ଥରେ ଦେଖନ୍ତୁ ଏହି Video, Ollywood ସିଙ୍ଗର Tapu Mishra ଙ୍କ ବିୟୋଗରେ କାନ୍ଦି କାନ୍ଦି କଣ କହୁଛନ୍ତି ତାଙ୍କ ସ୍ଵାମୀ, ଶୁଣିଲେ ଆପଣ ବି କାନ୍ଦି ପକେଇବେ

ବନ୍ଧୁଗଣ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପୁଣି ଶୋକର ଛାୟା ଖେଳି ଯାଇଛି କାରଣ ଗତ କାଲି ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଦିଗଜ ଗାୟିକା ତପୁ ମିଶ୍ରଙ୍କ ଦେ-ହା-ନ୍ତ ହୋଇଛି । ବନ୍ଧୁଗଣ ଏହି ଖବର ଜାଣିବା ପରେ ସମସ୍ତ ଓଡିଶା ବାସୀ ସହ ଓଲିଉଡ ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ମାନେ ଦୁଃଖ ପ୍ରକାଶ କରିଛନ୍ତି ।

ତପୁ ଥିଲେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ପ୍ରସିଦ୍ଧ ଗାୟିକା । ସେ ଅନେକ ସୁପର ଫିଲ୍ମ ପାଇଁ ଗୀତ ଗାଇଛନ୍ତି ଓ ସେ କେତେକ ସୁନ୍ଦର ଭଜନ ମଧ୍ୟ ଗାଇଛନ୍ତି । ସେ ନିଜ କଣ୍ଠ ଓ ନିଜ ସ୍ଵର ପାଇଁ ଅନେକ ପୁରସ୍କାରରେ ସମ୍ମାନିତ ମଧ୍ୟ ହୋଇଛନ୍ତି । ଓଡିଆ ଇଣ୍ଡଷ୍ଟ୍ରିରେ ତାଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ଗତ କାଲି ସେ ପ୍ରାଣ ହରାଇଥିବାରୁ ଓଡିଆ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି ।

ବନ୍ଧୁଗଣ ଗତ ବର୍ଷ ପରି ଏହି ବର୍ଷ ମଧ୍ୟ ଭାରତର କେତେକ ବିଶିଷ୍ଟ ମଣିଷ କରୋନା ମହାମାରୀରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇଛନ୍ତି । ତପୁ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇଛନ୍ତି । ଏହି ଭାଇରସ ଗତ ବର୍ଷ ଅପେକ୍ଷା ଏହି ବର୍ଷ ବହୁତ ଶକ୍ତିଶାଳୀ ହେବା ସହ ଜନ ସାଧାରଣ ମାନଙ୍କ ମଧ୍ୟରେ ତୀବ୍ର ଗତିରେ ସଂକ୍ରମିତ ହେଉଛି ।

ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ତପୁ ମଧ୍ୟ ଗତ କିଛି ଦିନ ହେବ ଏହି ଭାଇରସରେ ସଂକ୍ରମିତ ହୋଇଥିଲେ ଓ ତାଙ୍କର ଚିକିର୍ତ୍ସା ଭୁବନେଶ୍ଵରର ଏହି ଘରୋଇ ହସ୍ପିଟାଲରେ ଚାଲିଥିଲା ।

ତାଙ୍କ ଶରୀରରେ ଆକ୍ସିଜେନ ସ୍ତର ଅଧିକ କମିଯିବାରୁ ତାଙ୍କ ଅବସ୍ତା ଗୁରୁତ୍ଵର ହୋଇଯାଇଥିଲା । ତପୁଙ୍କ ଦେ-ହା-ନ୍ତ-କୁ ନେଇ ତାଙ୍କ ସ୍ଵାମୀ ସୋସିଆଲ ମିଡିଆରେ ଏକ ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ତପୁଙ୍କ ସ୍ଵାମୀଙ୍କ ମତରେ-‘ ତାଙ୍କୁ ଗତ କାଲି ରାତି ୧୧ ଟାରେ ହସ୍ପିଟାଲ ଆଇସିୟୁରୁ ଫୋନ ଆସିଥିଲା । ହସ୍ପିଟାଲ କର୍ତ୍ତୁରପକ୍ଷ ତାଙ୍କୁ କହିଲେ ତପୁଙ୍କର ଆଉ ହାର୍ଟ ଚାଲୁ ନାହିଁ ଓ ସେ ଏହି ଦୁନିଆରେ ଆଉ ନାହାନ୍ତି । ଦେ-ହା-ନ୍ତ ପୂର୍ବରୁ ତାଙ୍କର ଚିକିତ୍ସା ଚାଲିଥିଲା ହେଲେ ତିନି ଦିନ ପୂର୍ବରୁ ତାଙ୍କ ଶରୀରରେ ଅକ୍ସିଜେନ ସ୍ତର ବହୁତ ଅଧିକ କମିଯାଇଥିଲା’ ।

ଏହାପରେ ଆଗକୁ ତାଙ୍କ ସ୍ଵାମୀ କହିଲେ-‘ତପୁଙ୍କ ଅକ୍ସିଜେନ ସ୍ତର ୪୦ ରୁ ୪୫ ଥିଲା । ଅବଶ୍ୟ ପୂର୍ବରୁ ତାଙ୍କ ଅବସ୍ତା ଅଧିକ ଗୁରୁତ୍ଵର ଥିଲା ହେଲେ ଧୀରେ ଧୀରେ ସେ ରିକଭରି ହେବାକୁ ଲାଗିଥିଲେ କିନ୍ତୁ ଗତ ତିନି ଦିନ ପୂର୍ବରୁ ତାଙ୍କ ଅବସ୍ତା ପୁଣି ଗୁରୁତ୍ଵର ହୋଇଯାଇଥିଲା । ତିନି ଦିନ ପୂର୍ବରୁ ତପୁଙ୍କ ଅବସ୍ତା ଏତେ ଶୋଚନୀୟ ହୋଇଯାଇଥିଲା ଯେ, ଡାକ୍ତର ମାନେ ମଧ୍ୟ ହାର ମାନି ଯାଇଥିଲେ । ହେଲେ ତାଙ୍କ ସ୍ଵାମୀ ହାର ମାନି ନଥିଲେ କିନ୍ତୁ ଗତ କାଲି ସେ ସମସ୍ତଙ୍କୁ ଛାଡି ଚାଲିଯାଇଥିଲେ’ ।

Leave a Reply

Your email address will not be published. Required fields are marked *