ଗୋଟିଏ ବର୍ଷରେ ହିଁ 3 ଟି ପିଲାର ମା’ ହେଇଗଲେ Bollywood ର ଏହି ଫେମସ ହିରୋଇନ, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ

ବନ୍ଧୁଗଣ ପର୍ନ୍ନ ଷ୍ଟାର ରୁ ଆରମ୍ଭ କରି ଆଜି ବଲିଉଡ ର ନାମୀ ଦାମୀ ଅଭିନେତ୍ରୀ ସନୀ ଲିଓନୀ ଙ୍କୁ ଆଜି ସମସ୍ତେ ଜାଣନ୍ତି । ସନୀ ସବୁବେଳେ ନିଜର ବୋଲ୍ଡ ଅନ୍ଦାଜ ପାଇଁ ଫେମସ ହୋଇଛନ୍ତି । ସନୀ ସବୁଠୁ ପ୍ରଥମେ ଟିଭି ରିଆଲିଟି ସୋ ବିଗ ବସ ରେ ନଜର ଆସିଥିଲେ । ଏହା ପରେ ତାଙ୍କୁ ଫିଲ୍ମ ମେକର ମହେଶ ଭଟ୍ଟ ଫିଲ୍ମ ଜିସ୍ମ 2 ର ଅଫର ଦେଇଥିଲେ । ଏହା ପରେ ସନୀ ଙ୍କ ପାଖରେ ଫିଲ୍ମ ର ଲାଇନ ଲାଗିଗଲା । ଫିଲ୍ମ ବ୍ଯତୀତ ଲୋକ ତାଙ୍କୁ ଆଇଟମ ନମ୍ବର କରିବା ପାଇଁ ମଧ୍ୟ ସାଇନ କରିବାକୁ ଲାଗିଲେ ।

ସନୀ ଯେଉଁ ଫିଲ୍ମ ରେ ଡ୍ୟାନ୍ସ କରୁଥିଲେ ସେହି ଫିଲ୍ମ ର ପ୍ରମୋଶନ ଆପେ ଆପେ ହେଇ ଯାଉଥିଲା । ପର୍ନ୍ନ ଇଣ୍ଡଷ୍ଟ୍ରି ରୁ ବଲିଉଡ କୁ ଆସିବା ସନୀ ଙ୍କ ପାଇଁ ସହଜ ନଥିଲା । ଆଜି ବି ତାଙ୍କୁ ବହୁତ ଖରାପ କମେନ୍ଟ ର ସାମ୍ନା କରିବାକୁ ପଡିଥାଏ । କିନ୍ତୁ ଆପଣ ସନୀ ଙ୍କୁ ତାଙ୍କ କାମ ରେ ଜଜ କରନ୍ତୁ ନାହିଁ । ରିଅଲ ଲାଇଫ ରେ ସେ ଜଣେ ବହୁତ ଭଲ ମଣିଷ ଅଟନ୍ତି ।

ସେ ସମୟ ସମୟରେ ସୋସିଆଲ ୱର୍କ ବି କରନ୍ତି । ସେ 2017 ମସିହାରେ ହିଁ ନିଶା ନାମକ ଏକ ଝିଅକୁ ଆଡପ୍ଟ କରିଥିଲେ । ଏହି କଥାକୁ 1 ବର୍ଷ ହୋଇ ନଥିଲା କି ସନୀ ଆଉ 2 ଟି ପିଲାର ମା ବନିଗଲେ । ସନୀ ଙ୍କ ଏହି ଦୁଇ ଟି ପିଲା ଜୁଡବା ଅଟନ୍ତି । ଏହି କଥାର ସୁଚନା ସେ ନିଜର ଫ୍ୟାନ୍ସ ଙ୍କୁ ସୋସିଆଲ ମିଡିଆରେ ଫଟୋ ଶେୟାର କରି ଦେଇଥିଲେ ।

ସନୀ ଙ୍କ ଫଟୋ ରେ ସେ ଓ ତାଙ୍କ ସ୍ଵାମୀ ଙ୍କ ସହିତ ତାଙ୍କର 3 ପିଲା ମଧ୍ୟ ନଜର ଆସୁଛନ୍ତି । ଆପଣଙ୍କୁ କହି ଦେଉଛୁ କି ସନୀ ଙ୍କୁ ଏହି ପିଲା ସେରୋଗେସୀ ଜରିଆରେ ହୋଇଥିଲା । ମାନେ ବାୟୋଲୋଜିକାଲି ସନୀ ଓ ତାଙ୍କ ସ୍ଵାମୀ ଏହି ଜୁଡବା ପିଲାଙ୍କର ମାତା ପିତା ଅଟନ୍ତି । ସନୀ ଯେମିତି ହିଁ ଏହି ଫଟୋ ସୋସିଆଲ ମିଡିଆରେ ଶେୟାର କଲେ ତାଙ୍କୁ 6 ଘଣ୍ଟାରେ ହିଁ 6000 ରୁ ଅଧିକ ଲାଇକ ମିଳିଥିଲା । ସନୀ ଏହି ପିଲାମାନଙ୍କୁ ଭଗବାନଙ୍କ ଆଶୀର୍ବାଦ ବୋଲି କୁହନ୍ତି ।

ସନୀ ଏହି ଫଟୋ ସହିତ କ୍ୟାପ୍ସନ ରେ ଲେଖିଥିଲେ କି 21 ଜୁନ 2017 ସେହି ଦିନ ଥିଲା ଯେଉଁ ଦିନ ମତେ ଆଉ ଡ୍ୟାନିଏଲ ଙ୍କୁ ଜଣା ପଡିଲା କି ଆମେ ଦୁଇ ଜଣ ବହୁତ ଜଲ୍ଦି 3 ଟି ପିଲାଙ୍କର ମାତା ପିତା ହୋଇଯିବୁ । ଆମେ କିଛି ବର୍ଷ ରୁ ନିଜ ପରିବାର ବସେଇବା ପାଇଁ ଚେଷ୍ଟା କରୁଥିଲୁ ଓ ଆଜି ଆମ ଫାମିଲି ପୁରା ହେଇ ଯାଇଛି । ଆମେ 3 ଟି ପିଲାର ପ୍ରାଉଡ ପ୍ଯାରେଣ୍ଟ ବନି ଯାଇଛୁ ।

36 ବର୍ଷ ବୟସରେ 3 ଟି ପିଲାର ମା ହେଇଥିବା ସନୀ 3 ଟି ପିଲାଙ୍କୁ ପାଇ ବହୁତ ଖୁସି ଅଛନ୍ତି ଓ ନିଜ ପରିବାର ସହିତ ବର୍ତ୍ତମାନ ବହୁତ ଖୁସିରେ ଜୀବନ କାଟୁଛନ୍ତି । ତେବେ ବନ୍ଧୁଗଣ ଆପଣଙ୍କୁ ସନୀ କିପରି ଲାଗନ୍ତି ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *