ଓଡିଆ ସିରିଏଲ “ତାରିଣୀ ଆଖିର ତାରା” ର ଷ୍ଟାର ମାନଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ପାର୍ଟନର, ନମ୍ବର 8 ଙ୍କ ଗର୍ଲଫ୍ରେଣ୍ଡ ଲାଗନ୍ତି ବହୁତ ସୁନ୍ଦର

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଲୋକପ୍ରିୟ ଧାରାବାହିକ ‘ତାରେଣୀ ଆଖିର ତାରା’ ନିଶ୍ଚୟ ଦେଖିଥିବେ । ଏହି ଧାରାବାହିକରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ନିଜର ସୁନ୍ଦର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ଏମାନେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି କଳାକାର ମାନଙ୍କ ରିଅଲ ଲାଇଫ ପାର୍ଟନର ମାନଙ୍କ ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି କଳାକାର ମାନଙ୍କ ରିଅଲ ଲାଇଫ ପାର୍ଟନର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।

ମାମୁନି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ମାମୁନି । ଏହି ସିରିଏଲରେ ମାମୁନି ରୁକ୍ମିଣୀର ଭୂମିକାରେ ନଜର ଆସୁଛନ୍ତି । ଏ ହେଉଛନ୍ତି ମାମୁନିଙ୍କ ରିଅଲ ଲାଇଫ ସ୍ଵାମୀ ଓ ତାଙ୍କର ଏକ ଝିଅ ମଧ୍ୟ ରହିଛି ।

ଆସୀମା ପତି- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅସୀମା ପତି । ଏହି ସିରିଏଲରେ ଅସୀମା ତାରାର ଭୂମିକାରେ ନଜର ଆସୁଛନ୍ତି । ଅସୀମା ଏକ ପୁଅ ସହ ୪ ବର୍ଷ ହେବ ଲଭ ରିଲେସନରେ ଅଛନ୍ତି ଓ ବହୁତ ଶୀଘ୍ର ସେ ବିବାହ ମଧ୍ୟ କରିବାକୁ ଯାଉଛନ୍ତି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ନିଜ ବୟଫ୍ରେଣ୍ଡର ଫଟୋକୁ ରିଭିଲ କରିନାହାନ୍ତି ।

କାଜଲ ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି କାଜଲ ମିଶ୍ର । କାଜଲ ଏହି ସିରିଏଲରେ ମୋହିନୀର ଭୂମିକାରେ ନଜର ଆସୁଛନ୍ତି । ଏ ହେଉଛନ୍ତି କାଜଲଙ୍କ ରିଅଲ ଲାଇଫ ସ୍ଵାମୀ ଯାହାଙ୍କର ନାମ ହେଉଛି ଦୁସମନ୍ତ ପଣ୍ଡା । ଦୁସମନ୍ତ ଏକ ଓଲିଉଡ ଅଭିନେତା ଅଟନ୍ତି ।

ଦେବ ମହାନ୍ତି- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଦେବ ମହାନ୍ତି । ଏହି ସିରିଏଲରେ ଦେବ ତରୁଣର ଭୂମିକାରେ ନଜର ଆସୁଛନ୍ତି । ଦେବ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି ଓ ସେ ସିଙ୍ଗଲ ଅଛନ୍ତି । ବର୍ତ୍ତମାନ ସେ ନିଜ କାରିୟର ଉପରେ ଅଧିକ ଧ୍ୟାନ ଦେଉଛନ୍ତି ।

ମିଲି ମହାନ୍ତି- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ମିଲି ମହାନ୍ତି ଯିଏ କି ଏହି ସିରିଏଲରେ କନିକାର ଭୂମିକାରେ ନଜର ଆସୁଛନ୍ତି । ଏ ହେଉଛନ୍ତି ମିଲିଙ୍କ ରିଅଲ ଲାଇଫ ସ୍ଵାମୀ । ମିଲିଙ୍କର ଏକ ପୁଅ ମଧ୍ୟ ଅଛି ।

ମିଥିଲେସ କୁମାର- ବନ୍ଧୁଗଣ ଆମ ଲିଷ୍ଟ ଷଷ୍ଟ ସ୍ଥାନରେ ଅଛନ୍ତି ମିଥିଲେସ କୁମାର । ମିଥିଲେସ ଏହି ସିରିଏଲରେ ବୀରର ଭୂମିକାରେ ନଜର ଆସୁଛନ୍ତି । ମିଥିଲେସ ରିଅଲ ଲାଇଫରେ ବିବାହ କରିଛନ୍ତି ଆଉ ଏ ହେଉଛନ୍ତି ତାଙ୍କ ସ୍ତ୍ରୀ ।

ସୁମନ ପାଟନାୟକ- ବନ୍ଧୁଗଣ ଆମ ଲିଷ୍ଟର ସପ୍ତମ ସ୍ଥାନରେ ଅଛନ୍ତି ସୁମନ ପଟନାୟକ । ବନ୍ଧୁଗଣ ସୁମନ ଏହି ସିରିଏଲରେ ତାରେଣୀର ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ସୁମନ ରିଅଲ ଲାଇଫରେ ବିବାହ କରି ନାହାନ୍ତି ଓ ସେ ସିଙ୍ଗଲ ଅଛନ୍ତି ।

ସପ୍ଲୀନ ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସପ୍ଲୀନ ମିଶ୍ର । ସପ୍ଲୀନ ଏହି ସିରିଏଲରେ ତୁଷାରର ଭୂମିକାରେ ନଜର ଆସୁଛନ୍ତି । ସପ୍ଲୀନ ବର୍ତ୍ତମାନ ସୁଶ୍ରୀ ସବିତାଙ୍କୁ ଡେଟ କରୁଛନ୍ତି ଶୁଣିବାକୁ ମିଳୁଛି ହେଲେ ସେ ନିଜ ରିଲେସନ ବିଷୟରେ କାହାକୁ ଜଣାଇ ନାହାନ୍ତି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *