ବନ୍ଧୁଗଣ ଆପଣ ମାନେ ସମସ୍ତେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ଅନେକ ଧାରାବାହିକ ଗୁଡିକୁ ନିଶ୍ଚୟ ଦେଖିଥିବେ । ଏହି ଧାରାବାହିକ ଗୁଡିକରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ମଧ୍ୟ ଆପଣ ମାନେ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି ଓ ଏମାନଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ହେଲେ ବନ୍ଧୁଗଣ ଏହି ହିରୋଇନ ମାନଙ୍କ ମଧ୍ୟରେ ସବୁଠାରୁ ଧନୀ ହିରୋଇନ ମାନଙ୍କ ବିଷୟରେ କଣ ଆପଣ ମାନେ ଜାଣିଛନ୍ତି ।
ଆଜି ଆମେ ଆପଣ ମାନଙ୍କୁ ସବୁଠାରୁ ଧନୀ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ତାରା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ତାରା । ଆପଣ ମାନେ ସମସ୍ତେ ତାରାଙ୍କୁ ‘ତାରେଣୀ ଆଖିର ତାରା’ ସିରିଏଲରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲର ଗୋଟିଏ ଏପିଷୋଡରେ କାମ କରିବା ପାଇଁ ତାରା ୧୦ ରୁ ୧୫ ହଜାର ଟଙ୍କା ନେଉଛନ୍ତି । ସେ ଏହି ସିରିଏଲରେ କାମ କରି ସଫଳତା ହାସଲ କରିଛନ୍ତି । ବନ୍ଧୁଗଣ ତାଙ୍କ ପାଖରେ ସର୍ବ ମୋଟ ୧୦ ରୁ ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି ।
ମଙ୍ଗଳା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ମଙ୍ଗଳା । ବନ୍ଧୁଗଣ ଆପଣ ମାନେ ସମସ୍ତେ ମଙ୍ଗଳାଙ୍କୁ ‘ମଙ୍ଗଳା ଚରଣ’ ସିରିଏଲରେ ନିଶ୍ଚୟ ଦେଖିଥିବେ । ମଙ୍ଗଳା ମଧ୍ୟ ଗୋଟେ ଏପିଷୋଡ ପାଇଁ ୧୦ ରୁ ୧୫ ହଜାର ଟଙ୍କା ନିଅନ୍ତୁ । ସେ ଏହି ସିରିଏଲରେ ମୁଖ୍ୟ ଅଭିନେତ୍ରୀର ଭୂମିକାରେ ନଜର ଆସୁଛନ୍ତି । ମଙ୍ଗଳାଙ୍କ ପାଖରେ ୧୭ ରୁ ୨୦ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି ।
ଇତି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଇତି । ଇତିଙ୍କୁ ଆପଣ ମାନେ ‘ସିନ୍ଦୁରର ଅଧିକାର’ ସିରିଏଲରେ ନିଶ୍ଚୟ ଦେଖିଥିବେ ଏହି ସିରିଏଲର ଗୋଟେ ଏପିଷୋଡ କରିବା ପାଇଁ ଇତି ୧୫ ରୁ ୧୮ ହଜାର ଟଙ୍କା ନିଅନ୍ତି । ତାଙ୍କର ସର୍ବ ମୋଟ ସମ୍ପତ୍ତି ହେଉଛି ୨୫ ଲକ୍ଷ ଟଙ୍କା ।
ରୁଦ୍ରୀ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ରୁଦ୍ରୀ । ରୁଦ୍ରୀ ‘ମାୟା’ ସିରିଏଲରେ ମୁଖ୍ୟ ଅଭିନେତ୍ରୀର ଭୂମିକାରେ ନଜର ଆସୁଛନ୍ତି । ସେ ଏହି ସିରିଏଲର ଗୋଟେ ଏପିଷୋଡ ପାଇଁ ୨୦ ରୁ ୨୫ ହଜାର ଟଙ୍କା ନିଅନ୍ତି । ତାଙ୍କ ପାଖରେ ସର୍ବ ମୋଟ ୩୫ ଲକ୍ଷ ଟଙ୍କାର ସମ୍ପତ୍ତି ଅଛି ।
ତାରେଣୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ତାରେଣୀ । ଆପଣ ମାନେ ସମସ୍ତେ ତରେଣୀଙ୍କୁ ‘ତାରେଣୀ ଆଖିର ତାରା’ ସିରିଏଲରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲର ଗୋଟେ ଏପିଷୋଡ କରିବା ପାଇଁ ତାରେଣୀ ପ୍ରାୟ ୨୫ ରୁ ୩୦ ହଜାର ଟଙ୍କା ନିଅନ୍ତି । ତାଙ୍କ ପାଖରେ ପ୍ରାୟ ୪୦ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ