ବନ୍ଧୁଗଣ ଆପଣ ମାନେ ତରଙ୍ଗ ଟିଭି ଚ୍ୟାନେଲ ରେ ପ୍ରସାରିତ ଧାରାବାହିକ ‘ତାରା ତାରିଣୀ’ ନିଶ୍ଚିତ ଭାବରେ ଦେଖିଥିବେ।ଏହି ସିରିଆଲ ଓଡ଼ିଶା ର ନମ୍ବର ୧ ସିରିଆଲ ଭାବରେ ପରିଚିତ।
ଏହି ଧାରାବାହିକ ରେ ଅଭିନୟ କରିଥିବା ସମସ୍ତ କଳାକାର ଙ୍କ ଦମଦାର ଅଭିନୟ ପ୍ରଦର୍ଶନ ମଧ୍ୟ ଦେଖିଥିବେ। ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଧାରାବାହିକ ରେ ଅଭିନୟ କରୁଥିବା ସମସ୍ତ କଳାକାର ଙ୍କ ଗୋଟିଏ ଦିନ ର ଦରମା ସମ୍ବନ୍ଧରେ କହିବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।
୧. ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି କୁନି ତାରିଣୀ। ଆପଣ ମାନେ ତ ଜାଣିଛନ୍ତି ଯେ କୁନି ତାରିଣୀ ଏହି ଧାରାବାହିକ ରେ ଡବଲ ରୋଲ କରନ୍ତି। ସେ ଗୋଟିଏ ଦିନ ର ସୁ-ଟିଂ ପାଇଁ ୨୦୦୦ ଟଙ୍କା ନେଇଥାନ୍ତି।
୨. ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଭୀର। ସେ ଏହି ଧାରାବାହିକ ର ଗୋଟିଏ ଦିନର ସୁ-ଟିଂ ପାଇଁ ୧୦୦୦ ରୁ ୧୫୦୦ ଟଙ୍କା ନେଇଥାନ୍ତି।
୩. ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ନେହା।ଯିଏ ଏହି ଧାରାବାହିକ ରେ ତନୁଜା ଙ୍କ ବଡ଼ ଝିଅ ଭୂମିକା ରେ ଅଭିନୟ କରୁଛନ୍ତି। ନେହା ଙ୍କୁ ଗୋଟିଏ ଦିନ ର ସୁ-ଟିଂ ପାଇଁ ୨,୦୦୦ ଟଙ୍କା ମିଳିଥାଏ।
୪. ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ରିୟା। ଏହି ସିରିଆଲ ରେ ସେ ଖୁବ ସୁନ୍ଦର ଅଭିନୟ କରୁଛନ୍ତି। ରିୟା ଙ୍କୁ ଗୋଟିଏ ଦିନ ର ସୁ-ଟିଂ ପାଇଁ ୩,୦୦୦ ଟଙ୍କା ମିଳିଥାଏ।
୫. ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ତନୁଜା। ତନୁଜା ମଧ୍ୟ ଏହି ଧାରାବାହିକ ରେ ଖୁବ ସୁନ୍ଦର ଅଭିନୟ କରୁଛନ୍ତି। ତାଙ୍କୁ ଗୋଟିଏ ଦିନ ର ସୁ-ଟିଂ ପାଇଁ ୩,୦୦୦ ଟଙ୍କା ମିଳିଥାଏ।
୬. ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି କନିକା। ଆପଣ ମାନେ ଏହି ଧାରାବାହିକ ରେ କନିକା ଙ୍କୁ ନେଗେଟିଭ ଚରିତ୍ର ରେ ଦେଖିଥିବେ। ସେ ଗୋଟିଏ ଦିନ ର ସୁ-ଟିଂ ପାଇଁ ୪,୦୦୦ ଟଙ୍କା ନେଇଥାନ୍ତି।
୭. ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ରୂପମ ଙ୍କ ଜେଜେମା’।ଯିଏ ଅନେକ ସିରିଆଲ ଓ ଫିଲ୍ମ ରେ ଅଭିନୟ କରିଛନ୍ତି। ଜେଜେମା’ ଗୋଟିଏ ଦିନ ର ସୁ-ଟିଂ ପାଇଁ ୬,୦୦୦ ଟଙ୍କା ନେଇଥାନ୍ତି।
୮. ଏହି ଲିଷ୍ଟ ର ଅଷ୍ଟମ ସ୍ଥାନରେ ଅଛନ୍ତି ତାରିଣୀ। ଆପଣ ମାନେ ତାରିଣୀ ଙ୍କୁ ଅନେକ ସିରିଆଲ ଓ ଆଲବମ୍ ରେ ଦେଖିଥିବେ। ଏହି ଧାରାବାହିକ ରେ ତାରିଣୀ ଗୋଟିଏ ଦିନ ର ସୁ-ଟିଂ ପାଇଁ ୫,୦୦୦ ଟଙ୍କା ନେଇଥାନ୍ତି।
୯. ଏହି ଲିଷ୍ଟ ର ନବମ ସ୍ଥାନରେ ଅଛନ୍ତି ମୋହନା। ମୋହନା ଏହି ଧାରାବାହିକ ରେ ନେଗେଟିଭ ଭୂମିକା ରେ ଅଭିନୟ କରୁଛନ୍ତି। ସେ ଗୋଟିଏ ଦିନ ର ସୁ-ଟିଂ ପାଇଁ ୫,୦୦୦ ଟଙ୍କା ନେଇଥାନ୍ତି।
୧୦. ଏହି ଲିଷ୍ଟ ର ଦଶମ ସ୍ଥାନରେ ଅଛନ୍ତି ରୂପମ। ରୂପମ ଏହି ଧାରାବାହିକ ରେ ମୁଖ୍ୟ ପାତ୍ର ଅଟନ୍ତି।ଏହି ଧାରାବାହିକ ରେ ସେ ଗୋଟିଏ ଦିନ ର ସୁ-ଟିଂ ପାଇଁ ୫୦୦୦ ରୁ ୭୦୦୦ ଟଙ୍କା ନେଇଥାନ୍ତି।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ