ମୃତ୍ୟୁ ପୂର୍ବରୁ Tapu ଙ୍କ ଶେଷ କଥା, Tapu ଙ୍କ ବିୟୋଗରେ କାନ୍ଦି କାନ୍ଦି କଣ କହୁଛନ୍ତି ତାଙ୍କ ସ୍ଵାମୀ Deepak, ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଥରେ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଭାରତ ରେ କରୋନା ର ଦ୍ଵିତୀୟ ଲହର ବହୁତ ପ୍ରଭାବଶାଳୀ ରହିଛି । ଏଥିରେ ଅନେକ ଲୋକ ନିଜର ପ୍ରାଣ ହରାଇ ସାରିଛନ୍ତି । ଅନେକ ସେଲିବ୍ରିଟି,ରାଜନେତା, ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଏଥିରେ ମୃ-ତ୍ୟୁ ବରଣ କରିଛନ୍ତି ।

ଠିକ ସେହି ପରି ଓଡ଼ିଆ ସିନେମା ଜଗତ ର ସୁପର ହିଟ ଗାୟିକା ତପୁ ମିଶ୍ର ମଧ୍ୟ କିଛି ଦିନ ପୂର୍ବରୁ କରୋନା ରୋଗ ରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ଫୁସଫୁସ ପର୍ଯ୍ୟନ୍ତ ସଂକ୍ରମଣ ବ୍ୟାପି ଯାଇଥିବାରୁ ତାଙ୍କ ଅବସ୍ଥା ବହୁତ ଗୁରୁତର ହୋଇ ଯାଇଥିଲା । ଚିକିତ୍ସଧୀନ ଅଵସ୍ଥା ରେ ଗତ କାଲି ରାତି ରେ ତାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା । ବନ୍ଧୁଗଣ ତପୁ ମିଶ୍ର ଓଡ଼ିଆ ସିନେମା ଜଗତ ରେ ଅନେକ ଗୁଡିଏ ଗୀତ ରେ ନିଜର କଣ୍ଠଦାନ କରିଛନ୍ତି ।

ତାଙ୍କ ଗୀତ ଗୁଡିକ ସବୁବେଳେ ବହୁତ ବହୁତ ହିଟ ହୋଇଥାଏ ଓ ଲୋକ ମାନଙ୍କୁ ମଧ୍ୟ ବହୁତ ଭଲ ଲାଗିଥାଏ । କିନ୍ତୁ ଦୁଖଃ ର ବିଷୟ ସେ ବର୍ତ୍ତମାନ ଆଉ ଆମ ଗ୍ରହଣ ରେ ନାହାନ୍ତି । କରୋନା ରେ ପିଡୀତ ହେବା ପରେ ସେ ସୁସ୍ଥ ହୋଇଯାଇଥିଲେ କିନ୍ତୁ ସଂକ୍ରମଣ ତାଙ୍କ ଫୁସଫୁସ ପର୍ଯ୍ୟନ୍ତ ବ୍ୟାପି ଯାଇଥିବାରୁ ତାଙ୍କ ଅବସ୍ଥା ବହୁତ ଗୁରୁତର ହୋଇପଡିଥିଲା ଓ ତାଙ୍କୁ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା ।

ଦୀର୍ଘ ଦେଢ଼ ମାସ ହେବ ଜୀବନ ସହିତ ସଂଗ୍ରାମ କରି ସେ ଶେଷ ରେ କାଲି ରାତି ରେ ମୃ-ତ୍ୟୁ ବରଣ କରିଥିଲେ । ତାଙ୍କ ମୃ-ତ୍ୟୁ ରେ ଯେତିକି ଦୁଃଖିତ ଓଲିଉଡ ଇଣ୍ଡଷ୍ଟ୍ରି ହୋଇଛି ତାହା ଠାରୁ ବେଶୀ ଦୁଃଖିତ ତାଙ୍କ ପରିବାର ହୋଇଛି ।

କିନ୍ତୁ ବର୍ତ୍ତମାନ ସବୁଠାରୁ ବେଶୀ ଦୁଃଖ ରେ ଅଛନ୍ତି ତପୁ ମିଶ୍ର ଙ୍କ ର ସ୍ୱାମୀ ଦୀପକ ପୂଜାରୀ । ଦୀପକ ଜଣେ ଅଭିନେତା ଅଟନ୍ତି ଓ ସେ ୨୦୧୮ ରେ ତପୁ ଙ୍କୁ ବିବାହ କରଥିଲେ । ନିଜ ଧର୍ମ ପତ୍ନୀ ଏପରି ମୁହୂର୍ତ୍ତରେ ହରାଇ ଦୀପକ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି । ଦୀପକ କେବେ ମଧ୍ୟ ଭାବି ନ ଥିଲେ ଯେ ତପୁ ତାଙ୍କୁ ଏପରି ହଟାତ ଛାଡି କରି ଚାଲି ଯିବେ ।

ଦୀପକ ନିଜ ପ୍ରତିକ୍ରିୟା ରେ କାନ୍ଦି କାନ୍ଦି କହିଥିଲେ ଯେତେବେଳେ ରାତି ରେ ମୋତେ ଫୋନ ଆସିଲା କି ତପୁ ଆଉ ନାହାନ୍ତି ବୋଲି ସେତେବେଳେ ମୁଁ ବିଶ୍ୱାସ କରିପାରି ନ ଥିଲି । କାରଣ ତାଙ୍କ ଦେହ ସୁସ୍ଥ ହୋଇ ଆସୁଥିଲା । ସେ ଭାବିଥିଲେ ସେ ଭଲ ହୋଇଯିବେ ।

ତପୁ ମଧ୍ୟ ତାଙ୍କୁ କଥା ଦେଇଥିଲେ କି ସେ ଭଲ ହୋଇ ଫେରିଯିବେ ଓ ପୁଣି ଖୁସି ରେ ଜୀବନଯାପନ କରିବେ । ତେବେ ଏହି ସମୟ ରେ ଆମେ କେବଳ ଭଗବାନ ଙ୍କ ନିକଟ ରେ ଏତିକି ପ୍ରାର୍ଥନା କରିବୁ ଯେ ଭଗବାନ ତପୁ ଙ୍କ ପରିବାର ଓ ସ୍ୱାମୀ ଙ୍କୁ ସାହା ହୁଅନ୍ତୁ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *