Bollywood ର 5 ଜଣ Actress ଯେଉଁମାନେ ଡାଇରେକ୍ଟରଙ୍କ ସହ ଚଲାଇଲେ ଅଫେୟାର, ନମ୍ବର ୩ ଙ୍କ ବିଷୟରେ ଜାଣିଲେ ତ ବିଶ୍ଵାସ ବି କରି ପାରିବେନି

ବଲିଉଡରେ ସାଧାରଣତଃ ଷ୍ଟାର ମାନେ ପରସ୍ପର ସହ ଫିଲ୍ମ କରିବା ଦ୍ଵାରା ପରସ୍ପରକୁ ପ୍ରେମ କରିଥାନ୍ତି । କେବଳ ଏତିକି ନୁହେଁ ସେମାନେ ପ୍ରେମ ବିବାହ ମଧ୍ୟ କରିଥାନ୍ତି । କିନ୍ତୁ ବଲିଉଡରେ ଏମିତି ମଧ୍ୟ କିଛି ଖବର ସାମ୍ନାକୁ ଆସିଛି ଯେଉଁଠି ବଲିଉଡ ଅଭିନେତ୍ରୀ ମାନେ କୌଣସି ଅଭିନେତାକୁ ପସନ୍ଦ ନ କରି ବଲିଉଡ ଡାଇରେକ୍ଟର ମାନଙ୍କ ସହ ଅଫେୟାର ଚଲାଇଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହିପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ଡାଇରେକ୍ଟର ବା ପ୍ରଡ୍ୟୁସର ମାନଙ୍କ ସହ ପ୍ରେମ କରିଥିଲେ । ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଶ୍ରୀଦେବୀ

ଆମ ଲିଷ୍ଟର ପ୍ରଥମ ନମ୍ବରରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଶ୍ରୀଦେବୀ । ବର୍ତ୍ତମାନ ଆମ ମାନଙ୍କ ମଧ୍ୟରେ ଶ୍ରୀଦେବୀ ନାହାନ୍ତି ହେଲେ ଗୋଟେ ସମୟ ଥିଲା ଯେତେବେଳେ ସମସ୍ତ ଲୋକ ଶ୍ରୀଦେବୀଙ୍କ ପଛରେ ପାଗଳ ଥିଲେ । ତାଙ୍କ ଫିଲ୍ମ ଦେଖିବାକୁ ବହୁତ ଲୋକ ପସନ୍ଦ କରୁଥିଲେ । ହେଲେ ଶ୍ରୀଦେବୀ ନିଜ ଡାଇରେକ୍ଟର ବୋନୀ କପୁରଙ୍କ ସହ ବିବାହ କରିଛନ୍ତି । ବୋନୀ ମଧ୍ୟ ଶ୍ରୀଦେବୀଙ୍କ ପ୍ରେମରେ ପଡିବା ପରେ ନିଜର ପ୍ରଥମ ପତ୍ନୀ ଓ ନିଜ ପିଲା ମାନଙ୍କୁ ଛାଡି ଦେଇଥିଲେ । ଏହି ଦୁଇଜଣଙ୍କ ପ୍ରେମ ବହୁତ ମଝବୁତ ଥିଲା । ଆଜି ମଧ୍ୟ ବୋନୀ ଶ୍ରୀଦେବୀଙ୍କ ଦୁଃଖରେ କାନ୍ଦିବାକୁ ଲାଗନ୍ତି ।

ଉଦିତା ଗୋସ୍ଵାମୀ


ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଉଦିତା ଗୋସ୍ଵାମୀ । ଉଦିତା ନିଜ ଫିଲ୍ମର ଡାଇରେକ୍ଟର ମୋହିତ ସୂରୀଙ୍କ ପ୍ରେମରେ ବହୁତ ବର୍ଷ ପର୍ଯ୍ୟନ୍ତ ପଡି ଯାଇଥିଲେ । ଏହି ଦୁଇଜଣ ବହୁତ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରିଥିଲେ ଓ ଶେଷରେ ଏମାନେ ପରସ୍ପର ସହ ପ୍ରେମ ବିବାହ କରିଥିଲେ । ଆଜି ଏମାନେ ଦୁଇଟି ପିଲାଙ୍କ ମାତା ପିତା ଅଟନ୍ତି । ବର୍ତ୍ତମାନ ସେ ବହୁତ ଖୁସିରେ ନିଜର ଜୀବନକୁ ଅତିବାହିତ କରୁଛନ୍ତି ।

କଲ୍କି

କଲ୍କି ନିଜ ଫିଲ୍ମ ଡାଇରେକ୍ଟର ଅନୁରାଗ କଶ୍ୟପଙ୍କ ସହ ପ୍ରେମ କରିଥିଲେ । ଅନୁରାଗ ପ୍ରେମରେ ଏତେ ପାଗଳ ହୋଇଯାଇଥିଲେ ଯେ ଯେଉଁଥି ପାଇଁ ସେ ନିଜ ପ୍ରଥମ ପତ୍ନୀକୁ ଡିଭୋର୍ସ ଦେଇଥିଲେ । ଏହା ପରେ ଅନୁରାଗ କଲ୍କିଙ୍କ ସହ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଓ ବିବାହ ମଧ୍ୟ ହୋଇଥିଲା । କିନ୍ତୁ ୪ ରୁ ୫ ବର୍ଷ ମଧ୍ୟରେ ଏମାନଙ୍କ ସମ୍ପର୍କରେ ବାଦବିବାଦ ଦେଖା ଦେଇଥିଲା ଯେଉଁଥି ପାଇଁ ଏମାନଙ୍କ ମଧ୍ୟରେ ଡିଭୋର୍ସ ହୋଇଥିଲା ।

ସୋନି ରାଜଧାନ


ଆମ ଲିଷ୍ଟରେ ଚତୁର୍ଥ ସ୍ଥାନରେ ଅଛନ୍ତି ସୋନି ରାଜଧାନ ଏବଂ ମହେଶ ଭଟ୍ଟ । ସୋନି ରାଜଧାନଙ୍କର ଡାଇରେକ୍ଟର ଥିଲେ ମହେଶ ଭଟ୍ଟ, ସେହି ସମୟରେ ସୋନି ମହେଶଙ୍କ ସହ ବିବାହ କରିବା ପାଇଁ ଚାହୁଁଥିଲେ । ହେଲେ ମହେଶଙ୍କ ପାଇଁ ଏହା ସମ୍ଭବ ନଥିଲା କାରଣ ମହେଶ ପ୍ରଥମରୁ ବିବାହିତ ଥିଲେ । କିନ୍ତୁ ପ୍ରେମରେ ପଡି ମହେଶ ପ୍ରଥମେ ନିଜ ଧର୍ମକୁ ପରିବର୍ତ୍ତନ କରିଥିଲେ ଓ ନିଜ ପ୍ରଥମ ପତ୍ନୀକୁ ଡିଭୋର୍ସ ନଦେଇ ସୋନି ରାଜଧାନଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ପିଲା ମଧ୍ୟ ଜନ୍ମ ହୋଇଥିଲା ଯାହାଙ୍କ ମଧ୍ୟରୁ ଆଲିଆ ଭଟ୍ଟ ହେଉଛନ୍ତି ଜଣେ ।

ରାଣୀ ମୁଖାର୍ଜୀ

ରାଣୀ ମୁଖାର୍ଜୀ ୟଶ ରାଜ ବ୍ୟାନର ରେ ବହୁତ ସାରା ଫିଲ୍ମରେ କାମ କରିଛନ୍ତି । ୟଶଙ୍କ ପୁଅ ଆଦିତ୍ୟଙ୍କ ସହ ପ୍ରେମ କରିଥିଲେ ରାଣୀ ମୁଖାର୍ଜୀ । ପ୍ରେମ କରିବା ପରେ ସେମାନେ ଇଟାଲୀରେ ବିବାହ କରିଥିଲେ । ଆଜି ଏହି ଦୁଇଜଣଙ୍କର ଗୋଟେ ଝିଅ ମଧ୍ୟ ଅଛି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *