ବର୍ତ୍ତମାନ କରୋନା ମହାମାରୀ ନଜର ତାଣ୍ଡବ ରାଚୁଛି । ପ୍ରତିଦିନ କେତେ ଯେ ଜୀବନ ଚାଲି ଯାଉଛି ଓ କେତେ ପିଲା ଅନାଥ ହେଇ ଯାଉଛନ୍ତି ତାର ସୀମା ନାହିଁ । ବଲିଉଡ ହେଉ ବା ଓଲିଉଡରୁ ସବୁବେଳେ କିଛି ନା ଖରାପ ଖବର ଆସି ପହଞ୍ଚୁଛି ।
ଆମେ ଗତ ବର୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ କଳାକାର ଙ୍କୁ ହରାଇ ସାରିଛୁ । ଆଜି ଆମେ ସେହି ଓଡିଆ କଳାକାରଙ୍କ ବିଷୟରେ କଥା ହେବା ଯେଉଁମାନେ ଏହି କାରୋନା ମହାମାରୀ ରେ ନିଜର ପ୍ରାଣ ହରାଇଛନ୍ତି । ତେବେ ଚାଳନ୍ତୁ ଜାଣିବା । ୧. ତପୁ ମିଶ୍ର- ଆପଣ ମାନେ ତ ଜାଣିଥିବେ ଗତ ଏକ ମାସ ଧରି କରୋନା ମ-ହା-ମା-ରୀ ସହ ଲଢେଇ କରିବା ପରେ ସେ ବର୍ତ୍ତମାନ ଆର ପାରିକୁ ଚାଲି ଯାଇଛନ୍ତି । ତାଙ୍କ ପରଲୋକ ରେ ସାରା ଓଲିଉଡ ରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ଫୁସଫୁସ ୭୫ ଭାଗ ନଷ୍ଟ ହୋଇ ଥିବାରୁ ତାଙ୍କର ପରଲୋକ ହୋଇ ଯାଇଛି ।
୨. ବିଜୟ ମହନ୍ତି- ବନ୍ଧୁଗଣ ପ୍ରଥମ ଅଭିନେତା ଜଣକ ହେଉଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ‘ବିଜୟ ମହାନ୍ତି’ । ୧୯୫୦ ମସିହା ଏପ୍ରିଲ ମାସ ୮ ତାରିଖରେ ଜନ୍ମଗ୍ରହଣ କରିଥିବା ଅଭିନେତା ବିଜୟ ମହାନ୍ତି ୭୦ ବର୍ଷ ବୟସ ରେ ଜୁଲାଇ ୨୦ ୨୦୨୦ ମସିହାରେ ମୃ-ତ୍ୟୁ ବରଣ କରିଥିଲେ ।
ଏହି ଅଭିନେତା କୋରନା ରେ ପୀଡିତ ଥିଲେ ଏବଂ ତାଙ୍କ ମୃ-ତ୍ୟ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ହାର୍ଟ ଆଟାକ ଦ୍ଵାରା ହୋଇଥିଲା । ସେ ନିଜ ଝିଅ ଙ୍କୁ ସାକ୍ଷାତ କରିବା ନିମନ୍ତେ ହାଇଦ୍ରାବାଦ ଯାଇଥିବା ସମୟରେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ପରେ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ନି-ଧ-ନ ହୋଇଥିଲା ।
୩. ଚାରଣ ରାମଦାଶ- ଚାରଣ ରାମଦାଶ ଗତ କିଛି ଦିନ ପୂର୍ବେ କାରୋନା ମହାମାରୀରେ ପୀଡିତ ହୋଇ ମୃ-ତ୍ୟୁ ବରଣ କରିଛନ୍ତି । ସେ ନିଜ ପ୍ରବଚନ ମାଧ୍ୟମରେ ଓଡିଶାର ଘରେ ଘରେ ପରିଚିତ ହୋଇ ପାରିଥିଲେ ।
୪. ରବି ମିଶ୍ର- ବନ୍ଧୁଗଣ ଆପଣ ମାନେ ରବି ମିଶ୍ର ଙ୍କୁ ‘ହେ ପ୍ରଭୁ’ ସିରିଆଲ ରେ ନିଶ୍ଚିତ ଭାବରେ ଦେଖିଥିବେ । ଏହି ଅଭିନେତା ପୂର୍ବରୁ ଅନେକ ଫିଲ୍ମ ଓ ସିରିଆଲ ରେ କାମ କରିଛନ୍ତି । ତେବେ ଅଭିନେତା ରବି ମିଶ୍ର ମଧ୍ୟ କୋରନା ରୋଗ ରେ ପୀଡ଼ିତ ଥିଲେ ଏବଂ ଗତ ବର୍ଷ ସେ ଏହି ମହାମାରୀ ରେ ନିଜର ପ୍ରାଣ ହରାଇଥିଲେ ।
୫. ଅଜିତ ଦାସ- ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ‘ଅଜିତ ଦାସ’ ଙ୍କ ମୃ-ତ୍ୟ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ବାପ ଛେଉଣ୍ଡ କରି ଦେଇଥିଲା । ଏହି ଅଭିନେତା କୋରୋନା ରୋଗରେ ପୀଡ଼ିତ ଥିଲେ ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ୧୩ ସେପ୍ଟେମ୍ବର ୨୦୨୦ ମସିହାରେ ୮୦ ବର୍ଷ ବୟସ ରେ ତାଙ୍କର ମୃ-ତ୍ୟ ଘଟିଥିଲା ।
୬. ଅଭିଷେକ- ବନ୍ଧୁଗଣ ତରଙ୍ଗ ଟିଭି ଚ୍ୟାନେଲ ରେ ପ୍ରସାରିତ ଧାରାବାହିକ ‘ମାୟା’ ର ଡ଼ାଇରେକ୍ଟର କୋରନା ରୋଗ ରେ ଆକ୍ରାନ୍ତ ହୋଇଥିଲେ ଏବଂ କିଛି ଦିନ ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ଘଟିଛି । ଏହି ସମ୍ବନ୍ଧରେ ସିରିଆଲ ର ଲିଡ଼ ଅଭିନେତା ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରି ସମସ୍ତ ଦର୍ଶକ ଙ୍କୁ ଜଣାଇଥିଲେ ।
୭. ପ୍ରଦୀପ ମହାରଥୀ- ବନ୍ଧୁଗଣ ପିପିଲି ର ବିଧାୟକ ପ୍ରଦୀପ ମହାରଥୀ କୋରନା ମହାମାରୀ ରେ ସଂକ୍ରମିତ ହୋଇଥିଲେ ଏବଂ ଏହି ବରିଷ୍ଠ ନେତା ଙ୍କ ମୃତ୍ୟୁ ମଧ୍ୟ ଏହି ମହାମାରୀ ଦ୍ଵାରା ହୋଇଥିଲା । ଏଥିରେ ଆପଣଙ୍କ ମତାମତ ଆମକୁ ଦିଅନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ