ଦେଖନ୍ତୁ Tapu ଙ୍କ Live Video, ମୃତ୍ୟୁ ପୂର୍ବର ଶେଷ କଥା, କହିଲେ ସେ କଣ କଣ ଖାଇବାକୁ ଭଲ ପାଉଥିଲେ ? Video ଦେଖିଲେ କାନ୍ଦି ପକେଇବେ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଭାରତ ରେ କରୋନା ର ଦ୍ଵିତୀୟ ଲହର ବହୁତ ପ୍ରଭାବଶାଳୀ ରହିଛି । ଏଥିରେ ଅନେକ ଲୋକ ନିଜର ପ୍ରାଣ ହରାଇ ସାରିଛନ୍ତି । ଅନେକ ସେଲିବ୍ରିଟି,ରାଜନେତା, ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଏଥିରେ ମୃତ୍ୟୁ ବରଣ କରିଛନ୍ତି ।

ଠିକ ସେହି ପରି ଓଡ଼ିଆ ସିନେମା ଜଗତ ର ସୁପର ହିଟ ଗାୟିକା ତପୁ ମିଶ୍ର ମଧ୍ୟ କିଛି ଦିନ ପୂର୍ବରୁ କରୋନା ରୋଗ ରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ଫୁସଫୁସ ପର୍ଯ୍ୟନ୍ତ ସଂକ୍ରମଣ ବ୍ୟାପି ଯାଇଥିବାରୁ ତାଙ୍କ ଅବସ୍ଥା ବହୁତ ଗୁରୁତର ହୋଇ ଯାଇଥିଲା । ଚିକିତ୍ସଧୀନ ଅଵସ୍ଥା ରେ ଦୁଇ ଦିନ ତଳେ ରାତି ରେ ତାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା ।


ବନ୍ଧୁଗଣ ତପୁ ମିଶ୍ର ଓଡ଼ିଆ ସିନେମା ଜଗତ ରେ ଅନେକ ଗୁଡିଏ ଗୀତ ରେ ନିଜର କଣ୍ଠଦାନ କରିଛନ୍ତି । ତାଙ୍କ ଗୀତ ଗୁଡିକ ସବୁବେଳେ ବହୁତ ବହୁତ ହିଟ ହୋଇଥାଏ ଓ ଲୋକ ମାନଙ୍କୁ ମଧ୍ୟ ବହୁତ ଭଲ ଲାଗିଥାଏ । କିନ୍ତୁ ଦୁଖଃ ର ବିଷୟ ସେ ବର୍ତ୍ତମାନ ଆଉ ଆମ ଗ୍ରହଣ ରେ ନାହାନ୍ତି । କରୋନା ରେ ପିଡୀତ ହେବା ପରେ ସେ ସୁସ୍ଥ ହୋଇଯାଇଥିଲେ କିନ୍ତୁ ସଂକ୍ରମଣ ତାଙ୍କ ଫୁସଫୁସ ପର୍ଯ୍ୟନ୍ତ ବ୍ୟାପି ଯାଇଥିବାରୁ ତାଙ୍କ ଅବସ୍ଥା ବହୁତ ଗୁରୁତର ହୋଇପଡିଥିଲା ଓ ତାଙ୍କୁ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା ।

ଦୀର୍ଘ ଦେଢ଼ ମାସ ହେବ ଜୀବନ ସହିତ ସଂଗ୍ରାମ କରି ସେ ଶେଷ ରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ମୃତ୍ୟୁ ରେ ଯେତିକି ଦୁଃଖିତ ଓଲିଉଡ ଇଣ୍ଡଷ୍ଟ୍ରି ହୋଇଛି ତାହା ଠାରୁ ବେଶୀ ଦୁଃଖିତ ତାଙ୍କ ପରିବାର ହୋଇଛି । ତପୁ ନିଜ ମୃତ୍ୟୁ ପୂର୍ବ ରୁ ଲାଇଭ ଆସି ନିଜ ଫ୍ୟାନ ମାନଙ୍କୁ ନିଜ ବିଷୟ ରେ ଅନେକ କଥା କହିଥିଲେ ।

ତାଙ୍କୁ ଆମିଷ ଖାଦ୍ୟ ବହୁତ ପସନ୍ଦ ବୋଲି ସେ କହିଥିଲେ । ତାଙ୍କୁ କଙ୍କଡା,ଚିଙ୍ଗୁଡ଼ି, ମାଛ,ମାଂସ ଆଦି ଖାଇବାକୁ ବହୁତ ଭଲ ଲାଗିଥାଏ । ଏହା ବ୍ୟତୀତ ତାଙ୍କୁ ବିରିୟାନି ଖାଇବାକୁ ବହୁତ ଭଲ ଲାଗିଥାଏ । ବିରିୟାନି ଖାଇ ସାରିବା ପରେ ତାଙ୍କୁ କୋଲଡ୍ରିଂକ୍ସ ପିଇବାକୁ ବହୁତ ଭଲ ଲାଗିଥାଏ । ଖାସ କରି କଟକ ର ବିରିୟାନି ତାଙ୍କୁ ବହୁତ ଭଲ ଲାଗେ ବୋଲି ସେ ଜଣାଇ ଥିଲେ ।

ଏହା ବ୍ୟତୀତ ଭୁବନେଶ୍ୱର ର ଅଳ୍ପ କେତେକ ସ୍ଥାନ ର ବିରିୟାନି ଖାଇବାକୁ ତାଙ୍କୁ ଭଲ ଲାଗେ । ତାଙ୍କୁ ମିଠା ବିଲକୁଲ ବି ପସନ୍ଦ ନୁହେଁ । ସେ ବହୁତ କମ ମିଠା ଖାଇଥାନ୍ତି । ଛୋଟ ବେଳେ ସେ ବହୁତ ଚକଲେଟ ଖାଉଥିଲେ ବୋଲି ନିଜ ଶେଷ ଲାଇଭ ଭିଡିଓ ରେ ଫ୍ୟାନ ମାନଙ୍କୁ ଜଣାଇ ଥିଲେ । ତେବେ ଆପଣ ମାନଙ୍କ ମତାମତ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *