କ୍ରିକେଟର Rishabh Pant କହିଲେ ଦୁର୍ଘଟଣା ପଛର ଅସଲ କାହାଣୀ ! କେଉଁ କାରଣରୁ ସେଦିନ ଘଟିଗଲା ଏତେ ବଡ ଦୁର୍ଘଟଣା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭାରତୀୟ ଖେଳାଳୀ ରିଷଭ ପନ୍ତଙ୍କର ରୋଡ ଦୁର୍ଘଟଣାରେ ବହୁତ ମାତ୍ରାରେ ଶରୀର ଅଙ୍ଗ ଗୁଡିକ କ୍ଷତିଗ୍ରସ୍ତ ହୋଇଛି । ଯେଉଁ କାରଣରୁ ସେ ଡେରାଡୁନର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ବର୍ତ୍ତମାନର ଖବର ଅନୁଯାଇ ରିଷଭ ପନ୍ତଙ୍କର ଦୁର୍ଘଟଣା ହେବ ପଛର ରହସ୍ୟ ମଧ୍ୟ ପଦାକୁ ଆସିଛି । ରିଷଭ ନିଜ ମୁହଁରେ ନିଜ ଦୁର୍ଘଟଣା ହେବାର କଥା ବଖାଣୀ କହିଛନ୍ତି ।

ସେହି କହିଛନ୍ତି ତାଙ୍କ ଆଖିକୁ ନିଦ ଲାଗିଆସିଥିଲା । ଯେଉଁ କାରଣରୁ ସେ ଭାରସାମ୍ୟ ହରାଇ ଦେଇଥିଲେ । ଯେଉଁ କାରଣରୁ ତାଙ୍କୁ ଏତେ ବଡ ଦୁର୍ଘଟଣାର ଶିକାର ହେବା ପାଇଁ ପଡିଲା । କ୍ରିକେଟର ରିଷଭ ପନ୍ତ DDCA ର ଡ଼ିରେକ୍ଟର ଶ୍ଯାମ ଶର୍ମାଙ୍କ ଆଗରେ ନିଜର କାର ଆକ୍ସିଡେଣ୍ଟ ବିଷୟରେ କହିଛନ୍ତି । ରିଷଭ ଙ୍କ କାର ଦୁର୍ଘଟଣା ପରେ ଡେରାଡୁନରେ ଥିବା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଏହି ସମୟ ଅବଧି ମଧ୍ୟରେ ବଡ ବଡ କ୍ରିକେଟର ଓ ବଲିଉଡ ଷ୍ଟାର ବହୁତ ମାତ୍ରାରେ ତାଙ୍କୁ ଦେଖା କରି ତାଙ୍କ ସ୍ଵାସ୍ଥଗତ ଅବସ୍ତା ବିଷୟରେ ବୁଝି ଯାଉଛନ୍ତି । ତା ପରେ ଯେତେବେଳେ  ସାମ୍ବାଦିକ ମାନେ ଶ୍ଯାମ ଶର୍ମାଙ୍କୁ କ୍ରିକେଟର ରିଷଭ ପନ୍ତଙ୍କର କାର ଦୁର୍ଘଟଣା ବିଷୟରେ ପଚାରି ଥିଲେ । ସେତେବେଳେ DDCA ର ଡ଼ିରେକ୍ଟର ଶ୍ଯାମ ଶର୍ମା ରିଷଭଙ୍କର ଦୁର୍ଘଟଣାକୁ ନେଇ ମୁହଁ ଖୋଲି ଥିଲେ ।

ତାଙ୍କର କହିବା ମୁତାବକ ଭାରତୀୟ କ୍ରିକେଟର ପନ୍ତଙ୍କର ନିଦ ଯୋଗୁ କାର ଦୁର୍ଘଟଣା ଘଟିଛି ତାହା ନୁହେଁ । ପ୍ରକୃତ ଘଟଣାଟି ହେଉଛି ରିଷଭ ଯେତେବେଳେ କାରରେ ବସି ଯାଉଥିଲେ । ତେବେ ହଟାତ ତାଙ୍କ ଗାଡି ସାମ୍ନାକୁ ଏକ ବଡ ଗାତ ଆସିଯାଇଥିଲା । ଯେଉଁ କାରଣରୁ ସେ ନିଜର ଗାଡି ଚଳାଇବା ସମୟରେ ଗାଡିର ଭାରସାମ୍ୟ ହରାଇ ବସିଥିଲେ ।

ଏହି କାରଣରୁ ତାଙ୍କୁ ଏତେ ବଡ ବିପଦ ଜନ୍ନକ କାର ଦୁର୍ଘଟଣାର ସମ୍ମୁଖୀନ ହେବା ପାଇଁ ପଡିଥିଲା । ଏହି କଥା ନିଜେ ରିଷଭ ଶ୍ଯାମ ଶର୍ମାଙ୍କୁ ଜଣାଇଛନ୍ତି ବୋଲି ଶ୍ଯାମ ଶର୍ମା କହୁଛନ୍ତି। ଯେଉଁ କାରଣରୁ ତାଙ୍କ ଶରୀରରେ ଏତେ ଗଭୀର ଆଘାତ ଲାଗିଲା । ଏଥିପାଇଁ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ତାଙ୍କର ସ୍ଵାସ୍ଥ ଅବସ୍ତାରେ ବହୁତ ଶୀଘ୍ର ଉନ୍ନତି ଆସୁ ବୋଲି ସମସ୍ତେ କ୍ରିକେଟର ରିଷଭ ପନ୍ତଙ୍କ ପାଇଁ ସୁସ୍ଥ ଜୀବନ କାମନା କରିଛନ୍ତି । ଯଦି ଏହି ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *