ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଥାନ୍ତି । ହେଲେ ବନ୍ଧୁଗଣ ଏପରି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ପ୍ରେମ ପାଇଁ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡର ଏପରି ତିନୋଟି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଗୋଟିଏ ଅଭିନେତାଙ୍କୁ ପ୍ରେମ କରିଥିଲେ ହେଲେ ସେମାନଙ୍କୁ ଧୋକା ମିଳିଥିଲା । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ବନ୍ଧୁଗଣ ଗୋଟେ ସମୟରେ ରବିନା ଟଣ୍ଡନ, କରିସ୍ମା କପୁର ଓ ତବ୍ବୁ ବହୁତ ଚର୍ଚାରେ ରହୁଥିଲେ ।କାରଣ ଗୋଟେ ସମୟରେ ଏହି ତିନି କେହି କାହାଠାରୁ କମ ନଥିଲେ, ସମସ୍ତଙ୍କ ଅଭିନୟ ଓ ସୁନ୍ଦରତାକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରୁଥିଲେ ।
ବନ୍ଧୁଗଣ ଗୋଟେ ସମୟରେ ଏହି ତିନିଜଣ ଲୋକପ୍ରିୟ ଅଭିନେତ୍ରୀ ବଲିଉଡର ଗୋଟିଏ ଅଭିନେତାଙ୍କୁ ପ୍ରେମ କରିଥିଲେ ହେଲେ ସେମାନେ ନିଜ ପ୍ରେମକୁ ପାଇପାରି ନଥିଲେ । ସେହି ଅଭିନେତା ଜଣକ ହେଉଛନ୍ତି ବଲିଉଡ ସୁପର ଷ୍ଟାର ଅଜୟ ଦେବଗନ । ବନ୍ଧୁଗଣ ଆପଣ ମାନେ ସାମସ୍ତେ ଅଜୟଙ୍କର ବହୁତ ସୁପର ହିଟ ବଲିଉଡ ଫିଲ୍ମ ଦେଖିଥିବେ । ଅଜୟ ନିଜ ଅଭିନୟ ଓ ନିଜ ଷ୍ଟାଇଲ ପାଇଁ ବହୁତ ଚର୍ଚାରେ ରୁହନ୍ତି । ବଲିଉଡର ଏହି ତିନି ଜଣ ଅଭିନେତ୍ରୀ ଅଜୟ ଦେବଗନଙ୍କୁ ପ୍ରେମ କରିଥିଲେ ।
ରବିନା ଟଣ୍ଡନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ । ଗୋଟେ ସମୟରେ ଏହି ଦୁଇଜଣ ପରସ୍ପର ସହ ବହୁତ ଫିଲ୍ମରେ ଅଭିନୟ କରୁଥିଲେ, ଏମାନଙ୍କ ଯୋଡିକୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରୁଥିଲେ । କିଛି ଫିଲ୍ମରେ ଅଭିନୟ କରିବା ପରେ ଏହି ଦୁଇଜଣ ପରସ୍ପରକୁ ପ୍ରେମ କରି ବସିଥିଲେ । ସେତେବେଳେ ରବିନା ଅଜୟଙ୍କ ପାଇଁ ବହୁତ ଡିପ୍ରେସନରେ ମଧ୍ୟ ରହୁଥିଲେ । ହେଲେ କିଛି ବର୍ଷ ପରେ ଏକ ବଡ ବିବାଦ ପାଇଁ ଏମାନେ ଅଲଗା ହୋଇଯାଇଥିଲେ ।
କରିସ୍ମା କପୁର- ବନ୍ଧୁଗଣ ଗୋଟେ ସମୟରେ କରିସ୍ମା ଓ ଅଜୟ ନିଜ ପ୍ରେମ ପାଇଁ ବହୁତ ଚର୍ଚାରେ ଥିଲେ । ଏମାନେ କିଛି ଫିଲ୍ମରେ ପରସ୍ପର ସହ ଅଭିନୟ କରିବା ଦ୍ଵାରା ପରସ୍ପରକୁ ପ୍ରେମ କରି ବସିଥିଲେ । ହେଲେ ଏହି ଦୁଇଜଣଙ୍କ ମଧ୍ୟରେ ଅଭିନେତ୍ରୀ କାଜୋଲ ଆସିଯାଇଥିଲେ, ଯାହାଫଳରେ ଏମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା ।
ତବ୍ବୁ- ବନ୍ଧୁଗଣ ଅଜୟ ଓ ତବ୍ବୁ ପିଲା ଦିନରୁ ବହୁତ ଭଲ ସାଙ୍ଗ ଥିଲେ । ହେଲେ ଏହି ଦୁଇଜଣ ଯେତେବେଳେ ୧୯୯୫ ମସିହାରେ ଫିଲ୍ମ ‘ହକିକତ’ରେ କାମ କରିଥିଲେ ସେତେବେଳେ ଏମାନେ ପରସ୍ପରକୁ ପ୍ରେମ କରି ବସିଥିଲେ । ହେଲେ ବନ୍ଧୁଗଣ ଏମାନେ କିଛି ବର୍ଷ ପରେ ପରସ୍ପର ସହ ବୁଝାବଣା ହୋଇ ଅଲଗା ହୋଇଯାଇଥିଲେ । ଏହି ଦୁଇଜଣ ଆଜି ମଧ୍ୟ ବହୁତ ଭଲ ସାଙ୍ଗ ଅଛନ୍ତି ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ