଳିଥିଲା । ମନିତଙ୍କର ବିବାହ ଖବର ଶୁଣିବା ପରେ ମନିତଙ୍କ ଫ୍ୟାନ୍ସ ମାନେ ବହୁତ ଅଧିକ ଖୁସି ଅଛନ୍ତି । ବର୍ତ୍ତମାନ ଠାରୁ ଏହା ଅପେକ୍ଷା ରହିଛି ଯେ, ମନିତ କେବେ ବିବାହ କରିବେ ।

ତେବେ ଆପଣଙ୍କୁ ଏହି ସିରିଏଲ ରେ ମନିତ ଙ୍କ ଆକଟିଂ କେମିତି ଲାଗେ ଆମକୁ କମେନ୍ଟ କରି ଜଣାନ୍ତୁ ଓ ଆଗକୁ ଟିଭି ଦୁନିଆର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *