ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଦୁଇଜଣ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି । ଅନୁଭବ ଓ ବର୍ଷା ପ୍ରେମ ବିବାହ କରିଥିଲେ ହେଲେ ଗତ କିଛି ଦିନ ହେବ ସେମାନଙ୍କ ମଧ୍ୟରେ ମନ ମାଳିନ ଦେଖିବାକୁ ମିଳୁଛି । ଏହି ଦୁଇଜଣ ନିଜ ପର୍ଶନାଲ ଲାଇଫ ଓ ନିଜ ପ୍ରଫେସନାଲ ଲାଇଫକୁ ନେଇ ସବୁବେଳେ ଚର୍ଚାରେ ରୁହନ୍ତି ।
ଏହି ଦୁଇଜଣଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ଅନୁଭବ ଓ ବର୍ଷାଙ୍କ କଳହ ବିଷୟରେ ଆପଣ ମାନେ ନିଶ୍ଚୟ ଜାଣିଥିବେ । ଏହି ଦୁଇଜଣ ଗତ କିଛି ମାସ ହେବ ଅଲଗା ହୋଇ ରହୁଛନ୍ତି ହେଲେ ବର୍ତ୍ତମାନ ଏହି ଦୁଇଜଣଙ୍କର ଏକଜ ବଡ ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଦୁଇଜଣଙ୍କ ବିଷୟରେ ।
ବନ୍ଧୁଗଣ ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କର ଏକ ନୂଆ ଫିଲ୍ମ ଆସିବାକୁ ଯାଉଛୁ ଯାହାର ନାମ ହେଉଛି ‘ବିଜୟିନୀ’। ବିବାହ ପରେ ବର୍ଷା ବଡ ପରଦାରେ ବହୁତ କମ ଥର ନଜର ଆସିଥିଲେ । ବହୁତ ବର୍ଷ ପରେ ବର୍ଷା ପୁଣି ଓଲିଉଡ ଇଣ୍ଡଷ୍ଟ୍ରିକୁ ଫେରି ଅଛନ୍ତି । ଏହି ଫିଲ୍ମ ପାଇଁ ଅନୁଭବ ତାଙ୍କୁ ଶୁବେଚ୍ଚା ଜଣାଇଛନ୍ତି । ଅନୁଭବ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ବର୍ଷାଙ୍କୁ ଶୁବେଚ୍ଚା ଜଣାଇଛନ୍ତି ।
ଅନୁଭବ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ଲେଖିଛନ୍ତି-‘ସମ୍ମାନନୀୟ ବର୍ଷା ପ୍ରିୟଦର୍ଶନୀ, ତୁମ ନୂଆ ଚଳଚିତ୍ର ଶୁ-ଟି-ଙ୍ଗ ବିଷୟରେ ଜାଣିବାକୁ ପାଇଲି । ଆରମ୍ଭରୁ ହିଁ ତୁମେ ଆତ୍ମ ବିଶ୍ଵାସୀ ଓ ନିଜ କର୍ମ କ୍ଷେତ୍ରରେ ନିଷ୍ପତ୍ତି ନେବାରେ ସ୍ଵାଧୀନ ରହି ଆସିଛ । ଶୁବେଚ୍ଚା ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମୁ ଓ ମୋ ପରିବାର ତୁମର ସଫଳତା କାମନା କରୁଛୁ’। ତା ହେଲେ ବନ୍ଧୁଗଣ ବର୍ଷାଙ୍କ ନୂଆ ଚଳଚିତ୍ର ‘ବିଜୟିନୀ’ ବହୁତ ଶୀଘ୍ର ଆସିବାକୁ ଯାଉଛି ।
ଏହି ଫିଲ୍ମରେ ବର୍ଷାଙ୍କ ସହ ଦେବାଶିଷ ଓ ଅନେକ ନୂଆ ନୂଆ କଳାକାର ମାନେ ନଜର ଆସିବେ । ଏହି ଫିଲ୍ମର ସଙ୍ଗୀତ ନିର୍ଦେଶନା କରିଛନ୍ତି ଓଡିଶାର ବିଶିଷ୍ଠ ସଙ୍ଗୀତଜ୍ଞ ପ୍ରେମାନନ୍ଦ । ବର୍ଷାଙ୍କ ନୂଆ ଫିଲ୍ମ ବିଷୟରେ ଜାଣିବା ପରେ ଅନୁଭବ ତୁରନ୍ତ ତାଙ୍କୁ ଶୁବେଚ୍ଚା ଜଣାଇଛନ୍ତି । ତେବେ ବନ୍ଧୁଗଣ ଏହା ହେଉଛି ଏକ ଖୁସିର କଥା । ଏହି ଦୁଇଜଣ ବହୁତ ଶୀଘ୍ର ମିଶି ଯାନ୍ତୁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବର୍ଷା ଓ ଅନୁଭବଙ୍କ ଯୋଡି କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।