ଫେମସ ଓଡିଆ ଅଭିନେତ୍ରୀ Usasi Mishra ଙ୍କ Family ଓ Biography ଆଗରୁ କେବେ ବି ଦେଖି ନଥିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଏହା ସହିତ ଅଭିନେତ୍ରୀ ମାନେ ନିଜ ବିବାହ ଓ ନିଜ ଲଭ ଲାଇଫ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆଜିଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ଉସସି ମିଶ୍ର ।

ଉସସି ମିଶ୍ର ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନେକ ସୁପର ହିଟ ଫିଲ୍ମ ଦେଇଛନ୍ତି । ତାଙ୍କ ଅଭିନୟକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଉସସିଙ୍କ ଜୀବନ ସହ ଜଡିତ କିଛି ଏମିତି କଥା କହିବୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଉସସି ପ୍ରଥମେ ୧୯୯୮ ମସିହାରେ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ । ସେ ପ୍ରାୟ ୩୦ରୁ ଅଧିକ ଓଡିଆ ଫିଲ୍ମରେ ଅଭିନୟ କରିସାରିଛନ୍ତି । ସେ ଓଡିଆ ଫିଲ୍ମ ସହିତ ତେଲୁଗୁ ଓ ବଙ୍ଗଳା ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ଆପଣ ମାନେ ତାଙ୍କର ସୁନ୍ଦରତା ଅଭିନୟକୁ ଅନେକ ଫିଲ୍ମରେ ଦେଖିଥିବେ । ଗତ ସମୟରେ ସେ ଓଡିଆ ସହିତ ଯାତ୍ରା ଦୁନିଆରେ ମଧ୍ୟ ପାଦ ଦେଇଥିଲେ ।

ସେ ଯାତ୍ରା ଦୁନିଆରେ ନିଜ ଜବରଦସ୍ତ ଅଭିନୟ ଦେଖାଇଥିଲେ । କିନ୍ତୁ ଯାତ୍ରା ଦୁନିଆରେ ଥିବା ସମୟରେ ତାଙ୍କ ସହ କିଛି ଅଡିଏନ୍ସ ମାନେ ଝଗଡା କରିଦେଇଥିଲେ । ଯାହାଫଳରେ ସେ ଯାତ୍ରା ଦୁନିଆକୁ ଛାଡି ଦେଇଥିଲେ । ବର୍ତ୍ତମାନ ସମୟରେ ଉସସି ଓଡିଆ ଧାରାବାହିକ ଗୁଡିକରେ ନଜର ଆସୁଛନ୍ତି । ବନ୍ଧୁଗଣ ଉସସି ୧୯୭୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଓ ବର୍ତ୍ତମାନ ତାଙ୍କୁ ୪୫ ବର୍ଷ ବୟସ ହୋଇସାରିଛି ।


ଉସସି ବର୍ତ୍ତମାନ ନିଜ ପାରିବାର ସହ ଭୁବନେଶ୍ଵରରେ ରହୁଛନ୍ତି । ବନ୍ଧୁଗଣ ଉସସି ବର୍ତ୍ତମାନ ଏକା ରହୁଛନ୍ତି କାରଣ ଗତ ବର୍ଷ ଉସସି ଓ ତାଙ୍କ ସ୍ଵାମୀଙ୍କ ମଧ୍ୟରେ ତଲାକ ହୋଇଯାଇଥିଲା । ୨୦୧୦ ମସିହାରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ହେଲେ ଏହି ବିବାହ ଅଧିକ ସମୟ ପର୍ଯ୍ୟନ୍ତ ରହି ନଥିଲା ।

ବିବାହର ୧୦ ବର୍ଷ ପରେ ସେ ନିଜ ସ୍ଵାମୀଙ୍କ ଠାରୁ ତଲାକ ନେଇ ଯାଇଛନ୍ତି ଓ ବର୍ତ୍ତମାନ ସେ ନିଜ କାରିୟର ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଉସସି ମିଶ୍ର କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *