ଦେଖନ୍ତୁ Video, ମୃତ୍ୟୁ ପୂର୍ବରୁ ହଠାତ Live ଆସି ନିଜ ଝିଅ ବିଷୟରେ କିଛି ଏମିତି କହିଥିଲେ Tapu Mishra, ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଭାରତ ରେ କରୋନା ର ଦ୍ଵିତୀୟ ଲହର ବହୁତ ପ୍ରଭାବଶାଳୀ ରହିଛି । ଏଥିରେ ଅନେକ ଲୋକ ନିଜର ପ୍ରାଣ ହରାଇ ସାରିଛନ୍ତି । ଅନେକ ସେଲିବ୍ରିଟି,ରାଜନେତା, ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଏଥିରେ ମୃ-ତ୍ୟୁ ବରଣ କରିଛନ୍ତି ।

ଠିକ ସେହି ପରି ଓଡ଼ିଆ ସିନେମା ଜଗତ ର ସୁପର ହିଟ ଗାୟିକା ତପୁ ମିଶ୍ର ମଧ୍ୟ କିଛି ଦିନ ପୂର୍ବରୁ କରୋନା ରୋଗ ରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ଫୁସଫୁସ ପର୍ଯ୍ୟନ୍ତ ସଂକ୍ରମଣ ବ୍ୟାପି ଯାଇଥିବାରୁ ତାଙ୍କ ଅବସ୍ଥା ବହୁତ ଗୁରୁତର ହୋଇ ଯାଇଥିଲା । ଚିକିତ୍ସଧୀନ ଅଵସ୍ଥା ରେ ତାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା ।

ବନ୍ଧୁଗଣ ତପୁ ମିଶ୍ର ଓଡ଼ିଆ ସିନେମା ଜଗତ ରେ ଅନେକ ଗୁଡିଏ ଗୀତ ରେ ନିଜର କଣ୍ଠଦାନ କରିଛନ୍ତି । ତାଙ୍କ ଗୀତ ଗୁଡିକ ସବୁବେଳେ ବହୁତ ବହୁତ ହିଟ ହୋଇଥାଏ ଓ ଲୋକ ମାନଙ୍କୁ ମଧ୍ୟ ବହୁତ ଭଲ ଲାଗିଥାଏ । କିନ୍ତୁ ଦୁଖଃ ର ବିଷୟ ସେ ବର୍ତ୍ତମାନ ଆଉ ଆମ ଗ୍ରହଣ ରେ ନାହାନ୍ତି । କରୋନା ରେ ପିଡୀତ ହେବା ପରେ ସେ ସୁସ୍ଥ ହୋଇଯାଇଥିଲେ କିନ୍ତୁ ସଂକ୍ରମଣ ତାଙ୍କ ଫୁସଫୁସ ପର୍ଯ୍ୟନ୍ତ ବ୍ୟାପି ଯାଇଥିବାରୁ ତାଙ୍କ ଅବସ୍ଥା ବହୁତ ଗୁରୁତର ହୋଇପଡିଥିଲା ଓ ତାଙ୍କୁ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା ।

ଦୀର୍ଘ ଦେଢ଼ ମାସ ହେବ ଜୀବନ ସହିତ ସଂଗ୍ରାମ କରି ସେ ଶେଷ ରେ ମୃ-ତ୍ୟୁ ବରଣ କରିଥିଲେ । ତାଙ୍କ ମୃ-ତ୍ୟୁ ରେ ଯେତିକି ଦୁଃଖିତ ଓଲିଉଡ ଇଣ୍ଡଷ୍ଟ୍ରି ହୋଇଛି ତାହା ଠାରୁ ବେଶୀ ଦୁଃଖିତ ତାଙ୍କ ପରିବାର ହୋଇଛି । ମୃ-ତ୍ୟୁ ପୂର୍ବ ରୁ ଲାଇଭ ଆସି ସେ ନିଜ ଝିଅ କୁ ନିଜ ଫ୍ୟାନ ମାନଙ୍କୁ ଦେଖାଇଥିଲେ ।

ତପୁ ମିଶ୍ର ନିଜ ମୃ-ତ୍ୟୁ ପୂର୍ବ ରୁ ପୁରୀ ବୁଲିବା ପାଇଁ ଯାଇଥିଲେ । ପୁରୀ ବେଳାଭୂମିରେ ସେ ଲାଇଭ ଆସି ନିଜ ଫ୍ୟାନ ମାନଙ୍କୁ ନିଜ ଝିଅ କୁ ଦେଖାଇଥିଲେ । ତେବେ ସେ ଗୋଟିଏ କଣ୍ଢେଇ କୁ ତାଙ୍କ ଝିଅ ଭଳି ମାନୁଥିଲେ । ସେ ତାର ନାମ କୁହୁ ଦେଇଥିଲେ । ସେ କହିଥିଲେ କୁହୁ ମୋ ସହିତ ସବୁ ସ୍ଥାନ କୁ ଯାଇଥାଏ । ସେ ବହୁତ ଦିନ ହେବ ପୁରୀ ଆସି ନ ଥିଲେ କିନ୍ତୁ ଆଜି ପୁରୀ ଆସିଛନ୍ତି । ଆଜି ପାଗ ମଧ୍ୟ ବହୁତ ଭଲ ଅଛି ।

ତେଣୁ ସେ କୁହୁ କୁ ମଧ୍ୟ ନିଜ ସହିତ ପୁରୀ କୁ ବୁଲାଇବା କୁ ଆଣିଛନ୍ତି । ସେ କହିଥିଲେ କୁହୁ ର ଆଉ ଗୋଟିଏ ଭଉଣୀ ମଧ୍ୟ ଅଛି ଯାହାର ନାମ ହେଉଛି ପିହୁ । ସେ ଘରେ ଅଛି ଓ କୁହୁ ବୁଲିବାକୁ ଆସିଛି । ସେ କହିଥିଲେ କୁହୁ ଓ ସେ ପଇଡ଼ ପିଇଲେ ପରେ ଚକଲେଟ ମଧ୍ୟ ଖାଇବେ । ଆଜି ପାଗ ବହୁତ ଭଲ ଥିଲା ତେଣୁ ସେ ନିଜ ପରିବାର ଓ କୁହୁ ସହିତ ପୁରୀ ବୁଲିବା ପାଇଁ ଆସିଥିଲେ । ବନ୍ଧୁଗଣ ଆପଣ ମାନେ ନିଜ ମତାମତ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *