ଅଭିନେତା Disco Reddy କହୁଛନ୍ତି Hara Pattnaik ଙ୍କ ଅବିକଳ ଡାଇଲଗ, ଶୁଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶାର ଦିଗବିଜୟୀ କଳାକାର ମାନଙ୍କ ମଧ୍ୟରୁ ସ୍ଵର୍ଗୀୟ ହର ପଟ୍ଟନାୟକ ମଧ୍ୟ ଅନ୍ୟତମ ଥିଲେ । ହର ପଟ୍ଟନାୟକଙ୍କର ଅଭିନୟର ଚାତୁରୀରେ ସମସ୍ତେ ମନ୍ତମୁଗ୍ଧ ହୋଇଯାଇଥାନ୍ତି । ଖାସ୍ କରି ହର ପଟ୍ଟନାୟକଙ୍କର ଡାଇଲଗ କହିବାର ଶୈଳୀ ସମସ୍ତ ଦର୍ଶକଙ୍କୁ ତାଙ୍କ ଅଭିନୟ ଦେଖିବା ପାଇଁ ବାନ୍ଧିଦେଇଥାଏ । ତାଙ୍କର ଅନେକ ଗୁଡିଏ ଡାଇଲଗ ଆଜି ପର୍ଯ୍ୟନ୍ତ ବି କାଳଜୟୀ ହୋଇ ରହିଯାଇଛି ।

ତେବେ ସେ ଜଣେ ବହୁତ ଭଲ ଓଡିଆ ଇଣ୍ଡଷ୍ଟ୍ରିର ଖଳ ଅଭିନେତା ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ହର ପଟ୍ଟନାୟକ ତାଙ୍କ ଜୀବନ କାଳ ମଧ୍ୟରେ ବହୁତ ଗୁଡିଏ ହିଟ ଫିଲ୍ମ ଭେଟି ଦେଇଯାଇଛନ୍ତି । ତାଙ୍କର ସେହି ହିଟ ଫିଲ୍ମ ଗୁଡିକରେ ଯେଉଁ ସବୁ ଅଭିନୟର ମାଧୁର୍ଜ୍ୟ ଓ ଡାଇଲଗର ଛୁଙ୍କ ରହିଛି । ତେବେ ସେହି ଭଳି ଦିଗବିଜୟୀ ଜଣେ ମହାନ କଳାକାର ହର ପଟ୍ଟନାୟକଙ୍କ ପରି ଅବିକଳ ପରି ଜଣେ ଡାଇଲଗ କହୁଛନ୍ତି ।

ସେ ପୁରାପୁରି ଅବିକଳ ନକଲ ଭାବରେ ହର ପଟ୍ଟନାୟକଙ୍କର ଡାଇଲଗ ଗୁଡିକ କହୁଛନ୍ତି । ଯେପରି ହର ପଟ୍ଟନାୟକଙ୍କର ବହୁତ ଏକ ଫେମସ ଡାଇଲଗ ସେ କହିଛନ୍ତି । ଆବେ ଏମିତି ତାକୁ କଣ ଅନେଇଚ ପୁରା ଚକମାଚୁର କରିଦିଅ। ଏହା ସହିତ ଆଉ ଏକ ଡାଇଲଗ ମଧ୍ୟ ସିନିୟର ଆକ୍ଟର ହର ପଟ୍ଟନାୟକଙ୍କର ସେ କହିଛନ୍ତି । ଆରେ ହେଇ ତମେ ସେହି ମହାୟସୀ ମହିଳା ଯେ ଜଗନ ଭଳିଆ ଜଣେ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଜଣେ ଭଲ ମଣିଷ କରିଦେଇଥିଲା । ମା’ ରାଣ ନାଇ ନାଇ ମ ।

ଏହିପରି ବହୁତ ହର ପଟ୍ଟନାୟକଙ୍କର ଡାଇଲଗ କହି ସେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ସେଥିପାଇଁ ସେ ଅନେକ ଲୋକଙ୍କ ଆଗରେ ସୁପରିଚିତ ହୋଇ ପାରିଛନ୍ତି। ସେହି ଟ୍ଯାଲେନ୍ଟେଡ ଯୁବକ ଯେ ସିନିୟର ଅଭିନେତା ହର ପଟ୍ଟନାୟକଙ୍କର ମିମିକରି ଅବିକଳ ମିଶାଇ କରିପାରୁଛନ୍ତି । ତାଙ୍କ ନାମ ହେଉଛି ଡିସ୍କୋ ରେଡି । ଏହି ଯୁବକ ଜଣଙ୍କ ଅନ୍ୟ କେତୋଟି ଓଡିଆ ଫିଲ୍ମରେ ମଧ୍ୟ ତାଙ୍କର ଡାଇଲଗ ଶୁଣିବାକୁ ମିଳିଛି ।

ତେବେ ଏହିଭଳି ତାଙ୍କର ହିଟ ହିଟ ଡାଇଲଗ କହିବାର ପ୍ରୟାସ ଜାରୀ ରହିଥାଉ । ଏହିଭଳି ସେ ଅନେକ ରୋଚକପୂର୍ଣ୍ଣ ଡାଇଲଗ କହି ଦର୍ଶକ ମାନଙ୍କର ମନ ମୁଗ୍ଧ କରାଉଥାନ୍ତୁ । ଯଦି ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *