ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ଲଭ ଅଫେୟାର ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।
ବନ୍ଧୁଗଣ ଏହି ବଲିଉଡ ଅଭିନେତ୍ରୀ ଜଣକ ହେଉଛନ୍ତି ଅନୁସ୍କା ଶର୍ମା । ଆପଣ ମାନେ ଅନେକ ସୁପର ହିଟ ଫିଲ୍ମରେ ଅନୁସ୍କାଙ୍କୁ ନିଶ୍ଚୟ ଦେଖିଥିବେ । ଅନୁସ୍କା ନିଜ ଅଭିନୟ ଓ ନିଜ ଲଭ ଅଫେୟାର ପାଇଁ ଗୋଟେ ସମୟରେ ବହୁତ ଚର୍ଚାରେ ରହିଥିଲେ ।
ବର୍ତ୍ତମାନ ଅନୁସ୍କା ଭାରତୀୟ କ୍ରିକେଟ ଟିମର କ୍ଯାପଟେନ ବିରାଟ କୋହିଲିଙ୍କୁ ବିବାହ କରି ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ହେଲେ ବନ୍ଧୁଗଣ ଗୋଟେ ସମୟ ଏପରି ଥିଲା ଯେବେ ଅନୁସ୍କା କେତେକ ଦିଗଜ ଅଭିନେତା ଓ ଖେଳାଳି ମାନଙ୍କ ସହ ଲଭ ଅଫେୟାର ରଖିଥିଲେ । ଆଜିଆମେ ଆପଣ ମାନଙ୍କୁ ଅନୁସ୍କାଙ୍କ ଲଭ ଅଫେୟାର ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜଣାଇବା ଏହା ବିଷୟରେ ।
ଜୋହେବ ୟୁସୁଫ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ମଡେଲ ଜୋହେବ ୟୁସୁଫ । ଅନୁସ୍କା ନିଜର ମଡେଲିଙ୍ଗ କାରିୟର ସମୟରେ ଜୋହେବଙ୍କ ସହ ସାକ୍ଷାତ କରିଥିଲେ । ମିଡିଆ ରିପୋର୍ଟସ ଅନୁସାରେ ଏହି ଦୁଇଜଣ ପରସ୍ପର ସହ ୨ ବର୍ଷ ପର୍ଯ୍ୟନ୍ତ ରିଲେସନରେ ଥିଲେ । ହେଲେ ଫିଲ୍ମରେ କାମ କରିବା ପରେ ଅନୁସ୍କା ଜୋହେବଙ୍କ ସହ ବ୍ରେକଅପ୍ କରିଥିଲେ ।
ରଣବିର ସିଂହ- ବନ୍ଧୁଗଣ ବିରାଟଙ୍କ ପୂର୍ବରୁ ଅନୁସ୍କା ବଲିଉଡ ଅଭିନେତା ରଣବିର କପୁରଙ୍କ ସହ ଲଭ ରିଲେସନରେ ଥିଲେ । ଗୋଟେ ସମୟରେ ଏହି ଦୁଇଜଣ ଏକା ସହ ଅନେକ ସୁପର ହିଟ ଫିଲ୍ମରେ କାମ କରିଥିଲେ ସେହି ସମୟରେ ଏହି ଦୁଇଜଣ ପରସ୍ପରକୁ ପ୍ରେମ କରି ବସିଥିଲେ । ହେଲେ ବହୁତ କମ ସମୟରେ ଏହି ଦୁଇଜଣଙ୍କ ବ୍ରେକଅପ୍ ହୋଇଯାଇଥିଲା ।
ରଣବିର କପୁର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ରଣବିର କପୁର । ଗୋଟେ ସମୟରେ ରଣବିରଙ୍କ ସହ ଅନୁସ୍କାଙ୍କ ନାମ ଯୋଡା ଯାଇଥିଲା । ଏହି ଦୁଇଜଣ ଏକା ସହ ଫିଲ୍ମ ‘ ଏ ଦିଲ ହେ ମୁସ୍କିଲ’ରେ କମ କରିଥିଲେ । ସେହି ସମୟରେ ଏହି ଦୁଇଜଣ ପରସ୍ପରକୁ ବହୁତ ସମୟ ପର୍ଯ୍ୟନ୍ତ ଡେଟ କରିଥିଲେ । ହେଲେ ଏହି ଦୁଇଜଣ କେବେହେଲେ ନିଜ ରିଲେସନ ବିଷୟରେ ମିଡିଆରେ କହିନଥିଲେ ।
ସାହିଦ କପୁର- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ସହିଦ କପୁର । ବନ୍ଧୁଗଣ ଏହି ଦୁଇଜଣ ଏକା ସହ ଫିଲ୍ମ ‘ବଦ୍ମାସ କମ୍ପାନୀ’ରେ କାମ କରିସାରିଛନ୍ତି । ସେହି ସମୟରେ ବହୁତ ଥର ଏହି ଦୁଇଜଣଙ୍କୁ ଏକା ସହ ଦେଖାଯାଇଥିଲା । ଗୋଟେ ପାର୍ଟିରେ ଏହି ଦୁଇଜଣ ପରସ୍ପରକୁ କିସ୍ ମଧ୍ୟ କରିଥିବାର ନଜର ଆସିଛନ୍ତି ।
ସୁରେଶ ରାଇନା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଭାରତୀୟ କ୍ରିକେଟ ଟିମର ଦିଗଜ ଖେଳାଳି ସୁରେଶ ରାଇନା । ମିଡିଆ ରିପୋର୍ଟସ ଅନୁସାରେ ଏହି ଦୁଇଜଣ ପ୍ରଥମ ଥର ପାଇଁ ଲଣ୍ଡନରେ ସାକ୍ଷାତ କରିଥିଲେ । ଏହି ଦୁଇଜଣ କିଛି ସମୟ ପର୍ଯ୍ୟନ୍ତ ରିଲେସନରେ ଥିଲେ ହେଲେ ଏମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା ।
ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ