ବନ୍ଧୁଗଣ ଆୟୁଷ୍ମାନ ଖୁରାନାଙ୍କ ସହିତ ‘ଦମ ଲଗାକେ ହେଇସା’ ରୁ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଥିବା ଆକ୍ଟ୍ରେସ ଭୂମି ପେଡେନକର ଏହି ଫିଲ୍ମ ରେ ବହୁତ ମୋଟି ନଜର ଆସୁଥିଲେ । ଏଥିରେ ତାଙ୍କର ଓଜନ 90 କିଲୋ ଥିଲା । ଏହା ପରେ ଆକ୍ଟ୍ରେସ ନିଜର ଓଜନ କମାଇ 57 କିଲୋ କରିନେଲେ । ଅଭିନେତ୍ରୀ ଭୂମି ପେଡେନେକର ଆଜି ଏତେ ବଦଳି ଯାଇଛନ୍ତି କି ତାଙ୍କୁ ଚିହ୍ନିବା ବି ମୁସ୍କିଲ ହୋଇ ଯାଇଛି ।
ବର୍ଷ 2015 ରେ ଭୂମିଙ୍କୁ ଏହି ଫିଲ୍ମରେ ଦେଖିବା ପରେ କେହି ମଧ୍ୟ ଭାବି ନଥିବେ କି ଏତେ ଜଲ୍ଦି ସେ ତାଙ୍କର ଓଜନ କମାଇ ନେବେ ବା ଅଚାନକ ତାଙ୍କର ଏମିତି ଗ୍ଲାମରସ ଅବତାର ଦେଖିବାକୁ ମିଳିବ । ଏବେ ସେ କାଫି ଫିଟ ଓ ସ୍ଲିମ ହୋଇ ଯାଇଛନ୍ତି । ସେ ବର୍ତ୍ତମାନ ନିଜର ଇଂଷ୍ଟା ଗ୍ରାମ ରେ ବିକିନି ରେ ନିଜର ଏକ ବହୁତ ହଟ ଫଟୋ ଶେୟାର କରିଥିଲେ ।
ଯେଉଁଥିରେ ତାଙ୍କର ଫିଟନେସ ଓ ଫିଗର କୁ ଦେଖି କୌଣସି ବି ଝିଅକୁ ଈର୍ଷା ହେଇପାରେ । ଭୂମି ଏବେ ବଲିଉଡ ରେ ବଡ ବଡ ଅଭିନେତ୍ରୀଙ୍କୁ ଟକ୍କର ଦେଉଛନ୍ତି । ଏବେ ସେ ଏତେ ସୁନ୍ଦର ଓ ଯବାନ ନଜର ଆସୁଛନ୍ତି କି ଯିଏ ଏବେ ତାଙ୍କୁ ଗୋଟିଏ ଥର ଦେଖିନେବ ବାସ ତାଙ୍କର ଦିବାନା ହେଇଯିବ ।
ଭୂମି ଏକ ଇଣ୍ଟରଭ୍ୟୁ ରେ କହିଲେ କି ଯେବେଠୁ ମୁଁ ନିଜର ଓଜନ କମାଇଛି ସେବେଠୁ ମୋ ଘରେ ବାହାଘର ପାଇଁ ପ୍ରସ୍ତାବ ର ଲାଇନ ଲାଗି ଯାଇଛି । ଭୂମି ନିଜର ଓଜନ କମାଇ ନିଜର ସିକ୍ରେଟ କୁ ବି ସୋସିଆଲ ମିଡିଆରେ ଶେୟାର କରିଥିଲେ ।
ଏଥିରେ ସେ କହିଥିଲେ କି ସବୁଠୁ ପ୍ରଥମେ ସେ 1 ଲିଟର ପାଣିରେ 3 ଟି କାକୁଡି ଖଣ୍ଡ, କିଛି ପୁଦିନା ପାତ୍ର ଓ ଲେମ୍ବୁ ରସ ମିଶାଇ ପିଉଥିଲେ । ସେ କହିଲେ କି ସବୁ ଡାଏଟ ଆପଣାଇ ଓ ନିୟମିତ ରୂପରେ ଏକ୍ସାର୍ସାଇଜ କରି ନିଜର ଓଜନ ନିଜେ ସହଜରେ ଫିଟ କରି ପାରିବା ।
ବନ୍ଧୁଗଣ ଭୂମି ଆପଣଙ୍କୁ କେମିତି ଲାଗିଲେ ଆମକୁ କମେଣ୍ଟ ରେ ଜଣାନ୍ତୁ ଓ ବଲିଉଡ ର ସବୁ ଖବର ସବୁଠୁ ପ୍ରଥମେ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ ।