ମହାଭାରତ ସିରିୟଲର ଶ୍ରୀ କୃଷ୍ଣଙ୍କର ସ୍ତ୍ରୀଙ୍କୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ ଆପଣ, ସୁନ୍ଦରତାରେ ବଲିଉଡ ଅଭିନେତ୍ରୀଙ୍କୁ ବି ଦିଅନ୍ତି ଟକ୍କର

ବନ୍ଧୁଗଣ ଏହି କିଛି ମାସ ପୂର୍ବରୁ କାରୋନା ଭାଇରସ ପାଇଁ ସାରା ଭାରତ ବର୍ଷରେ ଲକଡାଉନ ହୋଇଥିଲା ।ଏହି ଲକଡାଉନ ସମୟରେ ବିଆର ଚୋପଡାଙ୍କ ମହାଭାରତ ଓ ରାମାନନ୍ଦ ସାଗରଙ୍କ ରାମାୟଣ ସିରିଏଲ ଦେଇଥିଲା । ଲୋକମାନେ ଏହି ସିରିଏଲକୁ ପୁନର୍ବାର ଦେଖି ବହୁତ ଖୁସି ହୋଇଥିଲେ । ହେଲେ ବନ୍ଧୁଗଣ ଏହି ଲକଡାଉନ ସମୟରେ ପୁନର୍ବାର ଆଧୁନିକ ମହାଭାରତ ତଥା ନିର୍ଦେଶକ ସିଦ୍ଧାର୍ଥ କୁମାର ତିଵାରୀଙ୍କ ଦ୍ଵାରା ହୋଇଥିବା ଆଧୁନିକ ମହାଭାରତ ମଧ୍ୟ ଷ୍ଟାରପ୍ଲସ ଚ୍ୟାନେଲରେ ପ୍ରସାରିତ ହେଇଥିଲା ।

ଏହି ମହାଭାରତରେ କୃଷ୍ଣଙ୍କ ଭୂମିକା କରିଥିବା ଅଭିନେତାଙ୍କର ଅସଲି ନାମ ହେଉଛି ସୌରଭ ରାଜ ଜୈନ । ଅଭିନେତା ସୌରଭ ରାଜ ଜୈନ ବିଭିନ୍ନ ସିରିଏଲରେ ବିଷ୍ଣୁ ଓ ଶ୍ରୀ କୃଷ୍ଣଙ୍କର ଭୂମିକା କରିଛନ୍ତି । ସୌରଭ ନିଜର ଏହି ଅଭିନୟ ମାଧ୍ୟମରେ ବହୁତ ଲୋକଙ୍କ ମନକୁ ଜିତିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସୌରଭଙ୍କ ଅସଲି ପତ୍ନୀଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ସୌରଭ ରାଜ ଜୈନ ଙ୍କ ଜନ୍ମ ୧ ଡିସେମ୍ବର ୧୯୮୫ ମସିହାରେ ହୋଇଥିଲା । ସୌରଭ ଜୈନ ବର୍ତ୍ତମାନ ୩୪ ବର୍ଷ ବୟସରେ ହୋଇସାରିଛନ୍ତି । ସୌରଭ ନିଜ ଆଭିନୟ ଦୁନିଆରେ ଏମିତି ବହୁ ଫିଲ୍ମ ଓ ସିରିଏଲରେ କାମ କରି ସଫଳତା ହାସଲ କରିଛନ୍ତି ।

ମହାଭାରତ ସିରିଏଲ ପରଠୁ ସୌରଭ ଗ୍ଲାମର ଇଣ୍ଡଷ୍ଟ୍ରିରେ ସଫଳତା ପାଇଥିଲେ । ବନ୍ଧୁଗଣ ସୌରଭ ଜୈନ ଙ୍କ ପତ୍ନୀଙ୍କର ନାମ ହେଉଛି ରିଦିମା ଜୈନ । ରିଦିମାଙ୍କ ଜନ୍ମ ୪ ଡିସେମ୍ବର ୧୯୮୩ରେ ହୋଇଥିଲା । ରିଦିମା ସୌରଭଙ୍କ ଠାରୁ ଦୁଇ ବର୍ଷ ବଡ ଅଛନ୍ତି । ରିଦିମା ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି । ରିଦିମା ଓ ସୌରଭଙ୍କ ବିବାହ ୨୦୧୦ରେ ହୋଇଥିଲା ।


ସୌରଭ ଓ ରିଦିମା ଏକା ସହ ‘ନଚ ବଲିଏ ୯’ ରେ ମଧ୍ୟ ନଜର ଆସିଥିଲେ । ଏହି ଦୁଇଜଣଙ୍କର ଏକ ଝିଅ ମଧ୍ୟ ଅଛି ଯାହାର ନାମ ହେଉଛି ରିସିକା । ସୌରଭ ଓ ରିଦିମା ବହୁତ ଇଭେଣ୍ଟ୍ସରେ ଏକା ସହ ନଜର ଆସିଥାନ୍ତି । ଏହି ଦୁଇଜଣଙ୍କର ଯୋଡିକୁ ଲୋକମାନେ ବହୁତ ପସନ୍ଦ କରନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଟିଭି ଦୁନିଆର ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *